Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବଧାନ: ହ୍ୟାଣ୍ଡ ସାନିଟାଇଜରରୁ ହେଉଛି କ୍ୟାନସର୍ ! ୪୪ଟି ସାନିଟାଇଟର୍ ମାରାତ୍ମକ

ନୂଆଦିଲ୍ଲୀ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ହ୍ୟାଣ୍ଡ ସାନିଟାଇଜର ପାଖରେ ରଖୁଛନ୍ତି । ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ୍ କରୁଛନ୍ତି । ଏଭଳି ସ୍ଥିତିରେ ଏକ ଉଦବେଗଜନକ ଓ…

ଆଷ୍ଟ୍ରା ଜେନେକା ଟିକା କରୋନାକୁ ରୋକିବାରେ ୭୬ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଆମେରିକାର ଅଧିକାରୀଙ୍କ ସହ ଜନସାଧାରଣଙ୍କ ମଧ୍ୟରେ ମତଭେଦ ମଧ୍ୟରେ ଆଷ୍ଟ୍ରା ଜେନେକା ବୁଧବାର କହିଛି ଯେ ଏହାର କୋଭିଡ-୧୯ ଟିକା ଆମେରିକାର ପ୍ରମୁଖ ପରୀକ୍ଷଣର ଏକ ନୂତନ ବିଶ୍ଳେଷଣରେ ଲକ୍ଷଣାତ୍ମକ ରୋଗକୁ ରୋକିବାରେ ୭୬ ପ୍ରତିଶତ ପ୍ରଭାବଶାଳୀ ଅଟେ। ସୂଚନା ଅନୁଯାୟୀ ପ୍ରାଥମିକ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କଶ୍ମୀରର ଟୁଲିପ୍‌ ଉଦ୍ୟାନ

ଶ୍ରୀନଗର: ୧.୫ ମିଲିୟନ୍ ଟୁଲିପ୍‌ ଫୁଲ ସହିତ ଏସିଆର ବୃହତ୍ତମ ଉଦ୍ୟାନ ଭାବେ ବିବେଚନା କରାଯାଉଥିବା ଶ୍ରୀନଗରର ଟୁଲିପ୍‌ ଉଦ୍ୟାନ ଗୁରୁବାର ଦିନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଟୁଇଟ କରି ପର୍ଯ୍ୟଟକଙ୍କୁ କଶ୍ମୀର ଭ୍ରମଣ ପାଇଁ…

ଅବହେଳିତ କୃଷି ଉଦ୍ୟୋଗ

ଯେଉଁ ଦେଶର କୃଷକ ଯେତେ ସମୃଦ୍ଧ ସେ ଦେଶର ଅର୍ଥନୀତି ସେତେ ସୁରକ୍ଷିତ । କାରଣ ଦେଶର ଅର୍ଥନୀତି ଓ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ମୂଳଦୂଆ ହେଉଛି କୃଷି । ଓଡ଼ିଶା ଖଣିଜ ସମ୍ପଦ, ଜଙ୍ଗଲ ସଂରକ୍ଷଣ ଏବଂ କୃଷି ଉତ୍ପାଦନ ପାଇଁ ଜଣାଶୁଣା । ନବରଙ୍ଗପୁର ଏସିଆର ସବୁଠାରୁ ବଡ଼ ମକା…

ସୋସିଆ ମିଡିଆରେ ଭାଇରାଲ ହେଉଛି ତରଳ ଲାଭା ଉପରେ ଖାଦ୍ୟ ପ୍ରସ୍ତୁତିର ବିରଳ ଦୃଶ୍ୟ

ଆଇସଲ୍ୟାଣ୍ଡ: ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକ୍ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଭୋଲକାନୋ ବିସ୍ଫୋରଣ ହୋଇଛି। ଶହ ଶହ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିସ୍ଫୋରଣ ଘଟିଛି ଯାହା ଲୋକଙ୍କୁ ଆକର୍ଷିତ କରିଛି। ଏହି ଅଞ୍ଚଳର ଆଗ୍ନେୟ ଉଦ୍‌ଗୀରଣକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ…

ଦେଶରେ ବଢୁଛି କରୋନା ସଂକ୍ରମଣ; ୫୩ ହଜାର ନୂଆ ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂଖ୍ୟା ୧,୧୭,୮୭,୫୩୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।…

JEE ମେନ୍ ରେଜଲ୍ଟ: ୧୩ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମାର୍ଚ୍ଚରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି । ମାତ୍ର ୬ ଦିନରେ ପ୍ରକାଶ ପାଇଛି ପରୀକ୍ଷାଫଳ ପ୍ରକାଶ କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ । ୧୩ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର । ଦିଲ୍ଲାର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କଂଗ୍ରେସକୁ ଟଙ୍କା ଦେଇଥିଲେ କି ନୀରବ ମୋଦି ?

ଭୁବନେଶ୍ୱର: ପଳାତକ ହୀରା ବ୍ୟବସ।।ୟୀ ନୀରବ ମୋଦି ବିଷୟରେ ସମସ୍ତେ ଜାଣନ୍ତି । ହେଲେ କଂଗ୍ରେସକୁ ଅନୁଦାନ ସ୍ୱରୂପ ଟଙ୍କା ଦେବା ନେଇ ନୀରବ ମୋଦିର ନାଁ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଦାବି ତ ଅନେକ ହୋଇଛି । ହେଲେ ସେହି ଦାବି କେତେ ସତ, ଆସନ୍ତୁ ତର୍ଜମା କରିବା ।

ଅଗ୍ନିକାଣ୍ଡରେ ଜଳିଗଲା ୭ ବସ୍

ଦାମୋହ: ମଧ୍ୟପ୍ରଦେଶର ଦାମୋହର ଏକ ବସ୍ ଷ୍ଟାଣ୍ଡରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୭ଟି ବସ୍ ଜଳି ଯାଇଛି। ମୁଖ୍ୟ ପୋଲିସ ଅଧୀକ୍ଷକ (ସିଏସପି) ଅଭିଷେକ ତିୱାରୀଙ୍କ କହିବାନୁସାରେ, ଏହି ଘଟଣାରେ ଏଯାବତ୍ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। "ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା…

ଆଜି ବଲିଉଡର `ସିରିଏଲ୍‌ କିସର୍‌’ଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କ ଜନ୍ମଦିନ। ସେ ତାଙ୍କର ଆଜି ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଉ କିସିଂ କରିବାକୁ ମନା କରିଛନ୍ତି ଇମ୍ରାନ ହାସମୀ । ଇମ୍ରାନ୍‌ଙ୍କ ସବୁ ଫିଲ୍ମରେ କିସିଂ ସିନ୍‌ ରହିଥାଏ । ଏଥିପାଇଁ ତାଙ୍କ ଫ୍ୟାନ ଇମ୍ରାନଙ୍କ ଫିଲ୍ମ ରିଲିଜକୁ…