Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ସଂଘର ସଭାପତି ହେଲେ ରଶ୍ମି

ନୂଆଦିଲ୍ଲୀ: କର୍ଣ୍ଣାଟକର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଆଲୁମିନା ରଶ୍ମି ସାମନ୍ତ ଗୁରୁବାର ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ୟୁନିଅନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଲିନାକ୍ରେ କଲେଜରେ ଏନର୍ଜି ସିଷ୍ଟମର ଏମଏସସିର ଛାତ୍ର ରଶ୍ମି ମଧ୍ୟ ଏହି ପଦବୀରେ ଅବସ୍ଥାପିତ ହୋଇଥିବା…

ଗଣତନ୍ତ୍ର ଦିବସ ହିଂସା ଘଟଣାରେ ଆଉ ତିନି ଜଣ ଗିରଫ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଉତ୍ତର ଦିଲ୍ଲୀର ବୁରାରୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଉତ୍ତର ଦିଲ୍ଲୀର ବୁରାରୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ: ଆଜଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ବାଟିକା । ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗ ଫୁଲ ଦେଖି ପାରିବେ ଦର୍ଶକ । ଆଜିଠାରୁ ମାର୍ଚ୍ଚ ୨୧ ତାରିଖ ଯାଏ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମୋଗଲ ବାଟିକା ବୁଲିବାର ସୁଯୋଗ ପାଇବେ ଦର୍ଶକ । ୧୫ ଏକର…

ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ରହିଛି ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ହିମସ୍ଖଳନ ଏବଂ ବନ୍ୟା ପରି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ହିମାଳୟ ପରିସରର ଭାରତୀୟ ପାର୍ଶ୍ୱରେ ୫୦୦୦ ରୁ ଅଧିକ ଗ୍ଲାସିଅଲ୍ ହ୍ରଦକୁ ମ୍ୟାପ୍ କରିବା ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ୫୦୦ ରୁ…

ଆଜିଠୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ଶନିବାର ଦିନ ଭାରତରେ ଆରମ୍ଭ ହେବ। ଅର୍ଥାତ୍ ଆଜି ସେହି ଲୋକମାନଙ୍କୁ ଟିକା ଦିଆଯିବ ଯେଉଁମାନେ ୨୮ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୬ରେ ଟିକାକରଣ କରିଥିଲେ। ଉଲ୍ଲେଖ ଥାଉ କି, ଜାନୁଆରୀ ୧୬ ରେ, ୨୦୨,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍…

୮ ବର୍ଷର କୁକୁର ହେଲା ୫ ମିଲିୟନ୍ ଡଲାର୍‌ର ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର କୁକୁର ତା ମାଲିକଙ୍କ ମୃତ୍ୟୁ ପରେ ୫ ମିଲିୟନ୍ ଡଲାର୍‌ର ଉତ୍ତରାଧିକାରୀ ହେବା ପରେ ଏହି ଘଟଣା ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଏହି ଟଙ୍କା ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ, ଯାହା ଦ୍ବାରା ଏହି ଅର୍ଥରାଶି କୁକୁରଟିର ଯତ୍ନ ନେବାରେ…

ରେଡିଓ ଏକ ଚମତ୍କାର ମାଧ୍ୟମ ଯାହା ସାମାଜିକ ସଂଯୋଗକୁ ଗଭୀର କରେ: ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ରେଡିଓ ଦିବସ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରେଡିଓକୁ ଏକ ଚମତ୍କାର ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି ଯାହା ସାମାଜିକ ସଂଯୋଗକୁ ଗଭୀର କରିଥାଏ। ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କର ବ୍ୟକ୍ତିତ୍ୱ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୧କୋଟି ୬ଲକ୍ଷ ଆକ୍ରାନ୍ତ, ଲକ୍ଷେ ୪୦ ହଜାର ତଳେ ଆକ୍ଟିଭ୍ କେସ

ନୂଆଦିଲ୍ଲୀ: ଦେଶରେ ଖସୁଚି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୩୯୫ ସଂକ୍ରମିତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୯୨ହଜାର ୭୪୬କୁ ବୃଦ୍ଧି…

କୁଲଗାମ ବିଜେପି କର୍ମୀଙ୍କ ହତ୍ୟା ସନ୍ଦେହରେ ଲଶ୍କର ଆତଙ୍କବାଦୀ ଜହୁର ଅହମ୍ମଦ ଗିରଫ

ଜାମ୍ମୁ କାଶ୍ମୀର: ଗତ ବର୍ଷ କୁଲଗାମ ଜିଲ୍ଲାର ଭେସୁ ଅଞ୍ଚଳରେ ତିନି ଜଣ ବିଜେପି କର୍ମୀଙ୍କ ହତ୍ୟା ପଛରେ ଥିବା ସନ୍ଦେହ କରାଯାଉଥିବା ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଜହୁର ଅହମ୍ମଦଙ୍କୁ ଜମ୍ମୁ କଶ୍ମୀରର ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଥିଲା। ପୋଲିସ ସନ୍ଦେହ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ଦଳରେ ତିନିଟି ପରିବର୍ତ୍ତନ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି…