Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା‌ ଭାରିଏଣ୍ଟର ନାମକରଣ କଲା ଡବ୍ଲ୍ୟୁଏଚଓ, କ’ଣ ରହିଛି ଭାରତରେ ଚିହ୍ନଟ ଭାରିଏଣ୍ଟ ନାମ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମିଳିଥିବା କରୋନା ଭାଇରସ B1.617.2 ଭାରିଏଣ୍ଟର ନାମକରଣ କରିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, B.1.617.2 'ଡେଲଟା' ଭାବରେ ନାମିତ ହୋଇଛି। ଭାରତରେ ଚିହ୍ନଟ ଅନ୍ୟ ଏକ ଭାରିଏଣ୍ଟ B.1.617.1 ର ନାମ 'କାପ୍ପା'। ଅକ୍ଟୋବର 2020 ରେ ପ୍ରଥମଥର…

ଜୁନ ୧ରୁ ବଦଳୁଛି ଏସବୁ ନିୟମ, ଜାଣନ୍ତୁ…

ନୂଆଦିଲ୍ଲୀ: ଜୁନ୍ ୧ରୁ ଦେଶରେ କିଛି ସେବା ବଦଳିବାକୁ ଯାଉଛି। ଯାହା ଜନସାଧାରଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡିକ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ଆୟକର ଦାଖଲ ପର‌୍ୟ୍ୟନ୍ତ ରହିବ। ଜୁନ୍ ୧ ରୁ କ'ଣ ପରିବର୍ତ୍ତନ ହେବାକୁ ଯାଉଛି, ଜାଣନ୍ତୁ...…

ଚୀନ୍ ଆଣିଲା ନୂଆ ନୀତି, ଏବେ ୩ ସନ୍ତାନ ଜନ୍ମ କରିପାରିବେ ଚାଇନା ଦମ୍ପତି

ବେଜିଂ: ଶିଶୁ ଜନ୍ମ ଉପରେ ଥିବା ପ୍ରତିବନ୍ଧକକୁ ଚୀନ୍ ସରକାର କୋହଳ କରିଛନ୍ତି। ବର୍ତ୍ତମାନ ସମୟରେ ଦମ୍ପତିମାନେ ୩ ସନ୍ତାନ ଜନ୍ମ କରିପାରିବେ। ସୂଚନା ଅନୁଯାୟୀ, ହ୍ରାସ ହେଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ଚାଇନାରେ ଜନ୍ମ ହାର ପ୍ରାୟ ଛଅ…

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ; ହେଲେ ସିଏମ୍‌ଙ୍କ ମୁଖ୍ୟ ପରାମର୍ଶଦାତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ। ବିବାଦ ମଧ୍ୟରେ କେନ୍ଦ୍ର ସୋମବାର ୧୯୮୮ ଆଇଏଏସ୍ ବ୍ୟାଚ୍ ଅଧିକାରୀ ହରି କ୍ରିଷନ ଦ୍ୱିବେଦୀଙ୍କୁ ବଙ୍ଗଳା ସିଏମ୍ ମମତା ବାନାର୍ଜୀଙ୍କ ନୂତନ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରିଛି। ହରି କ୍ରିଷନ ଦ୍ୱିବେଦୀ…

5G ନେଟୱାର୍କ ବିରୋଧରେ ମାମଲା ଦାଏର କଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ: ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଏହାଦ୍ବାରା ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହାର ଶୁଣାଣି…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ। ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ "ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।" ଆଜି କର୍ଫ୍ୟୁର ଅବଧି…

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ…

ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ଜୁନ୍‌ ୮ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌। ଏ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ସିଏମ୍‌ ଟୁଇଟ୍ କରି କହିଛନ୍ତି, "କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍‌ କୁ ଏକ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ…

ମେ’ରେ ମହାମାରୀ ଦେଖାଇଛି ମହାରୂପ: ୮୮ ଲକ୍ଷ ପଜିଟିଭ୍, ୧ ଲକ୍ଷ ୧୭ହଜାର ମୃତ

ନୂଆଦିଲ୍ଲୀ: ମେ ମାସରେ ଦେଶରେ କରୋନା ସଂକ୍ରମଣ ପିକ୍ ଛୁଇଁଥିଲା । ମହାରୂପ ଦେଖାଇଥିଲା ମହାମାରୀ । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଲକ୍ଷେରୁ ଅଧିକ ଜୀବନ ବି ନେଇଚି କରୋନା । ମେ ମାସରେ ଦୈନିକ ସଂକ୍ରମଣ ରେକର୍ଡ ୪ ଲକ୍ଷ ପାର କରିଥିଲା । ମୃତ୍ୟୁସଂଖ୍ୟା ବି ପାଖାପାଖି ୫ହଜାର ହୋଇଛି…

କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ଏଚ୍‌ସି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପରେ ଉପରେ ବନ୍ଦ କରିବାକୁ ଚାହୁଁଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖଣ୍ଡନ କରିଛନ୍ତି ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଦିଲ୍ଲୀ ହାଇକୋର୍ଟର ଖଣ୍ଡପୀଠରେ…