Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର…

ଡିଜିଟାଲ ହେବ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ : ଏଣିକି ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ ସଂସ୍କରଣର ସୋମବାର ଶୁଭାରମ୍ଭ ହେବ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଶୁଭାରମ୍ଭ କରିବେ । ଏହାସହ ପାଞ୍ଚ ନୂତନ ମତଦାତାଙ୍କୁ ଇ-କପିକ ଓ ନିର୍ବାଚକ ଫଟୋ ପରିଚୟ ପତ୍ର ବିତରଣ କରିବେ । ଏହି ଡିଜିଟାଲ ଆଇଡି କାର୍ଡକୁ ମୋବାଇଲ…

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି, ରୁଟ୍ ପ୍ଲାନ୍ ଦେଲେ ଚାଷୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି…

ଆସୁଛି ମହାପ୍ରଳୟ ! , UNର ସତର୍କବାଣୀ 

ନ୍ୟୁୟର୍କ : ଜାତିସଂଘର ରିପୋର୍ଟ ଅନୁସାରେ ଆସୁଛି ମହାପ୍ରଳୟ । ବିଶ୍ୱର ଅନେକ ଦେଶରେ ୨୦୨୫ ବେଳକୁ ଭୀଷଣ ପ୍ରଳୟ ହୋଇପାରେ । ଯେଉଁଥିରେ ଅନେକ ଧନ ଜୀବନ ହାନୀ ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି । ବିଶ୍ୱରେ ଅନେକ ନଦୀବନ୍ଧ ଯୋଜନା ପୁରୁଣା ହେଲାଣି । ସେଥିରୁ ଅନେକ ସେମାନଙ୍କ ସମୟସୀମା ପାର…

୧୯୪୭ରୁ ଆଜି ପର୍ଯ୍ୟନ୍ତ କେଉଁମାନ‌େ ଅର୍ଥ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର‌େ ଅର୍ଥମନ୍ତ୍ରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁମାନଙ୍କର ପ୍ରମୁଖ ଦାୟିତ୍ବ ହ‌ୋଇଥାଏ ଦେଶର ବାର୍ଷିକ ବଜେଟ୍ ଉପସ୍ଥାପନ କରିବା। ତ‌େବ‌େ ୧୯୪୭ ମସିହା ତଥା ଦେଶ ସ୍ବାଧିନ ହେବା ପରଠାରୁ ଆଜି ଯାଏଁ ଅନେକ ଅର୍ଥମନ୍ତ୍ରୀ ଏହି ଗୁରୁ…

ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ବିଦା ହେଲେ କେପି ଶର୍ମା ଓଲୀ

କାଠମାଣ୍ଡୁ: ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ରବିବାର କେପି ଶର୍ମା ଓଲୀଙ୍କୁ ପାର୍ଟିରୁ ହଟାଇ ଦେଇଛି । ଏଥିସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି । ପାର୍ଟିରେ ଓଲୀଙ୍କ ବିରୋଧରେ ବିଦ୍ରୋହ…

କଶ୍ମୀରରେ ଗଢ଼ି ଉଠୁଛି ନୂଆ ଆତଙ୍କୀ ସଂଗଠନ, ତୁର୍କୀର ଆପସ ବ୍ୟବହାର କରି ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର

ଶ୍ରୀନଗର: କଶ୍ମୀରରେ ମୂଖ୍ୟ ଆତଙ୍କୀ ସଂଗଠନ ଜୈଶ, ହିଜବୁଲ ଓ ଲଶ୍ମର ଦୁର୍ବଳ ହେବା ପରେ ଏବେ ସୁରକ୍ଷାକର୍ମୀଙ୍କ ନଜରରୁ ବଂଚିବା ପାଇଁ ଏହାର ଛାୟା ସଂଗଠନଗୁଡିକ ଗଢ଼ିଉଠୁଛି । ଛୋଟ ଛୋଟ ସଂଗଠନ କରି ପୋଲିସ ଆଖିରେ ଧୂଳି ଦେବା ସେମାନଙ୍କ ମୂଖ୍ୟ ଲକ୍ଷ୍ୟ । ଏ ନେଇ ଗୋଇନ୍ଦା ସଂସ୍ଥାଠାରୁ ଖବର…

ଆସନ୍ତୁ ଜାଣିବା କିପରି ବ୍ରିଟେନର ଏସଏଏସ ଯବାନ ଗୋଟିଏ ଗୁଳିରେ ୫ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମାରିଲେ

ଲଣ୍ଡନ: ବ୍ରିଟେନର ସ୍ପେଶାଲ ଏୟାର ସର୍ଭିସ(ଏସଏଏସ)ର ଜଣେ ଯବାନ ରବିବାର ସିରିୟାରେ ୯୦୦ ମିଟର ଦୂରତାରୁ ୫ ଆଇଏସଆଇଏସ ଆତଙ୍କବାଦୀଙ୍କୁ ମାରିଛନ୍ତି । ତେବେ ମନରେ ପ୍ରଶ୍ନ ଉଠିବ ଯେ, ଗୋଟିଏ ଗୁଳିରେ କିପରି ୫ଜଣ ମଲେ ? ଡେଲି ମେଲ ରିପୋର୍ଟ ଅନୁସାରେ ସିରିୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ…

ଆନ୍ଦୋଳନରେ ସାମିଲ ହେଲା ମହାରାଷ୍ଟ୍ର କୃଷକ

ନୂଆଦିଲ୍ଲୀ: ନୂତନ କୃଷି ନିୟମକୁ ବିରୋଧ କରି ଦୀର୍ଘ ଦିନ ଧରି କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର କୃଷକ । ରାଜ୍ୟର ୨୧ ଜିଲ୍ଲାର କୃଷକ ନାସିକରୁ ମୁମ୍ବାଇ ୧୮୦ କିଲୋମିଟର ପର୍ଯ୍ୟନ୍ତ ଏକ ରାଲୀ ବାହାର କରିବେ । ରିପୋର୍ଟ ମୁତାବକ ଏନସିପି…

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ

ଜୟପୁର  : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା…