Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପିଲାମାନେ ରଙ୍ଗର ପର୍ବ ହୋଲି କଣ ଜାଣି ନାହାନ୍ତି !

ରାୟପୁର: ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ସମସ୍ତ ହିନ୍ଦୁ ଧର୍ମର ପର୍ବ ପାଳନ କରାଯାଏ ମାତ୍ର ପିଲାମାନେ ହୋଲି କଣ ସେମାନେ ଜାଣି ନାହାନ୍ତି । ବୟସ୍କ ଲୋକମାନେ ହୋଲି ବିଷୟରେ ଜାଣିଥିଲେ ମଧ୍ୟ କେବେ ହେଲେ ଏହାକୁ ପାଳନ କରି ନାହାନ୍ତି । ପାଖାପାଖି ୧୦୦ ବର୍ଷ ହେବ ଅନ୍ଧବିଶ୍ୱାସ ଯୋଗୁ…

ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲା, ଟିଏମସି ନେତା ଛତ୍ରଧରଙ୍କୁ ଗିରଫ କଲା NIA

କୋଲକାତା: ୨୦୦୯ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲାରେ NIAର କାର୍ଯ୍ୟାନୁଷ୍ଠାନ । ମାମଲାରେ ଏନଆଇଏ ଟିଏମସି ନେତା ଛତ୍ରଧର ମହାତୋକୁ ଗିରଫ କରିଛି । ପଶ୍ଚିମବଙ୍ଗ ଝାରଗ୍ରାମ ଜିଲ୍ଲାର ଲାଲଗଡ଼ ଘରୁ ଏନଆଇଏ ଛତ୍ରଧରଙ୍କୁ ଗିରଫ କରିଛି । ପ୍ରାୟ ୧୨ ବର୍ଷ ତଳେ ୨୦୦୯ ମସିହାରେ…

ମିଆଁମାରରେ ସେନା ଖେଳିଲା ରକ୍ତର ହୋଲି, ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ରେ ୧୦୦ରୁ ଅଧିକ ମୃତ

ୟଙ୍ଗୁନ: ମିଆଁମାରରେ ସେନା ଶାସନକୁ ଲୋକଙ୍କ ବିରୋଧ ଜାରି ରହିଛି । ଶନିବାର ଦେଶର ରାଜଧାନୀ ନାୟପିଟାୱରେ ବାର୍ଷିକ ସୈନ୍ୟ ଦିବସରେ ସେନା ପରେଡ୍ କରିଥିଲା । ଆଉ ଆନ୍ଦୋଳନ ଦମନ କରିବାକୁ ଯାଇ ସେନା ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । ଲୋକଙ୍କ ଆନ୍ଦୋଳନକୁ ଦବାଇବାକୁ ଯାଇ ମିଆଁମାରରେ ଏବେ…

ମନ୍ କି ବାତରେ ଆଜି ହୋଲି ଓ କରୋନା ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ତାସହ ସାରା ଦେଶରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନକୁ ଅପେକ୍ଷା କରିଛି ସାରା ଦେଶ । ଏହାରି ଭିତରେ ଆଜି ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଣ କହିବେ ପ୍ରଧାନମନ୍ତ୍ରୀ ତାଉପର ସମସ୍ତଙ୍କ…

କାର୍ଡିଓଲୋଜି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୨ ରୋଗୀ ମୃତ

କାନପୁର: ଉତ୍ତରପ୍ରଦେଶ କାନପୁରରେ କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର ଆଇସିୟୁରେ ଭୟାବହ ନିଆଁ ଲାଗିଛି । ଅଗ୍ନିକାଣ୍ଡ ପରେ ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ବାହାର କରିଦିଆଯାଇଛି । ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ରୋଗୀ ତିମାରଦାର ହସ୍ପିଟାଲରେ ଫସି ରହିଥିବା ସୂଚନା…

ଦେଶରେ ପୁଣି ୩୦୦ ପାର କଲା ଦୈନିକ କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଉଛି ମହାମାରୀ । ବଢୁଛି ଟେଷ୍ଟିଂ, ତାସହ ସଂକ୍ରମିତଙ୍କ ସଂଖ୍ୟା ବି ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୮୧ ହଜାର କରୋନା ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୨ହଜାର ୭୧୪ ନୂଆ ଆକ୍ରାନ୍ତ । ତେବେ ସବୁଠୁ ଚିନ୍ତାଜନକ ହୋଇଛି ଦୈନିକ…

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା…

କ୍ରିକେଟର ୟୁସୁଫ୍ ପଠାଣ କରୋନା ସଂକ୍ରମିତ

ଅହମଦାବାଦ: ସଚିନ୍ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରଙ୍କୁ କରୋନା । ଭାରତୀୟ ଦଳର ପୂର୍ବତନ ଖେଳାଳି ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ୟୁସୁଫ୍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା…

ମ୍ୟାନମାରରେ ସେନାର ନୃଶଂସ ପଣିଆ, ଗୁଳିମାଡରେ ୯୧ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ନାଇପିଟୱା: ମ୍ୟାନମାର ମାଟି ଆଜି ପ୍ରଦର୍ଶନକାରୀଙ୍କ ରକ୍ତରେ ଲାଲ ହୋଇଛି । ଜବରଦସ୍ତ ସରକାର ହାତମୁଠାକୁ ନେଇଥିବା ସେନାର ନୃଶଂସ ପଣିଆ ଚରମସୀମାରେ ପଂହଚିଛି । ସେନାର ଦମନ ନୀତିକୁ ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏଥିରେ ୯୧ଜଣଙ୍କ…

ଚାଷୀଙ୍କ ହିଂସା ! ବିଚ୍ ରାସ୍ତାରେ ବିଜେପି ବିଧାୟକଙ୍କୁ ମାଡ ମାରିଲେ

ଚଣ୍ଡୀଗଡ: କୃଷି ଆଇନକୁ ବିରୋଧ କରିବା ଆଳରେ କେତେକ ଚାଷୀ ହିଂସାକାଣ୍ଡ କରିବାକୁ ପଛାଉ ନାହାନ୍ତି । ପ୍ରଥମେ ସରକାର, ପରେ ସାଥୀ କୃଷକ ଏବଂ ଧୀରେ ଧୀରେ ସେମାନେ ଜନସାଧାରଣଙ୍କ ବିଶ୍ୱାସ ହରାଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଚାଷୀ ବି ହିଂସାକାଣ୍ଡ କରିପାରେ ? ଅମ୍ରିତସରରେ ବିଜେପି…