Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାସ୍କ ନପିନ୍ଧିଲେ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ଦିନକୁ ଦିନ ବର୍ଦ୍ଧିତ କରୋନା ମାମଲା ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ସମେତ ସାରା ଦେଶରେ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ କରାଯାଉଛି। ସେହିଭଳି ମିରଟରେ ଏପର୍ଯ୍ୟନ୍ତ ୧୬୩୧୬ କରୋନା ସଂକ୍ରମିତ…

ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିଆଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅର୍ଥାତ୍‌ ନାତି ସତୀଶ ଧୁପେଲିଆଙ୍କର କରୋନା ଜନିତ ସମସ୍ୟା ହେତୁ ମୃତ୍ୟୁ ଘଟିଛି। ତାଙ୍କର ୬୬ ତମ ଜନ୍ମଦିନର ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା। ଧୁପେଲିଆଙ୍କ ଭଉଣୀ ଉମା ଧୁପେଲିଆ ଏହା ସ୍ପଷ୍ଟ କରିଛନ୍ତି ଯେ କରୋନା…

ଆଣ୍ଟୋନି ବ୍ଲିଙ୍କେନ୍ ହୋଇପାରନ୍ତି ଆମେରିକାର ଆଗାମୀ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନ୍‌ଙ୍କ କ୍ୟାବିନେଟ୍‌ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଜୋ ବାଇଡେନ୍‌ ତାଙ୍କ କ୍ୟାବିନେଟ ଗଠନ ଆରମ୍ଭ କରିଥିଲେ। ଜୋ ବାଇଡେନ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆଣ୍ଟୋନି…

କେରଳ ସରକାରଙ୍କ ୟୁ ଟର୍ଣ୍ଣ; କହିଲେ ସୋସିଆଲ୍‌ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ

ନୂଆଦିଲ୍ଲୀ: କେରଳ ପୋଲିସ ଅଧିନିୟମ ସଂଶୋଧନ ଅର୍ଡିନାନ୍ସକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଜୟନ ସରକାର ୟୁ ଟର୍ନ ନେଇଛନ୍ତି। ସୋସିଆଲ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ସିଏମ ପିନାରାଇ ବିଜୟନ ସ୍ପଷ୍ଟ କରିଛନ୍ତି ଯେ କେରଳ ପୋଲିସ ଅଧିନିୟମ ସଂଶୋଧନ…

ବର୍ଦ୍ଧିତ କରୋନା ମାମଲାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ; କରୋନା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ବିପର୍ଯ୍ୟୟ ଜାରି ରହିଛି। ଦିଲ୍ଲୀ, ଆସାମ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଉପରମୁହାଁ ହେଉଛି। ଦିଲ୍ଲୀରେ କରୋନା ରୋଗୀଙ୍କ ବୃଦ୍ଧି ମାମଲା ଉପରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।…

ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିୟ । ଯବାନଙ୍କ ଗୁଳିଲେ ଗଡ଼ିଲା ତିନି ଜଣ ନକ୍ସଲଙ୍କ ମୁଣ୍ଡ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ପୁରୁଷ ମାଓବାଦୀ ଓ ଜଣେ…

ସାଂସଦମାନଙ୍କ ପାଇଁ ନୂତନ ଗୃହ ଉଦ୍‌ଘାଟନ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂସଦମାନଙ୍କ ପାଇଁ ନୂତନ ଗୃହର ଉଦଘାଟନ କରିଛନ୍ତି। ଦିଲ୍ଲୀର ବିଡି ମାର୍ଗରେ ମୋଟ ୭୬ ଟି ନୂଆ ଫ୍ଲାଟ ନିର୍ମାଣ କରାଯାଇଛି, ଯାହା ସାଂସଦମାନେ ବ୍ୟବହାର କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଭାରତରେ ସୁସ୍ଥ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜଧାନୀ ଦିଲ୍ଲୀରେ ଗତ ୬ ଦିନ ମଧ୍ୟରେ ୬୨୮ ଜଣ ପ୍ରାଣ ହରାଇଛନ୍ତି। କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯାଉଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ଦେବ ଦୀପାବଳି ଅବସରରେ ବାରଣାସୀ ଗସ୍ତ କରିପାରନ୍ତି ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବର ଅର୍ଥାତ୍ ଦେବ ଦୀପାବଳି ଦିନ ବାରାଣାସୀକୁ ଆସିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରାଣାସୀ ଜିଲ୍ଲା ପ୍ରଶାସନ ଅନୁଯାୟୀ, ନଭେମ୍ବର ୩୦…

ବରିଷ୍ଠ ବିଜେପି ନେତ୍ରୀ ଭାରତୀ ଘୋଷଙ୍କ ଉପରେ ଆକ୍ରମଣ; ଟିଏମ୍‌ସି ଉପରେ ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ଗତକାଲି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତ୍ରୀ ଭାରତୀ ଘୋଷଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ବିଜେପି ଟିଏମସି ବିପକ୍ଷରେ ଅଭିଯୋଗ ଆଣିଛି। ରବିବାର ଦିନ ପୂର୍ବ ମେଦିନାପୁର ଅଞ୍ଚଳରେ ଭାରତୀ ଘୋଷ ଏକ ରାଲି କରିଥିଲେ। ଅଭିଯୋଗ ଅନୁଯାୟୀ, ରାଲି ସମ୍ପର୍କରେ ସୂଚନା ପାଇବା…