Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରାତ୍ରି କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର

ବେଙ୍ଗାଲୁରୁ: ନୂତନ ପ୍ରକାରର କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକ ସରକାର ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ…

ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା

ମୁମ୍ବାଇ: ବଲିଉଡର ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଓ ସୁଧୀର ମିଶ୍ର । ଦୁହେଁ ନିଜନିଜ କ୍ୟାରିଅରରେ କେତେ ସଫଳ, ତାହାର ପ୍ରମାଣ ବୋଧ ହୁଏ ଆବଶ୍ୟକ ନାହିଁ । ଶୁଣିବାକୁ ମିଳିଛି କିଛି ହଟ୍‌କେ କରିବାକୁ ଯାଇ ଦୁହେଁ କୁଆଡେ ଏକାଠି ହେବାକୁ ଯାଉଛନ୍ତି । ମିଳିଥିବା ରିପୋର୍ଟ…

ଟେସଲାକୁ ଶସ୍ତାରେ କିଣିବାକୁ ଆପଲ୍‌କୁ ଅଫର୍‌ ଦେଇଥିଲେ‌ ମସ୍କ

ନୂଆଦିଲ୍ଲୀ: ଏକ ସମୟ ଥିଲା ଯେତେବେଳେ ବୈଦ୍ୟୁତିକ କାର ନିର୍ମାତା ଟେସଲା ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା। ଟେସଲା ମୁଖ୍ୟ ଏଲନ୍ ମସ୍କ ତାଙ୍କ କମ୍ପାନୀ ବିକ୍ରୟ କରିବାକୁ ଚାହୁଁଥିଲେ ଏବଂ ଏଲନ୍ ମସ୍କ ଏହାକୁ କିଣିବା ପାଇଁ ମୋବାଇଲ୍ ନିର୍ମାତା କମ୍ପାନୀ ଆପଲ୍‌କୁ ଅଫର୍‌ ମଧ୍ୟ ପ୍ରଦାନ…

ବିବାଦରେ ଗଙ୍ଗୁବାଇ କାଠିଆୱାଡି, ଆଲିୟା ଓ ଭଂସାଲୀଙ୍କ ବିରୋଧରେ ମାମଲା

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ସଂଜୟ ଲିଲା ଭଂସାଲୀ । ବଲିଉଡର ଏହି ପପୁଲାର ନିର୍ଦ୍ଦେଶକ ନିଜ ନୂଆ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ପାଇଁ ଚର୍ଚ୍ଚାରେ ରହିଛନ୍ତି । ଖବର ମିଳିଛି ଫିଲ୍ମର ନିର୍ମାଣକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ହୁସୈନ୍ ଜୈଦୀଙ୍କ ବହି ମାଫିଆ କ୍ୱିନ୍ସ…

ପ୍ରୟାଗରାଜ ଇଫକୋରେ ଆମୋନିଆ ଗ୍ୟାସ୍ ଲିକ୍‌: ୨ଅଧିକାରୀ ମୃତ, ୨୦ ଅସୁସ୍ଥ

ପ୍ରୟାଗରାଜ: ଉତରପ୍ରଦେଶ ପ୍ରୟାଗରାଜରେ ଥିବା ଇଣ୍ଡିଆନ କମର୍ସ ଫର୍ଟିଲାଇଜର କୋ ଅପରେଟେଭି ଲିମିଟେଡ (ଆଇଏଫସିଓ) ବଡ ଧରଣର ଦୁର୍ଘଟଣା ଘଟିଛି । ୟୂରିଆ ଉତ୍ପାଦନ କରାଯାଉଥିବା ବେଳେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ୨ ଅଧିକାରୀ ଆସିଷ୍ଟାଂଟ ମ୍ୟାନେଜର ବିପି ସିଂ ଓ ଡେପୁଟି ମ୍ୟାନେଜର…

ମଧୁର ଭଣ୍ଡାରକର୍ ଆଣୁଛନ୍ତି ଇଣ୍ଡିଆ ଲକଡାଉନ୍ !

ମୁମ୍ବାଇ: କରୋନା ମାହାମାରୀରେ ଧ୍ୱସ୍ତ ହୋଇଥିଲା ବଲିଉଡ ଇଣ୍ଡଷ୍ଟ୍ରୀ । ଅନେକ ଖବର କାଗଜ ଓ ଟିଭି ଚ୍ୟାନେଲର ନ୍ୟୁଜ ଅନୁଯାୟୀ ପ୍ରାୟ ୮ହଜାର କୋଟିର କ୍ଷତି ସହିଥିଲା ବଲିଉଡ । ହେଲେ ଏବେ ପୁଣିଥରେ ବଲିଉଡ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରିଛି । ଅନେକ ନୂଆନୂଆ ଫିଲ୍ମ ସାମ୍ନାକୁ…

ଶେଷରେ ଆଣ୍ଟାର୍କଟିକାର ଠିକଣା ପାଇଗଲା ମହାମାରୀ କରୋନା

ନୂଆଦିଲ୍ଲୀ: ଗୋଟିଏପଟେ କରୋନାର ନୂଆ ଷ୍ଟ୍ରେନ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଏହାର ବିସ୍ତାର ଆଣ୍ଟାର୍କଟିକା ପର୍ଯ୍ୟନ୍ତ ପହଞ୍ଚିସାରିଲାଣି। ଏପର୍ଯ୍ୟନ୍ତ ପୃଥିବୀର ଦକ୍ଷିଣ ଭାଗରେ ଥିବା ଏହି ମହାଦେଶ ମହାମାରୀରୁ ବଞ୍ଚିତ ରହିଥିଲା। ଚିଲିନ୍‌ ସେନା ପକ୍ଷରୁ ଏହି ସୂଚନା…

ଖୁସି ଖବର: ଆସନ୍ତା ସପ୍ତାହରେ କୋଭିସିଲ୍ଡ ଟିକାକୁ ଅନୁମୋଦନ ଦେଇପାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନା ଟିକା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ି ନପାରେ । ଆସନ୍ତା ସପ୍ତାହ ସୁଦ୍ଧା ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ ଭାରତ । ଅନୁମୋଦନ ମିଳିଲେ ଏହି କୋଭିସିଲଡ…

ଏଥର କେମିତି ହେବ ଟ୍ୱିଟର୍‌ରେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ସ୍ୱାଗତ; ଜାଣନ୍ତୁ

ସାନ ଫ୍ରାନ୍ସିସ୍କୋ: ମାଇକ୍ରୋବ୍ଲଗିଂ ୱେବସାଇଟ୍ ଟ୍ୱିଟର ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ପ୍ଲାଟଫର୍ମରେ ସ୍ୱାଗତ କରିବାକୁ ଯୋଜନା କରିଛି। ଏହା ଅଧୀନରେ, ଜାନୁୟାରୀ ୨୦ରେ ଶପଥ ଗ୍ରହଣ କରିଥିବା ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ @ ପୋଟସ୍…

ଅପରାଧୀ ପୋଷାକ ପିନ୍ଧିବାକୁ ମନା କଲେ ଇନ୍ଦ୍ରାଣୀ; ଶିନା ବୋରା ହତ୍ୟା ମାମଲା

ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜେଲରେ ଅପରାଧୀଙ୍କ ପୋଷାକ ପିନ୍ଧିବାକୁ ଇନ୍ଦ୍ରାଣୀ ମନା କରି ଦେଇଛନ୍ତି। ଇନ୍ଦ୍ରାଣୀ ଯୁକ୍ତି କରିଛନ୍ତି ଯେ ତାଙ୍କ ମାମଲା ଏବେ ବି ବିଚାର ଚାଲିଛି, ଯେଉଁ କ୍ଷେତ୍ରରେ ସେ ଏହି ପୋଷାକ…