Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନଇଁଲେ ସରକାର: ଦେଢ଼ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ରାଜି

ନୂଆଦିଲ୍ଲୀ: ଶେଷରେ ନଇଁଲେ କେନ୍ଦ୍ର ସରକାର। କୃଷକ ଆନ୍ଦୋଳନରୁ ବାହାରିପାରେ ସମାଧାନର ବାଟ। ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା। ଏହାପରେ ଦେଢ଼ ବର୍ଷ ଯାଏଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଆଜିର ବୈଠକରେ କୃଷକ ସଂଗଠନକୁ…

ଘଂଟାକ ମଧ୍ୟରେ ବୁଲେଟ ଥାଳି ଖାଆନ୍ତୁ, ଏନଫିଲ୍ଡ ବୁଲେଟ ଗାଡି ଘରକୁ ନିଅନ୍ତୁ

ପୁଣେ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି । ତେବେ ପୁଣେର ଶିବରାଜ ହୋଟେଲ ନିଆରା ସ୍କିମ ବାହାର କରିଛନ୍ତି । ତାଙ୍କ ହୋଟେଲରେ ପ୍ରସ୍ତୁତ ବୁଲେଟ ଥାଳିକୁ ଯଦି ଜଣେ ଘଂଟାକ ମଧ୍ୟରେ ଖାଇବେ ତାହାହେଲେ ନୂଆ ଏନଫିଲ୍ଡ ବୁଲେଟ ଗାଡି ଘରକୁ…

ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ । ମୁମ୍ବାଇର ସେସନ୍ସ କୋର୍ଟ ଗିରଫ ହୋଇଥିବା ପାର୍ଥୋ ଦାସଗୁପ୍ତାଙ୍କ ଖାରଜ କରିଦେଇଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ଗିରଫ ପରେ ତଲୋଜା ଜେଲ୍‌ରେ ଥିଲେ ପାର୍ଥୋ । ଅସୁସ୍ଥତା…

ସରକାର ଓ ଚାଷୀଙ୍କ ଦଶମ ବୈଠକ ସରିଲା, ବାହାରି ପାରୁନି ସମାଧାନର ବାଟ

ନୂଆଦିଲ୍ଲୀ : ଦଶମ ବୈଠକ ପରେ ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁନି । ଆଜିର ବୈଠକରେ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ ଉଭୟ ପକ୍ଷ । ଯଦିଓ ସରକାର ଆଇନକୁ ବର୍ଷେ ପାଇଁ ସ୍ଥଗିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ଗୋଟିଏ କମିଟି ଗଠନ କରିବେ ବୋଲି…

ବିଜେପିରେ ଯୋଗ ଦେଲେ ଟିଏମସିର ଅରିନ୍ଦମ ଭଟ୍ଟଚାର୍ଯ୍ୟ

କୋଲକାତା:ମମତା ବାନାର୍ଜୀଙ୍କ ଟିଏମସିକୁ ବୁଧବାର ଆଉ ଏକ ଝଟକା ଲାଗିଛି । ଶାନ୍ତିପୁରର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ପରି ହେଭିୱେଟ ନେତା ଦଳ ଛାଡି ସାରିଛନ୍ତି । ଯାହା କି ଟିଏମସି ପାଇଁ ମୁଣ୍ଡବ୍ୟାଥାର କାରଣ…

ବିଶ୍ୱର ସର୍ବବୃହତ କୋଭିଡ୍‌-୧୯ ଟିକାକରଣ ଅଭିଯାନ: ଭାରତ ସମର୍ଥନରେ ରହିଛି ଜାତିସଂଘର ଏହି ସଂସ୍ଥା

ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବବୃହତ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆରମ୍ଭ କରିସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଜାତିସଂଘର ଅନେକ ଏଜେନ୍ସି ଭାରତ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଥିବା ନେଇ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର କହିଛନ୍ତି। ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ…

ଉତରପ୍ରଦେଶ ବିଧାନ ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନୀତ ନେଇ ବିବାଦ

ଲକ୍ଷ୍ନୌ:ଉତରପ୍ରଦେଶ ବିଧାନସଭା ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନ ପାଇବା ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ସୃଷ୍ଟି କରିଛନ୍ତି କଂଗ୍ରେସର ସଦସ୍ୟ ଦୀପକ ସିଂ । ଏହି ଫଟୋକୁ ହଟାଇବାକୁ ସେ ଗୃହର ଅଧ୍ୟକ୍ଷଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଚାଇନାର ନଦୀ ସମୁଦ୍ରର ଅଧିକାଂଶ ଅଂଶକୁ ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ: ପ୍ରତିବର୍ଷ ଆଠ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଦୁନିଆର ମହାସାଗରରେ ପହଞ୍ଚେ, କିନ୍ତୁ ଆପଣ ଜାଣନ୍ତି କି ଏହି ପ୍ଲାଷ୍ଟିକ୍ କେଉଁଠୁ ଆସେ। ସମୁଦ୍ରରେ ପ୍ଲାଷ୍ଟିକ୍ ବାୟୁ, ଡ୍ରେନ୍ କିମ୍ବା ବେଆଇନ ଡମ୍ପିଂରୁ ଆସିଥାଏ। ସମୁଦ୍ରକୁ ପ୍ଲାଷ୍ଟିକ ପରିବହନ ପାଇଁ ନଦୀଗୁଡ଼ିକ ସବୁଠାରୁ ଅଧିକ ଦାୟୀ।…

ଶପଥଗ୍ରହଣ ପାଇଁ ପ୍ରସ୍ତୁତ ହାରିସ୍‌ଙ୍କ ପୈତୃକ ଗ୍ରାମବାସୀ; କହିଲେ ଭାରତ ଏକ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଲା ପରି…

ତାମିଲନାଡୁ: ତାମିଲନାଡୁର ତିରୁଭାରୁର ଜିଲ୍ଲାର ଥୁଲାସେନ୍ଦ୍ରପୁରମର କମଲା ହାରିସଙ୍କ ପୈତୃକ ଗ୍ରାମରେ ଆମେରିକାର ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ପୁଣି ଥରେ ତାଙ୍କ ପୋଷ୍ଟର ସହିତ ସଜାଯାଇଛି। ବୁଧବାର ଦିନ ସ୍ଥାନୀୟ ପିଲାମାନେ ହ୍ୟାରିସଙ୍କ ପୋଷ୍ଟର ଧରିଥିବା ବେଳେ…

ନେପାଳକୁ କରୋନା ଟିକା ଦେବ ଭାରତ; ଆସନ୍ତାକାଲି କାଠମାଣ୍ଡୁରେ ପହଞ୍ଚିବ ୧୦ ଲକ୍ଷ ଡୋଜ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ଲଢେଇରେ ପଡୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାକୁ ଭାରତ ଅଗ୍ରଗତି କରିଛି। ଏହି ସମୟରେ ଭାରତ ଏହାର ନିକଟତମ ପଡ଼ୋଶୀ ଦେଶ ନେପାଳକୁ କରୋନା ଟିକା ଦେବାକୁ ଯାଉଛି। ଆସନ୍ତାକାଲି ଭାରତ କାଠମାଣ୍ଡୁକୁ ୧୦ ଲକ୍ଷ ଡୋଜ ଟିକା ପଠାଇବ। ଏ ନେଇ ନେପାଳ ସରକାର ସୂଚନା…