Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଚମୋଲି : ଉତ୍ତରାଖଣ୍ଡର ଚମୋଲିରେ ଭୁସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ତପୋବନ ଟନେଲରୁ ଆଉ ୧୨ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସହ ଅନେକ କାଦୁଅରେ ଫସି ରହିଥିବା…

ଜମ୍ମୁ ବସଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡ ଧରଣର ବିସ୍ଫୋରଣ ଷଡଯନ୍ତ୍ର ବିଫଳ

ଜମ୍ମୁ: ସାରା ଦେଶ ଆଜି ପୁଲୱାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ନେଇ ଶହୀଦଙ୍କୁ ମନେ ପକାଉଥିବା ବେଳେ ଆତଙ୍କବାଦୀମାନେ ପୁନର୍ବାର ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଜମ୍ମୁ ବସଷ୍ଟାଣ୍ଡରୁ ୭ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଛି । ପ୍ରାରମ୍ଭିକ ତଦନ୍ତରେ…

ଭାଲେଣ୍ଟାଇନ୍‌ ଡେଟ୍‌ରେ ଯିବାକୁ ମନା କରିବାରୁ ପ୍ରେମିକାକୁ ଅପହରଣ କରି ନେଲା ପ୍ରେମିକ

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍‌ ଡେଟ୍‌ରେ ଯିବାକୁ ମନା କରିବାରୁ ଅପହରଣର ଶିକାର ହେଲେ ମହିଳା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଆରିଜୋନାରେ। ଜଣେ ବ୍ୟକ୍ତି ନିଜ ପୂର୍ବତନ ପ୍ରେମିକାଙ୍କୁ ନିଜେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ‌ଉକ୍ତ ମହିଳା ଜଣଙ୍କ ଦୁଇଟି…

ବାଇଡେନ୍‌ ଦଳରେ ସାମିଲ୍‌ ହେଲେ ଆଉ ୨ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଜନସେବାରେ ଦୁଇଜଣ ଭାରତୀୟ ମୂଳ ବିଶେଷଜ୍ଞ ବାଇଡେନ ପ୍ରଶାସନ ଦ୍ୱାରା ସ୍ବେଚ୍ଛାସେବୀ ତଥା ସେବା ପାଇଁ ଫେଡେରାଲ୍ ଏଜେନ୍ସି ଆମେରିକର୍ପ୍ସରେ ପ୍ରମୁଖ ପଦବୀରେ ନିଯୁକ୍ତ ହୋଇଛନ୍ତି। ସୋନେଲି ନିଜାୱାନଙ୍କୁ ଆମେରିକୀୟ କର୍ପସ ରାଜ୍ୟ ତଥା ଜାତୀୟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ଆମର ସୁରକ୍ଷା ବାହିନୀ ପାଇଁ ଆମେ ଗର୍ବିତ : ପିଏମ ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କୌଣସି ଭାରତୀୟ ଏହି ଦିନକୁ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି। ଦୁଇ ବର୍ଷ ପୂର୍ବେ, #…

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୨ ବର୍ଷ; ଏହି ଦିନରେ ଭାରତ ହରାଇଥିଲା ୪୦ ଯବାନ

ନୂଆଦିଲ୍ଲୀ: ସାରା ଭାରତୀୟ ବାସୀ ଆଜିର ଦିନକୁ କେବେବି ଭୁଲିପାରିବେନି। ୨୦୧୮ ମସିହା ଫେବୃଆରୀ ୧୪ ତାରିଖ ଦିନ ପୁଲୱାମା ବିସ୍ଫୋରଣରେ ସିଆରପିଏଫର ୪୦ ଜଣ ଯବାନ ସହୀଦ ହୋଇଥିଲେ। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣ ଘଟଣାକୁ ୨ ବର୍ଷ ପୂରିଥିବା ବେଳେ ଭାରତୀୟ ସେନା ପକ୍ଷରୁ…

ଟିକାକରଣ ଯୋଗୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶନିବାର ଦିନ କରୋନାଭାଇରସ୍ ବିରୁଦ୍ଧରେ ୮୪,୮୦୦ଟି ଟିକାକରଣ କରାଯାଇଛି। ନିକଟ ଅତୀତରେ ଟିକାକରଣ କରିଥିବା ମୋଟ ତିନି ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ କରାଯାଇଥିବା ମାମଲାରେ ମୃତ୍ୟୁ ସଂଖ୍ୟା…

ଗ୍ରେଟା ଟୁଲକିଟ୍ ମାମଲା, ବେଙ୍ଗଳୁରୁରୁ ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବି ଗିରଫ

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗଳୁରୁରୁ ଦିଶା ରବିକୁ ଗିରଫ କରିଛି । ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଫ୍ରାଇଡେ ଫର୍ ଫ୍ୟୁଚର କ୍ୟାମ୍ପେନର ପ୍ରତିଷ୍ଠାତା ଦିଶା ରବିଙ୍କୁ ଶନିବାର ଗିରଫ କରାଯାଇଛି…

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ଆଜିଠୁ ଆରମ୍ଭ ହେବ ‘କୁମ୍ଭ ବୈଠକ’

ନୂଆଦିଲ୍ଲୀ: ରବିବାର ଦିନ ବୃନ୍ଦାବନରେ ୪୦ ଦିନିଆ କୁମ୍ଭ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ହରିଦ୍ୱାରରେ ଫେବୃଆରୀ ଶେଷରେ ହେବାକୁ ଥିବା ବୃହତ୍‌ କୁମ୍ଭ ମେଳା ଉତ୍ତରାଖଣ୍ଡ ବ୍ରିଜ୍‌ ତିର୍ଥ ବିକାଶ ପରିଷଦ ଦ୍ୱାରା ଏହି ମେଳା ଆୟୋଜିତ ହେଉଛି। ପ୍ରଥମ ଶୁଭ ସ୍ନାନ…