Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପିଏମସି ବ୍ୟାଙ୍କ ଦୁର୍ନୀତିରେ ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ

ମୁମ୍ବାଇ:ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ରବିବାର ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କୁ ଇଡି ସମନ କରିଛି । ଦୁର୍ନୀତିର ତଦନ୍ତ ବେଳେ ବର୍ଷାଙ୍କ ନାମ ଆସିଥିବାରୁ ତାଙ୍କୁ ଜେରା କରିବା ପାଇଁ ଡକାଯାଇଛି । ଡିସେମ୍ବର ୨୯ରେ ସେ ଇଡି ଅଫିସରେ ହାଜର ହୋଇ ନିଜ ମତ ରଖିବେ । ନିକଟରେ…

ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲେନି ଆନ୍ଦୋଳନରତ ଚାଷୀ, ୧୩୩୮ ମୋବାଇଲ ଟାୱାର ସେବା ବନ୍ଦ

ଚଣ୍ଡୀଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କ କଥା ରଖିଲେନି ଆନ୍ଦୋଳନରତ କୃଷକ । ମୁଖ୍ୟମନ୍ତ୍ରୀ ମୋବାଇଲ ସେବା ବନ୍ଦ ନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ କହିଥିଲେ । ମାତ୍ର ସେମାନେ ୧୩୩୮ ମୋବାଇଲ ଟାୱାରର ସେବା ବନ୍ଦ କରିଛନ୍ତି । ମୋବାଇଲ ସେବା ବନ୍ଦ ହେଲେ ସାଧାରଣ ଜନତା ଏବଂ…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଗାଙ୍ଗୁଲି, ରାଜନୈତିକ ମହଲରେ ଚର୍ଚ୍ଚା

କୋଲକାତା:ରବିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଥିବାରୁ ଦାଦା କଣ ରାଜନୀତିରେ ପାଦ ଦେବେ ? ଏହା ଏକ…

ଭାରତରେ ଅନୁପ୍ରବେଶ ପାଇଁ ପିଓକେରେ ଅଛନ୍ତି ୨୫୦ ଆତଙ୍କବାଦୀ:ସେନା

ଲେହ: ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୫୦ ଆତଙ୍କବାଦୀ ପ୍ରସ୍ତୁତ ରହିଛନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ସରକାର ଏବେ ଖରାପ ଅର୍ଥବ୍ୟବସ୍ଥା, କରୋନା ମହାମାରୀ ଓ ବିପକ୍ଷଙ୍କୁ ଠିକ୍ ଭାବେ ମୁକାବିଲା କରିପାରୁ ନ ଥିବାରୁ ଏଥିରେ ଧ୍ୟାନ…

ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ କତାର୍‌ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଡିସେମ୍ବର ୨୭ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ କତାର ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କତାର୍‌ରେ ପହଞ୍ଚିଛନ୍ତି। ସେଠାରେ ସେ କତାରର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ୍ଲାହମାନ ବିନ୍ ଜସିମ ଅଲ-ଥାନି ଏବଂ ଅନ୍ୟାନ୍ୟ…

କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍‌ରାହ ?

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍‌ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍‌ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍‌ରାହ…

ସ୍ୱତନ୍ତ୍ର ପରାମର୍ଶ ନେଇ ହସ୍ପିଟାଲ ଛାଡିଲେ ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ତଥା ରକ୍ତଚାପରେ ଅନିୟମିତତା ସମସ୍ୟା ପାଇଁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ହସ୍ପିଟାଲରୁ…

ଝାଡଖଣ୍ଡରୁ ଧରାପଡିଲା ଦାଉଦ୍ ଇବ୍ରାହିମର ସହଯୋଗୀ

ଝାଡଖଣ୍ଡ: ଗୁଜରାଟ ଆଣ୍ଟି ଟେରରିଜିମ୍ ସ୍କ୍ୱାର୍ଡ (ଏ.ଟି.ଏସ୍‌) ହାତରେ ଧରାପଡିଛି ଦାଉଦ୍ ଇବ୍ରାହିମର ନିକଟତର ସହଯୋଗୀ ଅବ୍ଦୁଲ୍ ମାଜିଦ କୁଟ୍ଟି । ଝାଡଖଣ୍ଡରେ ଏହି ଅପରାଧୀ ଗିରଫ ହୋଇଥିଲାବେଳେ ବିଗତ ୨୪ ବର୍ଷ ଧରି ଫେରାର ଥିଲା । ଅନୁମାନ କରାଯାଉଛି ଦାଉଦକୁ ନେଇ ଅବ୍ଦୁଲ ନିକଟରେ ବେଶ କଛି…

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍‌ରେ-୩

ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ । ଚଳିତବର୍ଷ…