Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାଲିଥିଲା ନମାଜ ପଢା, ଆକ୍ରମଣ କଲେ ଦୁର୍ବୁତ୍ତ; ୫ ମୃତ, ୧୮ ଆହତ

ନାଇଜେରିଆ: ନାଇଜେରିଆର ଏକ ମସଜିଦରେ ଦୁର୍ବୁତ୍ତଙ୍କ ଆକ୍ରମଣଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ପ୍ରାପ୍ତ ସୂଚନାନୁସାରେ, ନାଇଜେରିଆର ଏକ ମସ୍‌ଜିଦରେ ନମାଜ ପାଠ ହେଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ପଶିଯାଇ ଗୁଳିବର୍ଷଣ କରିବା ଆରମ୍ଭ…

ଦେଶରେ ୯୧ ଲକ୍ଷ ପାର କଲା କରୋନା ସଂକ୍ରମଣ, ସୁସ୍ଥହାର ୯୩%

ନୂଆଦିଲ୍ଲୀ: ଦେଶେର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ । ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କର ଜୀବନ…

ଖୁସି ଖବର: ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ

ଓ୍ୱାଶିଂଟନ୍: ସାରା ଦୁନିଆରେ କରୋନା ସ୍ଥିତି ଅସମ୍ଭାଳ । ଆମେରିକା ତ୍ରାହି ତ୍ରାହି ଡାକୁଛି । ଏଭଳି ସଂକଟ ଭିତରେ ପୁଣି ଥରେ ଟିକା ନେଇ ସାମନାକୁ ଆସିଛି ଖୁସି ଖବର । ଖୁବଶୀଘ୍ର ଆମେରିକାରେ କରୋନା ଭାଇରସ୍ ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନା…

ବଙ୍ଗୋପସାଗରରେ ଅବପାତ ନେବ ବାତ୍ୟାର ରୂପ, ନାଁ ରହିବ ‘ନିଭାର’

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ତଥା ସଲଂଗ୍ନ ଦକ୍ଷଣ-ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଓ୍ୱାଲମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଆଗାମୀ ୨୪ ଘଣ୍ଟାରେ ଅବପାତର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ…

[ଭିଡିଓ] ଜାମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ଠାବ ହେଲା ଗୁପ୍ତ ସୁଡଙ୍ଗ !

ସାମ୍ବା: ଜାମ୍ମୁ ଓ କାଶ୍ମୀରକୁ ଲାଗିଥିବା ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ । ଆଜି ସାମ୍ବା ସେକ୍ଟରରେ ଠାବ ହୋଇଥିବା ସୁଡଙ୍ଗକୁ ଆତଙ୍କବାଦୀମାନେ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି । ଠାବ ହୋଇଥିବା ୧୫୦ ମିଟର ଲମ୍ବା ସୁଡଙ୍ଗର ମୂଳଦ୍ୱାର ଖୋଜିବା ପାଇଁ…

ରହସ୍ୟମୟ ରୋଗ କବଳରେ ଆଫ୍ରିକୀୟ ଦେଶ !

ସେନେଗାଲ୍‌: ପଶ୍ଚିମ ଆଫ୍ରିକାରେ ଥିବା ସେନେଗାଲ୍ ଦେଶରେ ଆତଙ୍କ ଖେଳାଇଛି ଏକ ରହସ୍ୟମୟ ରୋଗ । ଏହି ରୋଗର ପୀଡିତ ବ୍ୟକ୍ତିମାନେ ଦେହ କୁଣ୍ଡାଇ ହେବା, ଘୋଳାବିନ୍ଧା ଓ ଖାସ କରି ଆଖି ଲାଲ୍ ଦେଖାଯିବା ନେଇ ଖୁଲାସା କରିଛନ୍ତି । ଦେଶର ୫୦୦ରୁ ଅଧିକ ଧୀବର ଏହି ରହସ୍ୟମୟ ରୋଗରେ ପୀଡିତ ଥିବା ସୂଚନା…

ଡ୍ରାଗନ ଚାଲକୁ ରୋକିବା ପାଇଁ ଭାରତର ନୂଆ ଚକ୍ରବ୍ୟୁହ ଟନେଲ ଡିଫେନ୍ସ

ଲଦାଖ:ଭାରତ-ଚୀନ ବିବାଦ ଥମିବାର ନାମ ନେଉ ନାହିଁ । ଚୀନ ବାହାରକୁ ଶାନ୍ତି ପ୍ରକ୍ରିୟା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଭିତରେ ଷଡଯନ୍ତ୍ର ରଚୁଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଚୀନର ଚାଲାକିକୁ ରୋକିବା ପାଇଁ ଭାରତ ଟନେଲ ଡିଫେନ୍ସ ରଣନୀତି ଆପଣାଇଛି । ଜାପାନ ବିପକ୍ଷରେ ଚୀନ…

ମହାରାଷ୍ଟ୍ରରେ ପୁଣି ହେବ ଲକଡାଉନ୍ ! ଉପମୁଖ୍ୟମନ୍ତ୍ରୀ କହିଲେ ୮-୧୦ ଦିନ ଭିତରେ ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ ବି ଦୈନିକ ୫ରୁ ୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଶନିବାର ୫ ହଜାର ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କରୋନାର ସେକେଣ୍ଡ ୱେଭ ଆସିବା ଅନୁମାନ କରାଯାଉଛି । ମହାରାଷ୍ଟ୍ର…

ଜନ୍ମଦିନରେ ଧମାକା କଲେ କାର୍ତ୍ତିକ ଆର୍ଯ୍ୟନ୍ !

ମୁମ୍ବାଇ: ଲକ୍‌ଡାଉନ୍ ପରେ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ୩୦ଟି ଫଗୁଣ ଅତିକ୍ରମ କରିଥିବା କାର୍ତ୍ତିକ ଆଜି ନିଜ ଜନ୍ମଦିନ ପାଳୁଛନ୍ତି । ତେବେ ଆଜି ଭଳି ଦିନରେ ସେ ଧମାକା କରି ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ରିଲିଜ୍…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…