Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ । ଅକ୍ଟୋବର…

ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ, ୨-୧ରେ ସିରିଜ୍ ବିଜୟୀ

ପୁଣେ : କଡ଼ା ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ମ୍ୟାଚରେ ଜିତିଲା ଭାରତ । ପୁଣେରେ ଖୋଳା ଯାଇଥିବା ଭାରତ-ଇଂଲଣ୍ଡ ଶେଷ ଦିନିକିଆରେ ୭ ରନରେ ବାଜିମାତ୍ କରିଛି ବିରାଟ ବାହିନୀ । ଏଥିସହ ସିରିଜକୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ମ୍ୟାଚକୁ ଜିତିବା ପାଇଁ ଇଂଲଣ୍ଡ କଡ଼ା ସଂଘର୍ଷ କରିଥିଲେ ବି…

ରାସ୍ତାକଡ଼ ଦୋକାନ ଉପରେ ଚଢିଗଲା ଟ୍ରକ୍‌, ୮ ମୃତ 

ପାଟନା: ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଦୋକାନ ଉପରେ ଟ୍ରକ ଚଢ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲାର ତେଲ୍ହାଡା ଥାନା ପାଖରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, କେହି କିଛି ବୁଝିବା ଆଗରୁ ଜାହାନାବାଦରୁ…

ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ !

ମୁମ୍ବାଇ : ମହାରାଷ୍ଟ୍ରରେ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିନକୁ ଦିନ ସ୍ଥିତି ସଙ୍ଗୀନ ରୂପ ନେବାରେ ଲାଗିଲାଣି । ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଆଉଥରେ ଲକଡାଉନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ…

ମହାରାଷ୍ଟ୍ରରେ ଚାଣକ୍ୟ ଅମିତ ଶାହ ଗୋଟି ଚଲେଇ ଦେଲେ କି !

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ଓ ବିଜେପିର ପ୍ରମୁଖ ନେତା ଅମିତ ଶାହଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ହୋଇଯାଇଛି । ଆଲୋଚନା କଣ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ଅନୁମାନ କରାଯାଉଛି । ଚାଣକ୍ୟ ଶାହ ଠିକଣା…

ଆସୁଛି ଆଉ ୧୦ ରାଫେଲ, ବଢିବ ଭାରତୀୟ ବାୟୁସେନାର ଶକ୍ତି, ଏକ ମାସ ମଧ୍ୟରେ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ:  ଆସୁଛି ଆଉ ୧୦ ରାଫେଲ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂଆ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ । ଏହି ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ବିଗୁଣିତ ହୋଇଯିବ । ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ହେବ । ବର୍ତ୍ତମାନ ବାୟୁସେନା ନିକଟରେ…

୨୩ ହଜାର ଫୁଟ ଉଚ୍ଚରେ ଯୁବକର ପାଗଳାମୀ, ବିମାନର ଏମରଜେନ୍ସି ଡୋର ଖୋଲୁଥିଲେ

ବାରଣାସୀ:ଦିଲ୍ଲୀରୁ ବାରଣାସୀ ଆସୁଥିବା ଏକ ବିମାନରେ ଜଣେ ଯୁବକଙ୍କ ପାଗଳାମୀ ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇ ଦେଇଥିଲା । ବିମାନଟି ୨୩୦୦୦ ଫୁଟ ଉପରେ ଉଡୁଥିବା ବେଳେ ଯୁବକଜଣଙ୍କ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ । କ୍ରୁ ମେମ୍ବର ଏବଂ ଯାତ୍ରୀମାନଙ୍କ ସହାୟତାରେ ଗୌରବ ନାମକ…

ଗୋଆରେ ୧୪୪ ଧାରା ଜାରି, କରୋନା ସଂକ୍ରମଣ ବଢୁଥିବାରୁ ହୋଲି-ଇଦ୍‌-ଇଷ୍ଟର ପୂର୍ବରୁ ଗୋଆ ସରକାରଙ୍କ କଟକଣା 

ପାଣାଜୀ: କରୋନା ସଂକ୍ରମଣ ରୋକିବାକୁ ଗୋଆ ସରକାରଙ୍କ ପଦକ୍ଷେପ ।  ୧୪୪ ଧାରା ଜାରି କରିଛନ୍ତି ଗୋଆ ସରକାର । ଆଗକୁ ଗୋଆରେ ହୋଲି ଇଦ୍ ଓ ଇଷ୍ଟର ପର୍ବ ପାଳନ ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ସରକାର ।  ହୋଲି, ଇଦ୍‌-ଉଲ୍‌-ଫିତର ପାଳନ ଉପରେ କଟକଣା ଲଗାଯାଇଛି…

ଭକ୍ତଙ୍କ ପାଇଁ ଖୁସି ଖବର: ଏପ୍ରିଲ ପହିଲାରୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଭକ୍ତଙ୍କ ପାଇଁ ଖୁସି ଖବର । ଜମ୍ମୁ-କଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ୨୦୨୧ ଲାଗି ଆସନ୍ତା ଏପ୍ରିଲ ପହିଲାରୁ ନାଁ ପଞ୍ଜିକରଣ ଆରମ୍ଭ ହେବ । ପହଲଗାମ ଓ ବାଲଟାଲର ରାସ୍ତାରୁ ଜୁନ ୨୮ରୁ ଅଭିଯାନ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଉଭୟ ରାସ୍ତା ପାଇଁ ପଞ୍ଜିକରଣ ସାରା…

ପଶ୍ଚିମବଙ୍ଗରେ ଚାଲିଛି ଟେପ୍ ୱାର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବିଜେପି ଆଉ ଟିଏମସି ମଧ୍ୟରେ ସିଧାସଳଖ ଟକ୍କର ଚାଲିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ସହଯୋଗ କରିବା ପାଇଁ ଜଣେ ବିଜେପି ନେତାଙ୍କୁ ଅନୁରୋଧ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ବିଜେପି ଏଥିନେଇ ଟିଏମସି ଖୋଲାଖୋଲି…