Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରାଖଣ୍ଡ ହିମସ୍ଖଳନ; ୧୫୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା

ଯୋଶୀମଠ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରବିବାର ଦିନ ହିମସ୍ଖଳନ ହୋଇଛି । ହିମସ୍ଖଳନ ପରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ବନ୍ଧ ବାଡ଼ ଭାଙ୍ଗିବା ସହ ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ଆଇଟିବିପି ଏବଂ…

ମଦମୁକ୍ତ ରାଜ୍ୟ ହେବ ମଧ୍ୟପ୍ରଦେଶ; ସିଏମ୍‌ ଶିବରାଜ ସିଂ ଚୌହାନ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ତାଙ୍କ ସରକାର ମଦ୍ୟପାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏଥିରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ନିଶା ନିବାରଣରେ…

ସର୍ବାଧିକ ସଂଖ୍ୟକ ଟିକାକରଣ ପ୍ରକ୍ରିୟାରେ ତୃତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ବ୍ରିଟେନ ପରେ ଭାରତ ତୃତୀୟ ଦେଶ ହୋଇପାରିଛି ଯେଉଁଠାରେ କରୋନାଭାଇରସ୍ ରୋଗ ବିରୋଧରେ କର୍ତ୍ତୃପକ୍ଷ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକାଦାନ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ଦିନ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ…

ଉତ୍ତରାଖଣ୍ଡ ଚାମୋଲି ହିମସ୍ଖଳନ; ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ନିଖୋଜ

ଯୋଶୀମଠ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ । ଯୋଶୀମଠ ଅଞ୍ଚଳରେ ହିମସ୍ଖଳନ ପରେ ବନ୍ୟା ଆସିଛି । ଭାଙ୍ଗିଛି ବନ୍ଧ ବାଡ଼ । ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ରବିବାର ସକାଳେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର…

ନିଲମ୍ବିତ ହେଲେ କୃଷକ ସଂଘର ୨ ନେତା

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ବିରୋଧରେ ବିରୋଧ କରୁଥିବା କୃଷକ ସଂଗଠନର ଏକ ସଂସ୍ଥା ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ) ରବିବାର ଦିନ ଦୁଇ କୃଷକ ସଂଗଠନର ନେତା - ଆଜାଦ କିସାନ କମିଟିର ସଭାପତି ହରପାଲ ସିଂ ଏବଂ ଭାରତ କୃଷକ ସଂଘର ନେତା ସୁରଜିତ ସିଂ ଫୁଲଙ୍କୁ ନିଲମ୍ବିତ କରିଛି। ସୂଚନା…

ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ, ହଠାତ ମାଡ଼ି ଆସିଲା ଭୟଙ୍କର ବନ୍ୟା

ଯୋଶୀମଠ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ । ଯୋଶୀମଠ ଅଞ୍ଚଳରେ ହିମସ୍ଖଳନ ପରେ ବନ୍ୟା ଆସିଛି । ଭାଙ୍ଗିଛି ବନ୍ଧ ବାଡ଼ । ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ହଠାତ୍ ହିମସ୍ଖଳନ ପରେ ଧୌଳିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି…

ଇସ୍ତଫା ଦେଲେ ଟ୍ୱିଟର ଇଣ୍ଡିଆର ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ ମହିମା କୌଲ

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଟ୍ୱିଟର ଇଣ୍ଡିଆରେ ଯୋଗ ଦେଇଥିବା ମହିମା କୌଲ ଇସ୍ତଫା ଦେଇଛନ୍ତି ବୋଲି ସୋସିଆଲ ମିଡିଆ ଜରିଆରେ ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶନିବାର ନିଶ୍ଚିତ କରିଛନ୍ତି। ସେ ୨୦୧୫ ରେ ମାଇକ୍ରୋବ୍ଲଗିଂ ସାଇଟରେ ଯୋଗ ଦେଇଥିଲେ। ସୂଚନା ମୁତାବକ କୌଲ୍…

ନିର୍ବାଚନ ପୂର୍ବରୁ ଉଷ୍ଣ ହେଉଛି ରାଜନୀତି; ପଶ୍ଚିମବଙ୍ଗ ଆସିବେ ମୋଦି, ରହିବେନି ମମତା

କୋଲକାତା: ପଶ୍ଚିମବଙ୍ଗରେ ଉଷ୍ଣ ହେଉଛି ରାଜନୀତିକ ପାଣିପାଗ । ଟିଏମସିକୁ ଚେକ୍ ଦେବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ୍ । ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବିଜେପିର ୨ ଶୀର୍ଷ ନେତା, ତିନି ତିନୋଟି ସଭା । ଘାଇଲା ହେଲେଣି ମମତା । ପଶ୍ଚିମବଙ୍ଗରୁ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଦେଶରେ ଆଜି କରୋନା ନେଲା ୭୮ ଜୀବନ, ଦେଢ଼ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଶହେ ତଳକୁ ଖସିଛି ଡେଥ୍ କେସ୍ । ସାରା ଦେଶରୁ ୭୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହାମାରୀ ନେଲାଣି ୧ଲକ୍ଷ…

କାହିଁକି ଇଣ୍ଡୋନେସିଆ ସଡ଼କରେ ପ୍ରବାହିତ ହେଉଛି ଲାଲ୍‌ ଜଳ? କ’ଣ ରହିଛି ଏହା ପଛର କାରଣ

ଜାକର୍ତ୍ତା: ଇଣ୍ଡୋନେସିଆର ଏକ ଗାଁ ସଡ଼କରେ ରକ୍ତ ପରି ଲାଲ ପାଣି ପ୍ରବାହିତ ହେଉଥିବା ଦେଖି ସ୍ଥାନୀୟ ଲୋକଙ୍କ ହୋସ୍‌ ଉଡିଯାଇଛି। ତେବେ ଏହି ଫଟୋ ଏବେ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡିକରେ ଗାଁ ରାସ୍ତାରୁ ରକ୍ତ ପରି ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା।…