Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରେଳ ଧରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଧାରଣାରୁ ଉଦ୍ଧାର ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ। ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ଦିନ ଭୋର ସମୟରେ…

ପୁଣି ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨୫୨ ମୃତ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ । ଏହି ସମୟରେ ଟେଷ୍ଟ ୮ଲକ୍ଷ ୮୩ ହଜାର କୋଭିଡ୍ ଟେଷ୍ଟ ହୋଇଥିଲା । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି । ଦେଶରେ ବଢୁଛି…

ତେଲଗୁ ଷ୍ଟାର ରାମ ଚରଣ କରୋନା ସଂକ୍ରମିତ

ହାଇଦ୍ରାବାଦ: କରୋନା ସଂକ୍ରମିତ ହୋଇଛନ୍ତି ତେଲଗୁ ଫିଲ୍ମ ଷ୍ଟାର ରାମ ଚରଣ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଆଜି ସକାଳୁ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ରାମ ଚରଣ । ଟ୍ୱିଟ୍ କରି ରାମ ଚରଣ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…

ବକ୍ସିଂ ଡେ ଟେଷ୍ଟରେ ଭାରତର ମହାବିଜୟ, ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ମେଲବୋର୍ଣ୍ଣରେ ଆଡିଲେଡ୍ ଟେଷ୍ଟ ପରାଜୟର ବଦଲା ନେଲା ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦ୍ୱିତୀୟ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତ ଆଗରେ ଥିଲା ୭୦ରନ ବିଜୟ ଲକ୍ଷ୍ୟ । ଆଜି ଖେଳର ଚତୁର୍ଥ ଦିନରେ ୨…

ଏଣିକି କରୋନାର ଭୁଲ୍‌ ତଥ୍ୟ ଯାଞ୍ଚ କରିବ ‘ହୁ କୋଭିଡ୍‌-୧୯ ଆପ୍’‌

ନୂଆଦିଲ୍ଲୀ: କରୋନାର ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ ହୁ ଏକ ପ୍ରମୁଖ ପଦକ୍ଷେପ ନେଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO) ଉପଭୋକ୍ତାମାନଙ୍କୁ କରୋନାର ସର୍ବଶେଷ ଅଦ୍ୟତନ ଦେବା ପାଇଁ ଏକ ମୋବାଇଲ୍ ଆପ୍‌ ଆରମ୍ଭ କରିଛି। ଏହାକୁ WHO କୋଭିଡ୍‌-୧୯ ଆପ୍ କୁହାଯାଏ। ବୈଜ୍ଞାନିକ ଅନୁସନ୍ଧାନ…

ଆସନ୍ତୁ ଜାଣିବା କେଉଁଠାରେ ସରକାରୀ ଟଙ୍କାରେ ମାଦ୍ରାସା ଆଉ ଚାଲିବନି

ଗୌହାଟୀ: ଆସାମ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ଆଗତ କରିଛି । ଏଠାରେ ସମସ୍ତ ସରକାରୀ ମାଦ୍ରାସାକୁ ବନ୍ଦ କରି ସ୍କୁଲରେ ପରିଣତ କରିବା ପାଇଁ ବିଲ୍ ଆଗତ ହୋଇଛି । ବିପକ୍ଷ ଦଳର ବିରୋଧ ସତ୍ୱେ ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହି ବିଲ୍ ବିଧାନସଭାରେ ଉପସ୍ଥାପନ…

କାନପୁର ଡାକବିଭାଗର ଦାୟିତ୍ୱହୀନତା: ଷ୍ଟାମ୍ପରେ ଛୋଟ ରାଜନ, ମୁନ୍ନା ବଜରଙ୍ଗୀଙ୍କ ଫଟୋ

କାନପୁର: କାନପୁର ଡାକବିଭାଗର ମସ୍ତବଡ ଭୁଲ ସାମ୍ନାକୁ ଆସିଛି । ଏଠାରେ ଜାରି କରାଯାଇଥିବା ପୋଷ୍ଟାଲ ଷ୍ଟାମ୍ପରେ ଅନ୍ତର୍ଜାତୀୟ ଅପରାଧୀ ଛୋଟା ରାଜନ ଓ ବାଗପତ ଜେଲରେ ହତ୍ୟା କରାଯାଇଥିବା ଶାର୍ପ ଶୁଟର ମୁନ୍ନା ବଜରଙ୍ଗୀଙ୍କ ଫଟୋ ରହିଛି । ମାଇ ଷ୍ଟାମ୍ପ ଯୋଜନାରେ ଏହି ଷ୍ଟାମ୍ପଗୁଡିକ ଛପା…

ସଞ୍ଜୟଙ୍କ କିସମେଁ କିତନା ହେ ଦମ ଜବାବରେ ଅଠାୱାଲେ କହିଲେ ହମ ଦିଖାଁଏଗେ କିତନା ଦମ ହୈ

ମୁମ୍ବାଇ:ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନେଟିସ ଦେବା ପରେ ମହାରାଷ୍ଟ୍ର ରାଜନୀତି ଗରମ ହୋଇଯାଇଛି । ସଞ୍ଜୟ ଟୁଇଟ କରିଥିଲେ ଆ ଦେଖେଁ ଜରା କିସମେଁ କିତନା ହେ ଦମ୍ । ଇଡିକୁ ରାଜନୈତିକ ସ୍ୱାର୍ଥରେ କେନ୍ଦ୍ର ସରକାର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।…

ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନରୁ ବଞ୍ଚିତ ହେବ କି ଚୀନ୍‌?

ୱାଶିଂଟନ୍: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ଚୀନ୍‌ର ହସ୍ତକ୍ଷେପକୁ ରୋକିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଏକ ଆଇନକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ୱାଶିଂଟନ୍ କେବଳ ତିବ୍ଦତରେ ଏକ କନସୁଲେଟ୍ ପ୍ରତିଷ୍ଠା କରିବ ନାହିଁ, ବରଂ ଏହା ନିଶ୍ଚିତ କରିବ ଯେ କେବଳ…

ଡିସେମ୍ବର ୩୦ରେ ପୁଣି ଥରେ ହେବ କୃଷକ ସରକାର ଆଲୋଚନା

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ୩୦ ଡିସେମ୍ବରରେ ବିଜ୍ଞାନ ଭବନରେ ଡକାଯାଇଥିବା କୃଷକ ସଂଗଠନ ସହ ଆଲୋଚନା କରିବେ। ଭବନରେ ଡକାଯାଇଥିବା କୃଷକ ସଂଗଠନ ସହ ଆଲୋଚନା କରିବେ। ନୂଆ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ଚାଷୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ କେନ୍ଦ୍ର ସରକାର…