Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ୍‌ ୨୦୨୧: ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରମୁଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୧-୨୨ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନା ଅବଧିରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଇ ଗତି କରିଛି। ମହାମାରୀ ଶିକ୍ଷା କ୍ଷେତ୍ରକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଛି। ସଙ୍କଟ ସମୟରେ ବିଦ୍ୟାଳୟଗୁଡ଼ିକୁ…

୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ । ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH…

ବଜେଟ୍‌ ୨୦୨୧; କୃ‌ଷକଙ୍କୁ ଅର୍ଥମନ୍ତ୍ରୀଙ୍କ ଉପହାର; କୃଷି ଋଣ ସୀମା ବୃଦ୍ଧି ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟରେ କୃଷକମାନଙ୍କୁ ଆଉ ଏକ ବଡ ଉପହାର ଦେଇଛନ୍ତି। ବଜେଟରେ ସରକାର କୃଷି ଋଣର ସୀମା ବୃଦ୍ଧି କରିଛନ୍ତି। ସରକାର ଏଥର କୃଷକମାନଙ୍କୁ ୧୬.୫ ଲକ୍ଷ କୋଟି ଟଙ୍କା ଋଣର ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖ ଥାଉ କି ସରକାର ପ୍ରତ୍ୟେକ ଥର…

ବଜେଟ୍ ୨୦୨୧: ୩ ବର୍ଷରେ ୭ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ତାହା ପୁଣି ଡିଜିଟାଲ ମାଧ୍ୟମରେ। ସଂସଦରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଯୋଜନାକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ଘୋଷଣା କରିଛନ୍ତି। ତନ୍ମଧ୍ୟରେ…

ବିଧାନସଭା ନିର୍ବାଚନ ଥିବା ୪ ରାଜ୍ୟ ପାଇଁ ବଜେଟରେ ବମ୍ପର ଘୋଷଣା

ନୂଆଦିଲ୍ଲୀ: ବଜେଟରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ସଡ଼କ ଭିତ୍ତିଭୂମି ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି । ଏଥିପାଇଁ ୨ଲକ୍ଷ ୨୭ହଜାର କୋଟି ଟଙ୍କା ବ୍ୟୟ ବରାଦ…

କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍‌ ଜାମ୍‌; ଯାହାବାହାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଗାଜୀପୁର (ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ନୋଏଡା ଠାରୁ ଅକ୍ଷରଧାମ ପର୍ଯ୍ୟନ୍ତ ସୋମବାର ଯାନବାହାନ ଚଳାଚଳ ଉପରେ ଭାରି ଟ୍ରାଫିକ ସମସ୍ୟା ଜାରି ରହିଥିଲା। ସୋମବାର ଦିନ ହରିୟାଣା ଏବଂ ଉତ୍ତରପ୍ରଦେଶ ସହିତ ଦିଲ୍ଲୀର ସୀମା ବନ୍ଦ ଥିବାରୁ…

ରେଳବାଇ ପାଇଁ ବଜେଟରେ ୧.୧୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳବାଇ ପାଇଁ ୧ଲକ୍ଷ ୧୦ହଜାର ୫୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ୨୦୩୦ରୁ ନୂଆ ରେଳ ଯୋଜନା । ରେଲଓ୍ୱେ ଓ ପର୍ଯ୍ୟଟକ ରୁଟ ପାଇଁ ନୂଆ ପ୍ଲାନ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଆଉ କିଛି ସହରରେ ଆରମ୍ଭ ହେବ…

ବଜେଟରେ ସ୍ୱାସ୍ଥ୍ୟସେବା: ନୂଆ ଯୋଜନା ଘୋଷଣା, କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ହଜାର କୋଟି

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । କରୋନା କାଳରେ ଚଳିତ ବଜେଟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟରେ ପିଏମ୍ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।…

ପ୍ରଧାନମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ବାର୍ତ୍ତା ସମର୍ଥନରେ ବଲିଉଡ୍‌ର ଏହି ତାରକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ କୀ ବାତ୍‌' ସମ୍ବୋଧନକୁ ସମର୍ଥନ ଜଣାଇ ଅଭିନେତ୍ରୀ ଦୀପିକା ପାଦୁକୋନ ରବିବାର ରାତିରେ ଟ୍ୱିଟର କରି ସମର୍ଥନ କରିଛନ୍ତି। ସେ ମହିଳା ସଶକ୍ତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ରିଟ୍ୱିଟ କରି ଏଥିରେ ନିଜର ଭାବନା ଯୋଡିଥିଲେ।…

ପାକିସ୍ତାନକୁ ମାଗଣା ଟିକା ଦେବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତରେ ଟିକାକରଣ ଜାରି ରହିଛି। ଏଭଳି ସ୍ଥଳେ ପଡୋଶୀ ଦେଶକୁ ଭାରତର କରୋନା ଟିକା ପଠାଇବାକୁ ସ୍ଥିର କରାଯାଇଛି। କୂଟନୈତିକ ସ୍ତରରେ ଗଲ୍ଫର ଘନିଷ୍ଠ ଅଂଶୀଦାର ଥିବା ଓମାନକୁ ୧ ଲକ୍ଷ ଆଣ୍ଟି-କୋଭିଡ ସଟ୍ ପଠାଇବା ଲାଗି ନିଷ୍ପତ୍ତି ହୋଇଛି।…