Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି । ପଞ୍ଜାବ, ଜାମ୍ମୁ କାଶ୍ମୀର, ହରିୟାଣା ଓ ଉତ୍ତରାଖଣ୍ଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ନୋଏଡା ଓ ରାଜସ୍ଥାନର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଛି…

ଲାଲୁ ପ୍ରସାଦଙ୍କୁ ଜେଲରୁ ମୁକୁଳାଇବା ପାଇଁ ତେଜ ପ୍ରତାପଙ୍କ ଅଭିନବ ପ୍ରୟାସ

ପାଟନା: ବାପା ଲାଲୁ ପ୍ରସାଦ ଯାଦଭଙ୍କୁ ଜେଲରୁ ମୁକୁଳାଇବା ପାଇଁ ପୁତ୍ର ତେଜପ୍ରତାପ ଯାଦବ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ପତ୍ର ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଆରଜେଡି ମୂଖ୍ୟଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଗୁରୁବାରଠାରୁ ସେ ଏହି ଅଭଯାନ ଆରମ୍ଭ…

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାଁରେ ଉତ୍ତରପ୍ରଦେଶ ପୋଲିସ ରୁଜୁ କଲା ମାମଲା, ପରେ ବାଦ୍ ଦେଲା

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ପ୍ରସାରଣ ଅଭିଯୋଗରେ ବାରାଣାସୀ ପୋଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ନାଁରେ ରୁଜୁ କରିଛି ମାମଲା । ଏଥିସହ ଅନ୍ୟ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । କିନ୍ତୁ ପରେ ଏଫଆଇଆରରୁ ସୁନ୍ଦର…

ପ୍ରଥମ ଥର ପାଇଁ ବିକଶିତ ହୋଇଥିବା ବେସରକାରୀ ସାଟେଲାଇଟ୍‌କୁ ପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବେସରକାରୀ କମ୍ପାନୀ ଦ୍ବାରା ବିକଶିତ ହୋଇଥିବା ଦୁଇଟି ସାଟେଲାଇଟ୍‌କୁ ପରୀକ୍ଷଣ କରିଛି ଇସ୍ରୋ । ଭାରତୀୟ ଷ୍ଟାର୍ଟ ଅପ୍‌ ଦ୍ବାରା ପ୍ରସ୍ତୁତ ସ୍ପେସ୍‌ କିଡ୍‌ଜ୍‌ ଏବଂ ପିକ୍ସେଲ୍‌କୁ ବେଙ୍ଗାଲୁରୁ ସ୍ଥିତ ୟୁଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର୍‌ରେ ଇସ୍ରୋ ତରଫରୁ…

ଧୁମ୍‌-୪ରେ ଲେଡି ଭିଲେନ୍

ମୁମ୍ବାଇ: ବଲିଉଡର ପପୁଲାର ଫ୍ରାଂଚାଇଜି ଧୁମ୍ ନିଜର ଚତୁର୍ଥ ପାର୍ଟ ପାଇଁ ଯୋଜନା ଚଳାଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ପାର୍ଟରେ ମେଲ୍ ଭିଲେନ୍ ଥିଲାବେଳେ ଆଗକୁ କିନ୍ତୁ ବ୍ୟତିକ୍ରମ ଦେଖାଯିବ । କାହିଁକି ନା ଧୁମ୍‌-୪ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ଫିମେଲ୍ ଭିଲେନ୍ । ଖବର ଆସିଛି…

ଇସ୍ତଫା ଦେଲେ ଟିଏମସିର ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଆଜି ତୃଣମୂଳ କଂଗ୍ରେସର ସିନିୟର ନେତା ଦୀନେଶ ତ୍ରିବେଦୀ ରାଜସଭାରୁ ଇସ୍ତଫା ଦେଇଛନ୍ତି । ଏହା ମମତା ବାନାର୍ଜୀଙ୍କ ପ୍ରତି ଏକ ବଡ ଧକ୍କା ସଦୃଶ । ମୁଁ ଅଣ ନିଃଶ୍ୱାସୀ ହୋଇ ପଡିଥିଲି । ରାଜ୍ୟରେ ହିଂସା ରୋକିବାରେ ବ୍ୟକ୍ତିଗତ ଭାବେ ବିଫଳ । ଆମେ…

ମାତ୍ର କେଇ ସେକେଣ୍ଡର କାହାଣୀ

ଭୁବନେଶ୍ୱର: ଜୀବନ ମୃତ୍ୟୁର ଖେଳ ତ ସବୁବେଳେ ଚାଲେ । ହେଲେ ଶେଷରେ ମୃତ୍ୟୁ ହିଁ ବିଜୟଲାଭ କରିଥାଏ । ହେଲେ ଆମ ମଧ୍ୟରୁ ବହୁତ କମ ଲୋକ ଥିବେ, ଯିଏ କି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ । ଏହିଭଳି ଏକ ଘଟଣାର ସିସିଟିଭି ଫୁଟେଜ ଆମ ହାତରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଭାବିବେ, ସତରେ…

ଇଣ୍ଟରନେଟ୍‌ରେ ନୂଆ ସେନ୍ସେସନ୍

ଗୌହାଟି: ପ୍ରତିଭା କେବେ ବି ଲୁଚି ରହେନା । କେବେ ନା କେବେ ସାମ୍ନାକୁ ଆସିଥାଏ । ବାସ୍‌..ଏକ ଖିଅ ଦରକାର । ମନୋବଳ ସୁଦୃଢ ଥିଲେ ପ୍ରତିଭା ହିଁ ଆପଣଙ୍କୁ ସମାଜରେ ଦେଇପାରେ ନୂଆ ପରିଚୟ । ନିକଟରେ ଗୌହାଟିର ଜଣେ ରେଷ୍ଟୁରାଣ୍ଟ ୱେଟର୍ ଚର୍ଚ୍ଚାକୁ ଆସିଛନ୍ତି । ହେଲେ କାହିଁକି ଓ କେମିତି ?…

ସର୍ଟ ସର୍କିଟରେ ସେରମ୍ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିଲା; ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଦିନ କହିଛନ୍ତି ଯେ ଜାନୁଆରୀ ୨୧ ରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କ୍ୟାମ୍ପସରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଣେର ସେଜ୍ ଅଞ୍ଚଳରେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ୧୦୦ ଏକର କ୍ୟାମ୍ପସରେ…

ବୟସକୁ ନୁହେଁ, ମହାନତାକୁ ଦେଖନ୍ତୁ

ଭୁବନେଶ୍ୱର: ସେ କୌଣସି ସେଲିବ୍ରିଟି ନୁହଁନ୍ତି । ଟଙ୍କା ଆୟ କରିବାର ନିଶା ବି ନାହିଁ । ତଥାପି ସାରା ବିଶ୍ୱ ତାଙ୍କୁ ଚିହ୍ନିଛି । ଇଜିପ୍ଟର ଜଣେ ୧୨ ବର୍ଷୀୟ ଝିଅକୁ ନେଇ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି । ଏତେ କମ୍ ବୟସରେ ରିମ୍‌-ଏଲ-ଖୌଲୀ ନାମକ ଏହି ଝିଅଟି ଛୋଟଛୋଟ ପିଲାଙ୍କୁ ପାଠ ପଢାଇ…