Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଣନ୍ତୁ, ମେ’ ମାସରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି କେତେ ?

ନୂଆଦିଲ୍ଲୀ: ମେ ମାସରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିଲା । ତାସହ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବି ବଢ଼ିଛି । ମେ ମାସରେ ମହଙ୍ଗା ହୋଇଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଗ୍ରାହକଙ୍କ ପକେଟରେ ମହଙ୍ଗା ମାଡ଼ କରିଛି । ଗୋଟିଏ ମାସରେ ପେଟ୍ରୋଲ ଲିଟର ପ୍ରତି ଦର ୩ଟଙ୍କା ୮୩ ପଇସା ଓ…

ସୁରକ୍ଷାକର୍ମୀଙ୍କ ଗୁଳି ଟଳିଲା ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଜଣେ ହାର୍ଡଖୋର ମହିଳା ମାଓନେତ୍ରୀ । ତାଙ୍କ ନାମ ୱାଇ.କେ. ପୋକ୍କ । ସେ ପିଏଲଜିଏ ପ୍ଲାଟୁନ ନମ୍ବର ୧୬ର ସଦସ୍ୟ ଥିଲେ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର…

ସୁପ୍ରିମକୋର୍ଟରେ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାମଲା: ଆସନ୍ତା ୩ ତାରିଖକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଚଳିତବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ? ଯଦି ହେବ କେବେ ସୁଦ୍ଧା କରାଯିବ ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ । ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ…

କୋଭିଶିଲ୍ଡ ଟିକା ନେଇ ଆଦର ପୁନାୱାଲାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ଲକ୍ଷ୍ନୌ: ଲକ୍ଷ୍ନୌର ଜଣେ ବ୍ୟକ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ କୋଭିଶିଲ୍ଡ ଡୋଜ ନେବା ସତ୍ତ୍ବେ ବି ତାଙ୍କର ଆଣ୍ଟିବଡି ବିକଶିତ ହୋଇନାହିଁ। ଲକ୍ଷ୍ନୌର ଆଶିଆନା ପୋଲିସ ଷ୍ଟେସନରେ ଆଦର ପୁନାୱାଲାଙ୍କ…

କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ କମିଛି ଜୀବାଣୁ ଜନିତ ସଂକ୍ରମଣ; ରିପୋର୍ଟ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟିର ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିମୋନିଆ, ମେନିଞ୍ଜାଇଟିସ୍ ଏବଂ ସେପସିସ୍ ଭଳି ଜୀବାଣୁ ଜନିତ ରୋଗ କୋଭିଡ-୧୯ କାରଣରୁ ଲଗାଯାଇଥିବା ଲକଡାଉନ୍ ଦ୍ୱାରା ହ୍ରାସ ପାଇଛି। ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଓଟାଗୋ ବିଶ୍ୱବିଦ୍ୟାଳୟର ଖ୍ରୀଷ୍ଟଚର୍ଚର ଡିନ୍…

ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ୟୁଏଇ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରବିବାର ଦିନ କରୋନାଭାଇରସ ମହାମାରୀର ମୁକାବିଲା କରିବା ପାଇଁ ଭାରତରୁ ଯାତ୍ରୀ ବିମାନ ଚଳାଚଳକୁ ସ୍ଥଗିତ ରଖିଛି। ଭାରତରେ କରୋନା ମାମଲାରେ ବୃଦ୍ଧି ପାଇବା ପରେ ପ୍ରଥମେ ଏପ୍ରିଲ୍ ୨୫ ରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ୟୁଏଇର ନିଜ…

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ‘ଅନଲକ୍‌’ ପ୍ରକ୍ରିୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ ସୋମବାର ଠାରୁ ଦିଲ୍ଲୀରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଲକଡାଉନ୍ ପ୍ରକ୍ରିୟାକୁ ଆଂଶିକ ଭାବେ କୋହଳ କରାଯାଇଛି। ନିର୍ମାଣ କ୍ଷେତ୍ର ଏବଂ କାରଖାନାଗୁଡ଼ିକରେ…

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ ଆଜି ଦିଲ୍ଲୀ ଯିବେନି !

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟଙ୍କୁ ଆଜି ଦିଲ୍ଲୀ ଆସିବାକୁ କୁହାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୈଠକରେ ବାତ୍ୟା ୟାସ ଓ କରୋନା ସମ୍ପର୍କରେ ଆଲୋଚନା ହେବାକୁ ଥିବାରୁ ଯାଇପାରିବେନି ବୋଲି ଜଣାପଡିଛି ।…

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର କରୋନା ପଜିଟିଭ୍, ୫୦ ଦିନରେ ସବୁଠୁ କମ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନାର ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ପ୍ରଦିନି କମୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ୨ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ । ଗତ ସପ୍ତାହେ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ, ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତରପ୍ରଦେଶ: କରୋନା  କାଳରେ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ତଥାପି ବହୁ ଲୋକ ଟିକାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଓ ସରକାର କର୍ମଚାରୀ ଏଯାଏ ଟିକା ନେଇ ନାହାନ୍ତି । ଏଭଳି ସ୍ଥିତିରେ ଉତ୍ତରପ୍ରଜେଶର ଫିରୋଜାବାଦ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ…