Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫୮ ମିନିଟ୍‌ରେ ୪୬ଟି ବ୍ୟଞ୍ଜନ ରାନ୍ଧି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି କୁନି ଝିଅ

ଚେନ୍ନାଇ: ତାମିଲନାଡୁରେ ଜଣେ ୧୦ ବର୍ଷର ଝିଅ ୫୮ ମିନିଟରେ ୪୬ ଟି ବ୍ୟଞ୍ଜନ ତିଆରି କରି ୟୁନିକୋ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ମଙ୍ଗଳବାର ରାଜଧାନୀ ଚେନ୍ନାଇରେ ଏସ୍‌ଏନ୍‌ ​​ଲକ୍ଷ୍ମୀ ନାମକ ଜଣେ ଝିଅ ଏହି ରେକର୍ଡ କରିଛନ୍ତି। ଦେଶବ୍ୟାପୀ ଲକ୍‌ଡାଉନ୍…

ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ପୂରିଲା ୮ ବର୍ଷ

ନୂଆଦିଲ୍ଲୀ: ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଆଜି ନିର୍ଭୟା ମାମଲାକୁ ୮ ବର୍ଷ ପୂରିଛି। ଏହି ଅବସରରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ଯେ ମୋ ଝିଅକୁ ନ୍ୟାୟ ମିଳିଛି, କିନ୍ତୁ ଏହାର ଅର୍ଥ…

ବିଜୟ ଦିବସ: ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିଛନ୍ତି । ଦିଲ୍ଲୀର ନ୍ୟାସନାଲ୍ ଓ୍ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସ୍ୱର୍ଣ୍ଣିମ ବିଜୟ…

ଦେଶରେ କରୋନାରୁ ୯୫% ଆକ୍ରାନ୍ତ ସୁସ୍ଥ: ୨୪ ଘଣ୍ଟାରେ ୨୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୯୯ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୬ହଜାର ୩୮୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ଲକ୍ଷ ୩୨ହଜାର ୫୪୮କୁ ବୃଦ୍ଧି ପାଇଛି । ଦେଶରେ ୧ଲକ୍ଷ ୪୪ହଜାର ପାର…

ବିଜୟ ଦିବସ: ୧୩ ଦିନ ଭାରତ-ପାକିସ୍ତାନ ଲଢ଼େଇ ଓ ବାଂଲାଦେଶର ଜନ୍ମ

ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ । ୧୯୭୧ ମସିହାରେ, ପୂର୍ବ ପାକିସ୍ତାନରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭାରତ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହାପରେ ଜନ୍ମ ନେଇଥିଲା ବାଂଲାଦେଶ । ସ୍ବତନ୍ତ୍ର ଦେଶ ଭାବେ ଗଠନ ହୋଇଥିଲା । ଏହି…

୧୯୭୧ ଭାରତ-ପାକ ଯୁଦ୍ଧକୁ ୫୦ ବର୍ଷ, ଦେଶ ପାଳୁଛି ସ୍ୱର୍ଣ୍ଣିମ ବିଜୟ ବର୍ଷ

ନୂଆଦିଲ୍ଲୀ: ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂରିଛି । ଆଜି ଦେଶ ପାଳୁଛି ସ୍ୱର୍ଣ୍ଣିମ ବିଜୟ ବର୍ଷ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ । ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ…

ବିହାରରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା: ନିର୍ବାଚନ ପ୍ରତିଶ୍ରୁତିକୁ କ୍ୟାବିନେଟ୍ ମଞ୍ଜୁରୀ

ବିହାର: ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି କ୍ୟାବିନେଟ୍ ମୋହର ମାରିଛି । ସମସ୍ତଙ୍କୁ ମାଗଣାରେ ଟିକା ଦେବା ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏହା ସ୍ପଷ୍ଟ ହୋଇଛି…

ପାକିସ୍ତାନରେ ଅଦା କିଲୋ ୧୦୦୦ରେ ପଂହଚିଲା !

କରାଚୀ:ପାକିସ୍ତାନରେ ଅଦା କିଲୋ ଏବେ ୧୦୦୦ରେ ପଂହଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀ ରେହମ ଖାଁ ଟୁଇଟ କରି ଏହା ମଙ୍ଗଳବାର ଜଣାଇଛନ୍ତି । ପୂର୍ବରୁ ଚିନି କିଲୋ ୧୦୦ ତଳକୁ ଖସିଥିବା ନେଇ ଇମ୍ରାନ ନିଜ ପିଠି ଥାପୁଡାଇଥିଲେ । ସରକାରଙ୍କ ନୀତି ଯୋଗୁ ଚିନି ରେଟ କମିଛି ବୋଲି…

ଟିକାକରଣ ପରେ ଦେଖାଦେଇପାରେ ସାଇଡ୍ ଇଫେକ୍ଟ: ପ୍ରସ୍ତୁତ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭାରତରେ ମଧ୍ୟ ଖୁବ୍ ଶୀଘ୍ର ଟିକାକରଣ କରାଯିବ । ତେବେ ଟିକା ନେବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇପାରେ । ଟିକାକରଣ ପରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥାଏ । ଯେଉଁ ଦେଶରେ…

ଆତଙ୍କବାଦୀଙ୍କ ବିସ୍ଫୋରଣରେ କାବୁଲ ଉପ ରାଜ୍ୟପାଳ ନିହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଉପ ରାଜ୍ୟପାଳ ମେହବୁବାଲ୍ଲା ମୋହେବି ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଅଫିସକୁ ଫେରୁଥିବା ବେଳେ ତାଙ୍କ କାର ଉପରକୁ ଜଣେ ଆତଙ୍କବାଦୀ ଡୋଟେନେଟର ଫିଙ୍ଗିଥିଲେ । ଏଥିରେ ଉପ ରାଜ୍ୟପାଳ ଏବଂ ତାଙ୍କ…