Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହେଟରସ୍ କହିଲେ ଫାଲତୁ ହିରୋଇନ; ଏଭଳି ଉତ୍ତର ରଖି ସଭିଙ୍କ ମନ ଜିଣି ନେଲେ ତାପସୀ

ମୁମ୍ବାଇ: ‘ରଶ୍ମୀ ରକେଟ୍’ ଚଳଚ୍ଚିତ୍ରର ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ହେଟରଙ୍କୁ ଦେଇଛନ୍ତି କଡା ଜବାବ, ଯାହା ଏବେ ଇନଷ୍ଟାଗ୍ରାମରେ ପାଲଟିଛି ଚର୍ଚ୍ଚାର ବିଷୟ। ତାପସୀଙ୍କ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ଜଣେ ହେଟର୍ ଲେଖିଛନ୍ତି ଯେ, "ତୁଝେ ଆକ୍ଟିଂ ତୋ ଆତି ନେହିଁ, ଉଠା ଉଠା କେ ମୁଭି…

Twitterକୁ ଟକ୍କର ଦେବାକୁ ଆସିଲା ସ୍ବଦେଶୀ Tooter

ନୂଆଦିଲ୍ଲୀ: ଆମେରିକୀ ମାଇକ୍ରୋ ବ୍ଲୋଗିଂ ୱେବସାଇଟ୍ Twitterକୁ ଟକ୍କର ଦେବ ଭାରତୀୟ Tooter ? କ’ଣ ଆପଣ Tooter ଜଏନ୍ କରିବେ ? ମାଇକ୍ରୋ ବ୍ଲୋଗିଂ ୱେସାଇଟରେ Tooterକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । ଅନେକ ଲୋକେ ଏହାକୁ Twitterର କପି ବୋଲି କହୁଛନ୍ତି । ଆଉ କେହି ସ୍ବଦେଶୀ…

ବାଇଡେନ୍‌ଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କର ପ୍ରଥମ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ। ଓବାମାଙ୍କ ଶାସନ ସମୟରେ ଉପ-ରାଷ୍ଟ୍ରପତି ଥିବା ବାଇଡେନ୍‌ ଏବଂ ଓବାମା ସରକାରଙ୍କ ସମୟରେ ଥିବା ବହୁ ପୁରୁଣା…

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ…

ଆସନ୍ତାକାଲି ଭାରତ ବନ୍ଦ; ଟ୍ରେଡ୍‌ ୟୁନିଅନ୍‌ର ଭାରତ ବନ୍ଦ ଡାକରାରେ ସାମିଲ୍‌ ହେବ ଏଆଇବିଇଏ

ନୂଆଦିଲ୍ଲୀ: ୨୬ ନଭେମ୍ବରରେ, ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବର୍ତ୍ତମାନ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଘୋଷଣା କରିଛି ଯେ ଏହା ମଧ୍ୟ ଏହି ଟ୍ରେଡ୍‌…

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ମହିଳା ସାମିଲ୍‌; ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ

ନୂଆଦିଲ୍ଲୀ: ବିବିସି ୨୦୨୦ ପାଇଁ ବିଶ୍ବର ୧୦୦ ପ୍ରେରଣାଦାୟକ ତଥା ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ବିବିସି ଏହାର ତାଲିକାରେ ୧୦୦ ମହିଳାଙ୍କୁ ସ୍ଥାନ ଦେଇଛି, ଯେଉଁମାନେ ପରିବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଯାହା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ମଧ୍ୟ…

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…

ଆସନ୍ତାକାଲି ଗୋରଖନାଥ ମନ୍ଦିର ପରିଦର୍ଶନ କରିବେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନିନ୍‌

ନୂଆଦିଲ୍ଲୀ: ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍ ୨୬ ନଭେମ୍ବର ସକାଳେ ଗୋରଖନାଥ ମନ୍ଦିର ପରିଦର୍ଶନ କରିବେ। ଏହାପୂର୍ବରୁ ସେ ବୁଧବାର ଲକ୍ଷ୍ନ‌ୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ। ଗୋରଖପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ୨୪ ନଭେମ୍ବର…

ଆମେରିକାରେ ‘ଫ୍ରିଡମ୍ ରାଇଡ୍ସ’ ଆରମ୍ଭ କରିଥିବା ବ୍ରୁସ୍ କାର୍ଭର ବଏଣ୍ଟନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ୧୯୬୧ ମସିହାରେ ଆମେରିକାରେ ଐତିହାସିକ 'ଫ୍ରିଡମ୍ ରାଇଡ୍‌ସ' ଆରମ୍ଭ କରିଥିବା ବ୍ରୁସ୍ କାରଭର ବଏଣ୍ଟନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଲାବାମାର ପୂର୍ବତନ ସିନେଟର ହାନେ ସାଣ୍ଡର୍ସ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।…

କରୋନା ଟୀକାକରଣ ପାଇଁ ସରକାରଙ୍କ ପ୍ରସ୍ତୁତି, ଜୁଲାଇ ସୁଦ୍ଧା ୨୫୦-୩୦୦ ନିୟୁତ ଲୋକଙ୍କୁ ଭ୍ୟାକସିନ୍

ନୂଆଦିଲ୍ଲୀ: କେବେ ମିଳିବ କରୋନା ଟିକା ? ପ୍ରଥମେ ଟିକା କାହାକୁ ଦିଆଯିବ ? ଏନେଇ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ପ୍ରାୟ ୩୦ ନିୟୁତ ସ୍ବାସ୍ଥ୍ୟ ସେବା ଓ ଆଗ ଧାଡିର କର୍ମଚାରୀଙ୍କ ସମେତ ଅତି କମରେ ୨୫୦-୩୦୦ ନିୟୁତ ଲୋକଙ୍କୁ ଟୀକାକରଣ…