Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି। ପୋଲିସ କହିଛି ଯେ ସୋଲବର୍ଗଙ୍କ ଦ୍ବାରା ଆୟୋଜିତ ରାତ୍ରି ଭୋଜନରେ…

ପୁଣି ମାତିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଆଇଟିବିପି ଯବାନ !

ମାଲକାନଗିରି: ଛତିଶଗଡ ବିଜାପୁରରେ ସହିଦଙ୍କ ଜୁଇର ନିଆଁ ନଲିଭୁଣୁ, ପୁଣିଥରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଏକ ବଡ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ କୁଶନାଡ କ୍ୟାମ୍ପର ୫୩ ବାଟାଲିୟନର ଆଇଟିବିପି ଯବାନମାନେ କୁମ୍ବିଂ ଅପରେସନରେ ଥିଲେ । ସେହି ସମୟରେ ମାଓବାଦୀମାନେ ସେମାନଙ୍କୁ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ୫ ମୃତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ପୁନର୍ବାର ହିଂସା ଘଟିବା ସହ ୫ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କ୍ଷମତା ବଜାୟ ରଖିବା ଏବଂ ହାସଲ ନେଇ ପାର୍ଟିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗଣତନ୍ତ୍ରକୁ ବଦନାମ କରୁଛି । ରିପୋର୍ଟ ମୁତାବକ କୁଚବିହାର ଅଂଚଳର ଜୋର ପାଟକିରେ ଟିଏମସି ଓ ବିଜେପି କର୍ମୀ…

ବିବାହ ପାଇଁ ବର ଖୋଜୁଛନ୍ତି ଏହି ୭୩ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଜଣେ ୭୩ ବର୍ଷିୟା ମହିଳାଙ୍କ ବିବାହ କରିବା ନିଶା।ମୈସୁର ଜିଲ୍ଲାରେ ରହୁଥିବା ଜଣେ ୭୩ ବର୍ଷୀୟା ମହିଳା ନିଷ୍ପତ୍ତି ନେଇଥିଲେ ଯେ ସେ କେବେ ଏକୁଟିଆ ରହିବେ ନାହିଁ। ସେ ଜଣେ ଶିକ୍ଷକ ଭାବରେ ଅବସର ନେଇଛନ୍ତି। ତେବେ ବିବାହ ପାଇଁ ମହିଳା…

କରୋନାରେ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ମହାରାଷ୍ଟ୍ର: କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ବିଧାୟକ ରାଓସାହେବ ଅଣ୍ଟାପୁରକରଙ୍କ ଶୁକ୍ରବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ଡିଗ୍ଲୁରରୁ କଂଗ୍ରେସ ବିଧାୟକ ଅଣ୍ଟାପୁରକର…

୫୦ କୋଟି ଲିଙ୍କଡିନ ୟୁଜର୍ସଙ୍କ ଡାଟା ଲିକ୍ ଅଭିଯୋଗ

ନୂଆଦିଲ୍ଲୀ: ଏକ ପେଶାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ଲିଙ୍କଡିନର ୫୦ କୋଟି ଉପଭୋକ୍ତାଙ୍କର ବ୍ୟକ୍ତିଗତ ବିବରଣୀ (ତଥ୍ୟ) ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ବିକ୍ରି ପାଇଁ ରଖାଯାଇଥିବା ଚର୍ଚ୍ଚା ହେଉଥିଲା ବେଳେ କମ୍ପାନୀ ଦାବିକୁ ଖଣ୍ଡନ କରିଛି। ଏଥିସହିତ କମ୍ପାନୀ କହିଛି ଯେ…

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ହେଲେଣି ପ୍ରବାସୀ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଭିଡ୍-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଏବଂ ରାଜ୍ୟରେ ଲକ୍‌ଡାଉନ୍‌ର ସମ୍ଭାବନା ଥିବାରୁ ପ୍ରବାସୀମାନେ ପୁଣି ଥରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ସୂଚନା ମୁତାବକ ଗତ ୪ରୁ୫ ଦିନ ଧରି ଅନେକ ପ୍ରବାସୀ ମହାରାଷ୍ଟ୍ର ଛାଡି ନିଜ ଭିଟାମାଟିକୁ ଫେରୁଥିବା…

କାର୍‌ ତଳୁ ଜିଅନ୍ତା କୁମ୍ଭୀର ଉଦ୍ଧାର; ଭିଡିଓ ଭାଇରାଲ୍‌

ଫ୍ଳୋରିଡା: ଇଣ୍ଟରନେଟରେ କାର୍‌ ତଳୁ ଏକ କୁମ୍ଭୀର ଉଦ୍ଧାର ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ହିଲ୍ସବୋରୋ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ସେମାନଙ୍କ ଫେସବୁକ୍ ପେଜରେ ଏକ ଆଲିଗେଟର ଅର୍ଥାତ୍‌ ଏକ ପ୍ରକାର କୁମ୍ଭୀର ଉଦ୍ଧାର ହେବାର ଏକ ଭିଡିଓ ଅପଲୋଡ୍ କରିଛି।…

ରାଞ୍ଚି ସଦର ହସ୍ପିଟାଲ୍‌ର ଆଉ ୭ ଡାକ୍ତର କରୋନା ପଜିଟିଭ

ରାଞ୍ଚି: ରାଞ୍ଚିର ସଦର ଡାକ୍ତରଖାନାରେ ଆଉ ୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ୧୨ ଡାକ୍ତର ଡାକ୍ତରଖାନାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ରାଜସ୍ଥାନର ଏହି ୧୦ଟି ସ୍ଥାନରେ ବଢିଲା ନାଇଟ୍‌ କର୍ଫ୍ୟୁ

ରାଜସ୍ଥାନ: ରାଜସ୍ଥାନ ସରକାର ଶୁକ୍ରବାର ଦିନ ୧୦ଟି ସହରାଞ୍ଚଳରେ ରାତ୍ରି କର୍ଫ୍ୟୁକୁ ଏପ୍ରିଲ ୩ ୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଜମେର, ଅଲୱାର, ଭିଲୱାରା, ଚିତ୍ତରଗଡ, ଡଙ୍ଗରପୁର, ଜୟପୁର, ଯୋଧପୁର, କୋଟା ଏବଂ ଆବୁ ରୋଡ୍‌ର ନଅଟି ସହରାଞ୍ଚଳରେ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ ହେବ। ଏହାସହ…