Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତରକୋରିଆର ଅଭିଶପ୍ତ ହୋଟେଲ ର‌୍ୟୁଗୟଙ୍ଗ, ଆଜି ପର୍ଯ୍ୟନ୍ତ ଏଠାରେ କେହି ରହି ନାହାନ୍ତି

ପେଙ୍ଗୟଙ୍ଗ: ଉତର କୋରିଆ ସର୍ବଦା ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ୟୁନ ଏବଂ ତାଙ୍କ ନୀତିକୁ ନେଇ ଚର୍ଚ୍ଚାରେ ରହିଥାଏ । ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ । ଏହାର ରାଜଧାନୀ ପେଙ୍ଗୟୋଙ୍ଗରେ ଥିବା ଏକ ଅଭିଶପ୍ତ ହୋଟେଲ ଅଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେହି ରହି ନାହାନ୍ତି । ପିରାମିଡ…

୮୩ ତେଜସ ଫାଇଟର ବିମାନ କିଣିବା ପାଇଁ ବାୟୁସେନାକୁୂ ଅନୁମତି, ୪୮,୦୦୦କୋଟିର ଅନୁମୋଦନ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ପ୍ରତି ବିପଦକୁ ଆଖି ଆଗରେ ରଖି ଭାରତ ସୈନ୍ୟ ଶକ୍ତି ମଜଭୁତ କରୁଛି । ବୁଧବାର ୮୩ ତେଜସ ଫାଇଟର ବିମାନ କିଣିବାକୁ ସିସିଏସ ଅନୁମତି ପ୍ରଦାନ କରିଛି । ଏହି ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ…

ବ୍ରାଜିଲ୍‌ ବିଶେଷଜ୍ଞଙ୍କ ଦାବି; କରୋନା ବିରୋଧରେ ଚୀନ୍‌ ଟିକା ମାତ୍ର ୫୦ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଟିକା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ବର୍ତ୍ତମାନ ଟିକାଗୁଡ଼ିକର ପ୍ରଭାବ ଉପରେ ସମସ୍ତଙ୍କର ନଜର ରହିଛି। ଏହି ସମୟରେ ଚୀନ୍‌ର କରୋନା ଟିକା ନେଇ ବ୍ରାଜିଲ ଏକ ବଡ଼ ଦାବି କରିଛି। ବ୍ରାଜିଲର…

କରୋନା ନୂଆ ଷ୍ଟ୍ରେନ୍‌; ୧୦୨ରେ ପହଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବ୍ରିଟେନରୁ ଆସୁଥିବା ନୂଆ କରୋନା ଷ୍ଟ୍ରେନ୍ ମାମଲାରେ ବୃଦ୍ଧି ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାର ନୂତନ ଷ୍ଟ୍ରେନ୍‌ର ୧୦୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ ପଜିଟିଭ…

ଆଣବିକ ଅସ୍ତ୍ରଶସ୍ତ୍ରକୁ ଆହୁରି ସଶକ୍ତ କରିବାକୁ ପ୍ରତିଶୃତି ଦେଲେ ରାଷ୍ଟ୍ରପତି କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଶୀର୍ଷ ସମ୍ବୋଧନରେ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରକୁ ମଜବୁତ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେ ଏକ ଶୀର୍ଷ ଶାସକ ଦଳର ଏକ ସଭାରେ ଏହା କହିଛନ୍ତି। ବୁଧବାର ରାଜ୍ୟ ଗଣମାଧ୍ୟମ ଏହି ବିଷୟରେ ସୂଚନା ଦେଇଛି। ଏଭଳି ଏକ ଦୃଢ…

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି…

କୃଷକଙ୍କ ବିରୋଧକୁ ନେଇ ଏମିତି କହିଲେ ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ହେମା ମାଲିନୀ କହିଛନ୍ତି ଯେ ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ "ନ୍ୟସ୍ତ ସ୍ୱାର୍ଥ" ଦ୍ବାରା ସୃଷ୍ଟି ହୋଇଛି। ବିଜେପିର ମଥୁରା ସାଂସଦ ହେମା ମାଲିନୀ କହିଛନ୍ତି ଯେ ଚାଷୀମାନେ କଣ ଚାହୁଁଛନ୍ତି ତାହା ସେମାନେ ଜାଣନ୍ତି ନାହିଁ।…

ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ, ସ୍ପଷ୍ଟୀକରଣ ଦେଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି । ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର…

ଦେଶରେ ବିଭିନ୍ନ ରାଜ୍ୟକୁ ପଠାଯାଉଛି କୋଭାକ୍ସିନ୍ ଟିକା

ହାଇଦ୍ରାବାଦ: କୋଭିସିଲ୍ଡ ପରେ କୋଭାକ୍ସିନ । ଆଜି ଦେଶର ବିଭିନ୍ନ ସ୍ଥାନରୁ ଆରମ୍ଭ ହୋଇଛି ସ୍ୱଦେଶୀ ଟିକା କୋଭାକ୍ସିନର ପରିବହନ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ପଠାଯାଉଛି । ଆଜି ଦିଲ୍ଲା ସମେତ ଦେଶରେ ୧୦ଟି ସହରରୁ ଭାରତ ବାୟୋଟେକର କୋଭାକ୍ସିନ ଟିକାର ପରିବହନ ଆରମ୍ଭ ହୋଇଛି ।…

ସସ୍‌ପେଣ୍ଡ୍‌ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ

ନ୍ୟୁୟର୍କ: ୟୁଟ୍ୟୁବ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ଅତି କମରେ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ୍‌ କରିଛି। ଏହାଛଡ଼ା ଏହାର ସ୍ଥଗିତ ସୀମାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ମଧ୍ୟ ଆଶା କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ କମ୍ପାନୀ କହିଛି ଯେ ଟ୍ରମ୍ପଙ୍କ ଚ୍ୟାନେଲ…