Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଇଡେନ୍‌ଙ୍କ ଦଳରେ ପୁଣି ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଦିନ ଗୌତମ ରାଘବନ୍ ଏବଂ ବିନୟ ରେଡ୍ଡୀଙ୍କୁ ହ୍ୱାଇଟ୍‌ ହାଉସର ବରିଷ୍ଠ କର୍ମଚାରୀଙ୍କ ଅତିରିକ୍ତ ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରପତି ବ୍ୟକ୍ତିଗତ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବରେ ଗୌତମ…

ଦେଶରୁ ଦିନକରେ ୨୩,୯୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୯୮ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୩ ହଜାର ୯୫୦ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହେଲେଣି ୧ କୋଟି ୯୯ହଜାର ୬୬ ଜଣ । ଦେଶରେ ପ୍ରତିଦିନ…

୧୫ ଜଣଙ୍କୁ ଦଣ୍ଡରୁ ବଞ୍ଚିତ କଲେ ଟ୍ରମ୍ପ୍; ଆମେରିକା‌

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ୧୫ ଜଣଙ୍କୁ ଦଣ୍ଡରୁ ବଞ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରେ ରୋବର୍ଟ ମୁଲର୍‌ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ଦୁଇଜଣ ବ୍ୟକ୍ତି ଏବଂ ସେମାନଙ୍କ ରିପବ୍ଲିକାନ୍ ସହକର୍ମୀ ମଧ୍ୟ ସାମିଲ୍‌ ଅଛନ୍ତି। ଇରାକର ସାଧାରଣ ନାଗରିକଙ୍କ…

ଜାମ୍ମୁକଶ୍ମୀର ଡିଡିସି ନିର୍ବାଚନ: କଶ୍ମୀର ଉପତ୍ୟକାରେ ଫୁଟିଲା ଫୁଲ

ଲେହ: ଜାମ୍ମୁକଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି)ରେ ବିଜେପି ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟତାରେ ଖାତା ଖୋଲିଛି । ଜମ୍ମୁରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ କଶ୍ମୀରରେ ଗୁପକାର ଗଠବନ୍ଧନ ଆଗରେ ରହିଛି । ତେବେ କଶ୍ମୀରରେ ବିଜେପି ଚମତ୍କାର ପ୍ରଦର୍ଶନ କରିବା ସହ ରିପୋର୍ଟ…

ରିଲାଏନ୍ସ କ୍ୟାପିଟାଲ୍ ବିଡ୍ ଦୌଡରେ ଏସବିଆଇ ଲାଇଫ୍ ସହ ଆହୁରି ୧୦ କମ୍ପାନୀ

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କ ଆର୍ଥିକସଙ୍କଟଗ୍ରସ୍ଥ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ (ଆରସିଏଲ) ର ସମ୍ପତ୍ତି କିଣିବା ପାଇଁ ଆଉ ଦଶଟି ଟେଣ୍ଡର ଗ୍ରହଣ କରାଯାଇଛି। ଏଥିରେ ଏସବିଆଇ ଲାଇଫ୍ ଅନ୍ତର୍ଭୁକ୍ତ | ଏହାପୂର୍ବରୁ, ଋଣଦାତା ଧାରକ କମିଟି EOI ଦାଖଲ ପାଇଁ ଶେଷ ତାରିଖକୁ ୧୭…

କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ, ଜୈନ ଧର୍ମର ଅଧ୍ୟୟନ ପାଇଁ ପୀଠ ସ୍ଥାପନା

ୱାଶିଂଟନ: ଆମେରିକାର କାଲିଫୋଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଓ ଜୈନ ଧର୍ମ ଅଧ୍ୟୟନ ପାଇଁ ଏକ ପୀଠ ସ୍ଥାପନ କରାଯାଇଛି । ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ସ୍ପଟ କରାଯାଇଛି । ୨୪ ପ୍ରବାସୀ ଭାରତୀୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଧାର୍ମିକ ଅଧ୍ୟୟନ କାର୍ଯ୍ୟକ୍ରମର…

ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଆଜି ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସ‌େ ସିଧାସଳଖ ଆଲ‌ୋଚନା କରିଛନ୍ତି। ଏହି ସମୟରେ ଶିକ୍ଷା ମନ୍ତ୍ରୀ…

ଆସନ୍ତୁ ଜାଣିବା ଜନ୍ମ ହେଉ ହେଉ କିଏ ବାପାମାଆଙ୍କୁ କରିଦେଲା ଲକ୍ଷପତି

ସିଡନୀ:ଭଗବାନ ଯାହାକୁ ଦେବା ପାଇଁ ଚାହିଁବେ ତାକୁ କେହି ରୋକିପାରିବେ ନାହିଁ । ତାହା ପୁଣି କେଉଁ ବାଟରେ ଆସିବ ପୂର୍ବାନୁମାନ କରିବା କଷ୍ଟ । ଏ ଭଳି ଏକ ଘଟଣା ଘଟିଛି ସିଡନୀରେ । ସେଠାରେ ଜଣେ ନବଜାତ ଶିଶୁ ଜନ୍ମ ହେଉ ହେଉ ପରିବାରକୁ ୧୦,୦୦୦ ଡଲାରର ନଗଦ ପୁରସ୍କାର ଜିତାଇ ଲକ୍ଷପତି କରାଇ…

ନିଷେଧାଦେଶ ମଧ୍ୟରେ ଏୟାର୍‌ ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ବ୍ରିଟେନରେ ଏକ ନୂତନ ପ୍ରକାରର କରୋନାର ନୂଆ ଷ୍ଟ୍ରେନ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାଦ୍ୱାରା ବ୍ରିଟେନରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ରାତି ୧୨ ଟାରୁ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ଭାରତ ନିଷିଦ୍ଧ କରିଛି। ଏଥି…

BioNTechର ଦାବି; ୬ ସପ୍ତାହରେ ତିଆରି କରିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍ ସମଗ୍ର ବିଶ୍ୱକୁ ଭୟଭୀତ କରିଛି। ଅନେକ ଦେଶ ସେମାନଙ୍କର ସୀମା ସିଲ୍ କରିବା ଆରମ୍ଭ କରିଦେଇଛନ୍ତି। କରୋନା ଭୁତାଣୁର ଏହି ନୂତନ ବିପଦର ମୁକାବିଲା ପାଇଁ ଭାରତ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଏହି ସମୟରେ, BioNTech ଏକ ଖୁସି ଖବର ଦେଇଛି।…