Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନର ୮ଟି ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି କଟକଣା । ଏହି କ୍ରମରେ ରାଜସ୍ଥାନ ସରକାର ରାଜ୍ୟର ୮ଟି ସହରରେ ଲାଗୁ କରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ମହାମାରୀ ପାଇଁ ଆଜମେର,…

ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ସମାଲୋଚନା: ମୁଁ ପ୍ରକୃତ ଦେଶଭକ୍ତ, ହାରମଖୋର ନୁହେଁ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ରବିବାର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ଆଣିଥିବା ଅଭିଯୋଗ ଏବେ ସାରା ଭାରତରେ ରାଜନୈତିକ ଝଡ ସୃଷ୍ଟି କରିଛି । ଏହାକୁ ଟାର୍ଗେଟ କରି କଙ୍ଗନା…

ଖୁବ୍‌ ଶୀଘ୍ର କରୋନା ଟିକା ନେବେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ବିଗ୍‌ ବିଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକଙ୍କୁ ନିରନ୍ତର ସମର୍ଥନ ଏବଂ ପ୍ରେମ ପାଇଁ ଅଭିନେତା ଅମିତାଭ ବଚ୍ଚନ ଏକ ବ୍ଲଗ୍ ଲେଖିଥିଲେ। ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକଙ୍କ ଅଭିନନ୍ଦନ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ…

ମନସୁଖ ହିରେନ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସଚିନ ୱାଜେ!

ନୂଆଦିଲ୍ଲୀ: ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ସ୍କ୍ବାର୍ଡ (ଏଟିଏସ) ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ନିଲମ୍ବିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି। ସଚିନ୍ ୱାଜେଙ୍କୁ ଏକ ବୁକେ ଦ୍ୱାରା ସିମ୍ କାର୍ଡ ଯୋଗାଇ ଦିଆଯାଇଥିଲା ଯାହା ଅପରାଧରେ…

ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ କତ୍ତୃର୍ପକ୍ଷ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୧୯ ମାର୍ଚ୍ଚରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ୨୦…

୫୦ ବର୍ଷର ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆର ବନ୍ୟା ବିତ୍ପାତ

ମେଲବର୍ଣ୍ଣ: ସପ୍ତାହକ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ପ୍ରବଳ ବର୍ଷା ହେତୁ କେତେକ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରେ ସବୁଠାରୁ ଅଧିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଧିକାରୀମାନେ ରବିବାର ଦିନ କହିଛନ୍ତି। ଏଥିପାଇଁ ହଜାର ହଜାର ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଇଛି।…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ୱେବସାଇଟ୍ ମିଲିଟାରୀ ଡାଇରେକ୍ଟ ଦ୍ୱାରା ରବିବାର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଚୀନ୍‌ର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆମେରିକାର ବିପୁଳ ସାମରିକ ବଜେଟ୍ ସତ୍ବେ ୭୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ…

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛି ସମୁଦ୍ର କୂଳରେ ଦୁଇ କୁକୁରଙ୍କ ବେଲୁନ୍‌ ଖେଳ

ନୂଆଦିଲ୍ଲୀ: ସମୁଦ୍ର କୂଳରେ ଏକ ବେଲୁନ୍ ସହିତ ଖେଳୁଥିବା ଦୁଇଟି କୁକୁରର ଏକ ସମ୍ପୂର୍ଣ୍ଣ ଆକର୍ଷଣୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହାକୁ ‌ଦେଖିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ହସ ଲାଗିବ। ଏହି ସର୍ଟ କ୍ଲିପ୍ ଟ୍ୱିଟରରେ BRFC ହପକିନ୍ସ ପୋଷ୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ଏହାକୁ…

ଘଣ୍ଟାଏ ଧରି ଆକାଶରେ ଚକ୍କର ମାରିଲା ବିମାନ, ୩ ଥର ଅବତରଣ ବିଫଳ

ନୂଆଦିଲ୍ଲୀ: ଭାବନ୍ତୁ ଆପଣ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି । ଅଥଚ ବିମାନ ଅବତରଣ କରିପାରୁନାହିଁ । ପ୍ରାୟ ଗୋଟିଏ ଘଣ୍ଟା ଧରି ଅବତରଣ ଉଦ୍ୟମ କରି ବିଫଳ ହେଉଛି ବିମାନ । ତା’ପରର ଅବସ୍ଥା କଣ ହେବ ଆପଣଙ୍କର ? ନିଶ୍ଚୟ ମନରେ ଆଶଙ୍କା ସହ ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯିବ । ଏମିତି…

କରୋନା ଟିକା ନେଲେ ଅଭିନେତ୍ରୀ ଶର୍ମିଲା ଟାଗୋର

ନୂଆଦିଲ୍ଲୀ: ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କୁ କରୋନା ଟିକାକରଣ କରାଯାଇଛି। ଝିଅ ସୋହା ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାପୂର୍ବରୁ ତାଙ୍କ ପୁଅ ସୈଫ ଅଲି ଖାନ, ଧର୍ମେନ୍ଦ୍ର, ହେମା ମଲିନୀ, କମଲ ହାସନ, ନାଗାର୍ଜୁନ, ଜିତେନ୍ଦ୍ର, ପରେଶ ରାୱଲ, ଅନୁପମ ଖେର, ସତୀଶ ଶାହା,…