Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଣନ୍ତୁ ସାଧାରଣ ମଣିଷରୁ ‘ଅକ୍ସିଜେନ୍‌ ମ୍ୟାନ୍‌’ ସାଜିଥିବା ଗୌରବଙ୍କ କାହାଣୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ ଜାରି ରଖିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସେହିଭଳି ଜଣେ ଉଦାର ମନୋଭାବ ଥିବା ବ୍ୟକ୍ତି ହେଉଛନ୍ତି ବିହାରର ଗୌରବ ରାୟ। କରୋନା କାଳରେ ସେ…

ଆଗାମୀ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ଉଦ୍ଧବ ଠାକରେ

ମୁମ୍ବାଇ: କରୋନାକୁ ଏଡାଇବା ପାଇଁ ସାରା ବିଶ୍ୱରେ ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ଅନ୍ୟପକ୍ଷରେ, ସତର୍କତା ଭାବରେ କରୋନାକୁ ଏଡାଇବା ପାଇଁ ଅଧିକାଂଶ ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା…

କରୋନା: ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଆଶଙ୍କା ୩୦ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ବ। ଏପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି। ଏଥି ସହିତ ୧୬ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇସାରିଲେଣି। ଏକ ନୂତନ ଅଧ୍ୟୟନରେ ଜଣାପଡ଼ିଛି ଯେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମଧ୍ୟରେ କରୋନା ମୃତ୍ୟୁ ହେବାର ଆଶଙ୍କା ୩୦…

୫୦ ପାଇଲଟ୍‌ଙ୍କ ଲାଇସେନ୍ସ ବାତିଲ କଲେ ପାକିସ୍ତାନ ସରକାର

ଇସଲାମାବାଦ: ପାକିସ୍ତାନ ସରକାର ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ବାସ୍ତବରେ ଏହି ସମସ୍ତ ପାଇଲଟଙ୍କୁ ନକଲି ତଥ୍ୟରୁ ଲାଇସେନ୍ସ ମିଳିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକାରୀମାନେ କିପରି ନକଲି ଲାଇସେନ୍ସ ପାଇଛନ୍ତି ତାହା ଅନୁସନ୍ଧାନ କରିବେ? ଏହି ଘଟଣା…

କାବୁଲରେ ବଡ଼ ଧରଣର ବୋମା ବିସ୍ଫୋରଣ; ୯ମୃତ ୨୦ରୁ ଅଧିକ ଆହତ

କାବୁଲ: ଆଫଗାନିସ୍ତାନର କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରବିବାର ଦିନ PD5 ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଏହା ଏକ ଦୁର୍ଘଟଣା କିମ୍ବା ବୋମା ବିସ୍ଫୋରଣ ବୋଲି ଅନୁସନ୍ଧାନ କରାଯାଉଛି।…

ସରିଲା ‘କେଜିଏଫ୍‌-୨’ର ସୁଟିଂ, ଜାଣନ୍ତୁ ସଂଜୟ ଓ ୟଶଙ୍କ ହାଲଚାଲ୍

ହାଇଦ୍ରାବାଦ: ସରିଲା ବହୁଚର୍ଚ୍ଚିତ ତଥା ଅପେକ୍ଷିତ ଫିଲ୍ମ 'କେଜିଏଫ୍‌-୨'ର ସୁଟିଂ । ଘରକୁ ବାହୁଡିଲେ ଦୁଇ ସୁପରଷ୍ଟାର ସଂଜୟ ଦତ୍ତ ଓ ୟଶ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ସରିଥିଲାବେଳେ ସଂଜୟ ଦତ୍ତ ବି ନିଜ ଭାଗର ସୁଟିଂ ସାରିଛନ୍ତି । ସୁଟିଂ ସାରି…

ୱେବ୍ ସିରିଜ ମୁହାଁ ହେଲେ ସାହିଦ କାପୁର !

ମୁମ୍ବାଇ: ଫିଲ୍ମ କବୀର ସିଂର ସଫଳତା ପରେ ସହିଦ କାପୁରଙ୍କ ଦବଦବା ବଲିଉଡରେ ଢେର ବଢିଛି । ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ନିକଟରେ ସେ ଫିଲ୍ମ ଜର୍ସିର ସୁଟିଂ ସାରିଥିଲେ । ହେଲେ ଏବେ ସେ ୱେବ୍ ସିରିଜ ପ୍ରତି ମନ ବଳାଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ…

ଦୁନିଆର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନିର୍ମାଣ କରୁଛି ରିଲାଏନ୍ସ

ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏକ ପ୍ରକଳ୍ପ ଉପରେ କାମ କରୁଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହା ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ବୋଲି ଆଶା କରାଯାଉଛି। ଏହା ବିଶ୍ୱର ସବୁଠୁ ବଡ ପ୍ରାଣୀ…

୨୪ ଘଣ୍ଟାରେ ଦେଶରୁ ୨୬ ହଜାରରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ, ୩୪୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୧ କୋଟି ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ୨୬ ହଜାର ୬୨୪ କରୋନା ପଜିଟିଭି ବାହାରିଛନ୍ତି । ଦୈନିକ ମୃତ୍ୟୁସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଆଉ ୩୪୧ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୫…

ତାମିଲ‌ନାଡୁ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୋଙ୍ଗଲ ଉପହାର; ରାସନ୍‌ କାର୍ଡଧାରୀଙ୍କୁ ମିଳିବ ନଗଦ ୨୫୦୦ ଟଙ୍କା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ ଚାଲିଛି। ତାମିଲନାଡୁରେ ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ…