Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୫ ସୁଦ୍ଧା ୨୫ ରୁ ଅଧିକ ସହରରେ ପହଞ୍ଚିବ ମେଟ୍ରୋ ସେବା; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ମେଟ୍ରୋ ସେବା ଦେଶର ୨୫ ରୁ ଅଧିକ ସହରରେ ପହଞ୍ଚିବ। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୧୮ଟି ସହରର ଲୋକମାନେ ମେଟ୍ରୋ ଯୋଗେ ଯାତ୍ରା କରୁଛନ୍ତି ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୫ରୁ ଅଧିକ ସହର ମେଟ୍ରୋ ସେବାର…

ଢାକା ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ‘ଅନ୍ତର୍ଧ୍ଵନି’କୁ ୨ଟି ପୁରସ୍କାର, ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ

ଭୁବନେଶ୍ବର: ୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ଵନି’କୁ ୨ଟି ପରୁସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ…

୨୦୨୧ରେ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ବର୍ଷ ତଥା ୨୦୨୧ରେ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ଛୁଟି ତାଲିକାରୁ ଜଣାପଡ଼ିଛି । ମାସର ପ୍ରତ୍ୟେକ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିଥାଏ । ଏହା ବ୍ୟତୀତ ଜାତୀୟ ଛୁଟି ଦିବସରେ…

ମାଂସପେଶୀରେ ଯନ୍ତ୍ରଣା ପରେ ବୋଲିଂ ଅଧାରୁ ଡ୍ରେସିଂ ରୁମ ଫେରିଲେ ଉମେଶ ଯାଦବ

ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବୋଲିଂ ବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଉମେଶ ଯାଦବ। ଫଳରେ ତାଙ୍କୁ ମୈଦାନ ଛାଡ଼ିବାକୁ ପଡିଥିଲା । ସେ ଛୋଟେଇ ଛୋଟେଇ ଡ୍ରେସିଂ ରୁମ ଫେରିଥିଲେ । ଉମେଶ ଯାଦବ ଅଷ୍ଟ୍ରେଲିଆର…

କରୋନା ସଂକ୍ରମିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ AIIMS ସ୍ଥାନାନ୍ତର

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ AIIMS ସ୍ଥାନାନ୍ତର କରାଯାଇଛି । ତାଙ୍କ ସହିତ ପତ୍ନୀ ଏବଂ ଝିଅ ମଧ୍ୟ ଅଛନ୍ତି । ତାଙ୍କୁ ଡେରାଡୁନ୍ ଡୁନ୍ ହସ୍ପିଟାଲରୁ ଦିଲ୍ଲା ଏମ୍ସ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥତା ଯୋଗୁ ଗତକାଲି…

୪ ଜିଲ୍ଲାରେ କୋଭିଡ ଟିକାର ଡ୍ରାଏ ରନ୍ ଆରମ୍ଭ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜୁରାଟ ଏବଂ ଆସାମ ଭଳି ଚାରିଟି ରାଜ୍ୟରେ ସୋମବାର ଦିନ କୋଭିଡ-୧୯ ଟିକାର ଦୁଇ ଦିନିଆ ଡ୍ରାଏ ରନ୍ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଟୀକାକରଣ କାର୍ଯ୍ୟକ୍ରମରେ ଚାରିଟି ରାଜ୍ୟରେ ହୋଇଥିବା ପର୍ଯ୍ୟବେକ୍ଷଣ ବିଷୟରେ କେନ୍ଦ୍ରକୁ ରିପୋର୍ଟ କରାଯିବ।…

ଆମେରିକା ଏକାସାଙ୍ଗେ ୪ଟି ଐତିହାସିକ ସଙ୍କଟ ଦେଇ ଗତି କରୁଛି; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି ଯେ ତାଙ୍କ ଦେଶ ଏକାସାଙ୍ଗରେ ଚାରୋଟି ଐତିହାସିକ ସଙ୍କଟ ଦେଇ ଗତି କରୁଛି ଏବଂ ସମୟ ସୀମାକୁ ମୁକାବିଲା କରିବା ପାଇଁ ତାଙ୍କ ଦଳ କଠିନ ପରିଶ୍ରମ କରୁଛି। “କୋଭିଡ୍-୧୯ ଆରମ୍ଭ କରି ଅର୍ଥନୀତି, ଜଳବାୟୁ…

ଆଜି ୧୦୦ ତମ ‘କିସାନ ରେଳ ସେବା’ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ସୋମବାର ଦିନ ୧୦୦ ତମ କିସାନ ରେଳ ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୪.୩୦ରେ ଏହାର ଶୁଭାରମ୍ଭ କରିବେ। ଯାହାକି ମହାରାଷ୍ଟ୍ରର ସାଙ୍ଗୋଲାଠାରୁ ପଶ୍ଚିମବଙ୍ଗର ଶାଲିମାରକୁ ଯିବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ…

“ବାଏ୍‌ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି” ଖାଦ୍ୟ ପ୍ରମୋସନ୍‌କୁ ଆଉ ଅନୁମତି ନାହିଁ; ବ୍ରିଟେନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଏପ୍ରିଲ୍‌ଠାରୁ ବ୍ରିଟେନ “ବାଏ୍‌ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି” ଖାଦ୍ୟ ପ୍ରମୋସନ୍‌ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ବିଟ୍ରେନ୍‌ ସରକାର ସୋମବାର ଦିନ କହିଛନ୍ତି। ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଅତ୍ୟଧିକ ମୋଟାପଣର…

ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ (INC) ସୋମବାର ଏହାର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟମାନେ 'ତିରଙ୍ଗା ଯାତ୍ରା' ଆୟୋଜନ କରିବାକୁ ତଥା ସୋସିଆଲ ମିଡିଆ ଅଭିଯାନରେ 'ସେଲଫି ସହିତ ତିରଙ୍ଗା' ପ୍ରଦର୍ଶନ କରିବାକୁ ଦଳ ରାଜ୍ୟ ୟୁନିଟକୁ…