Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାହାରୁଖ୍‌ଙ୍କ ଏହି ଫିଲ୍ମର ଗୀତ ଗାଇଲେ ଆମେରିକା ନୌସେନା ସଦସ୍ୟ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାର ନୌସେନାର ସଦସ୍ୟମାନେ ଶାହରୁଖ ଖାନଙ୍କ ଅଭିନୀତ ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର'ସ୍ବଦେଶ'ର ଲୋକପ୍ରିୟ ଗୀତ 'ୟୈ ଜୋ ଦେଶ୍‌ ହୈ ତେରା' ଗାଇଥିବାର ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆମେରିକାରେ…

୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ଆଷ୍ଟ୍ରା ଜେନେକା ଟିକା ବ୍ୟବହାରକୁ ସ୍ଥଗିତ ରଖିଲା କାନାଡା

ନୂଆଦିଲ୍ଲୀ: କାନାଡା ସୋମବାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନାଭାଇରସ୍ ଟିକା ବ୍ୟବହାରକୁ ୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ସ୍ଥଗିତ ରଖିଛି। ପ୍ରତିରକ୍ଷା ସମ୍ବନ୍ଧୀୟ ଜାତୀୟ ପରାମର୍ଶଦାତା କମିଟି ନିରାପତ୍ତା କାରଣରୁ ଏହି ଟିକା ବ୍ୟବହାରକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି। ସମ୍ଭାବ୍ୟ…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୫୬ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ବିଗତ ଦିନରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ଯାହା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬…

ଫାରୁକ୍ ଅବଦୁଲ୍ଲା କରୋନା ପଜିଟିଭ

ନୂଆଦିଲ୍ଲୀ: ନ୍ୟାସନାଲ୍‌ କନ୍‌ଫରେନ୍ସ ପାଟ୍ରୋନ୍‌ ଫାରୁକ୍ ଅବଦୁଲ୍ଲା କୋଭିଡ-୧୯ ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପରିବାର…

ଭାଇ ୟୁସୁଫଙ୍କ ପରେ ଇରଫାନ ବି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନା ମହାମାରୀ ବ୍ୟାପିବା ପରେ ସ୍ରଂକମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପ୍ରଚାର ମୈଦାନରେ କାହିଁକି ଦୌଡିଲେ ସାୟୋନୀ ଘୋଷ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ସାୟୋନୀ ଘୋଷଙ୍କ ଭାଇରାଲ୍ ଭିଡିଓ ଘୁରିବୁଲୁଛି । ଭିଡିଓ ଦେଖିଲେ ଘଟଣା ସତ ଲାଗୁଛି । ହେଲେ କ୍ୟାପ୍ସନ୍ ସହ ଘଟଣାର ସତ୍ୟତାକୁ ନେଇ ମନ ବୁଝୁନି । କାହିଁକି ନା ତୃଣମୂଳ କଂଗ୍ରେସର ଗଡ ବୋଲାଉଥିବା ରାଜ୍ୟରେ କେତେଦୂର ସମ୍ଭବ ସାୟୋନୀଙ୍କୁ ଅଶାଳୀନ ବ୍ୟବହାର ?

ପାକିସ୍ତାନ ରାଷ୍ଟ୍ରପତିଙ୍କୁ କରୋନା

ଲାହୋର: ପାକିସ୍ତାନ ରାଷ୍ଟ୍ରପତି ଆରଫି ଆଲଭି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ବି ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ସେ ଟୁଇଟ କରିଛନ୍ତି ଯେ,ସମସ୍ତ କୋଭିଡ-୧୯ ଆକ୍ରାନ୍ତଙ୍କୁ ସୁସ୍ଥ ରଖନ୍ତୁ । ଦ୍ୱିତୀୟ ଡୋଜ ନେବା ପରେ ଆଂଟିବଡି…

ଚାଲିଗଲେ ଟିଏମସି ଗୁଣ୍ଡାଙ୍କ ମାଡରେ ଗୁରୁତର ଆହତ ହୋଇଥିବା ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାର

କୋଲକାତା: ନିର୍ବାଚନରେ କ୍ଷମତା ହାତେଇବା ନିଶାରେ ଏବେ ଅଧିକାଂଶ ପାର୍ଟି ହିଂସାକୁ ଆପଣାଇ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିବଙ୍ଗର ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାରଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ଟିଏମସିର କେତେକ ଗୁଣ୍ଡା ବିଜେପି କର୍ମୀ ଗୋପାଳ ମଜମୁଦାର ଏବଂ ତାଙ୍କ ମାଆ…

‘ବେଗମ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଦେବେ’

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ମୂଖ୍ୟ କେନ୍ଦ୍ର ବିନ୍ଦୁ ସାଜିଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ଆଜି ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଯଦି ବେଗମଙ୍କୁ ସୁଯୋଗ ଦିଆଯାଏ ତାହାହେଲେ ସେ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଦେବେ । ଇଦ୍ ମୁବାରକ କହି କହି…

ସୁଏଜ୍ କେନାଲରେ ୬ ଦିନ ହେଲା ଫସିଥିବା ବିଶାଳ କାର୍ଗୋ ଉଦ୍ଧାର

ସୁଏଜ୍: ଇଜିପ୍ଟର ସୁଏଜ୍ କେନାଲରେ ଗତ ୬ ଦିନ ଧରି ଫସି ରହିଥିବା ଜାହାଜ ଆଜି ପୁଣି ଚାଲିଛି । ଏହି କାର୍ଗୋ ଜାହାଜକୁ ଦୁନିଆର ସବୁଠୁ ବିଶାଳ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ‘ଏଭରଗ୍ରୀନ୍’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ । ଏହି…