Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରିଲା ‘କେଜିଏଫ୍‌-୨’ର ସୁଟିଂ, ଜାଣନ୍ତୁ ସଂଜୟ ଓ ୟଶଙ୍କ ହାଲଚାଲ୍

ହାଇଦ୍ରାବାଦ: ସରିଲା ବହୁଚର୍ଚ୍ଚିତ ତଥା ଅପେକ୍ଷିତ ଫିଲ୍ମ 'କେଜିଏଫ୍‌-୨'ର ସୁଟିଂ । ଘରକୁ ବାହୁଡିଲେ ଦୁଇ ସୁପରଷ୍ଟାର ସଂଜୟ ଦତ୍ତ ଓ ୟଶ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ସରିଥିଲାବେଳେ ସଂଜୟ ଦତ୍ତ ବି ନିଜ ଭାଗର ସୁଟିଂ ସାରିଛନ୍ତି । ସୁଟିଂ ସାରି…

ୱେବ୍ ସିରିଜ ମୁହାଁ ହେଲେ ସାହିଦ କାପୁର !

ମୁମ୍ବାଇ: ଫିଲ୍ମ କବୀର ସିଂର ସଫଳତା ପରେ ସହିଦ କାପୁରଙ୍କ ଦବଦବା ବଲିଉଡରେ ଢେର ବଢିଛି । ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ନିକଟରେ ସେ ଫିଲ୍ମ ଜର୍ସିର ସୁଟିଂ ସାରିଥିଲେ । ହେଲେ ଏବେ ସେ ୱେବ୍ ସିରିଜ ପ୍ରତି ମନ ବଳାଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ…

ଦୁନିଆର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନିର୍ମାଣ କରୁଛି ରିଲାଏନ୍ସ

ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏକ ପ୍ରକଳ୍ପ ଉପରେ କାମ କରୁଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହା ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ବୋଲି ଆଶା କରାଯାଉଛି। ଏହା ବିଶ୍ୱର ସବୁଠୁ ବଡ ପ୍ରାଣୀ…

୨୪ ଘଣ୍ଟାରେ ଦେଶରୁ ୨୬ ହଜାରରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ, ୩୪୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୧ କୋଟି ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ୨୬ ହଜାର ୬୨୪ କରୋନା ପଜିଟିଭି ବାହାରିଛନ୍ତି । ଦୈନିକ ମୃତ୍ୟୁସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଆଉ ୩୪୧ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୫…

ତାମିଲ‌ନାଡୁ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୋଙ୍ଗଲ ଉପହାର; ରାସନ୍‌ କାର୍ଡଧାରୀଙ୍କୁ ମିଳିବ ନଗଦ ୨୫୦୦ ଟଙ୍କା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ ଚାଲିଛି। ତାମିଲନାଡୁରେ ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ…

କିଭଳି ରହିବ ଅଯୋଧ୍ୟାରେ ନିର୍ମିତ ମସଜିଦ, ଦେଖନ୍ତୁ ଝଲକ

ଲକ୍ଷ୍ନୌ: ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ ବାଟ ଫିଟିଥିଲା। ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାପତ୍ୟ ଯୋଜନା ପ୍ରକାଶ କରିଯାଉଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରେ ଭିତ୍ତି…

ଆଫଗାନିସ୍ତାନରେ ଭୂକମ୍ପ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪

ଆଫଗାନିସ୍ତାନ: ଆଜି ସକାଳେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ ଟାରେ ଏଠାରେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହିନ୍ଦୁ କୁଶ ଅଞ୍ଚଳ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ବିଷୟରେ ସୂଚନା…

ଇସ୍ରାଏଲ୍‌: ଦେଶର ପ୍ରଥମ ନାଗରିକ ଭାବେ କରୋନା ଟିକା ନେଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ; ଆଜିଠାରୁ ହେବ ସାଧାରଣ…

ନୂଆଦିଲ୍ଲୀ: ଇସ୍ରାଏଲରେ ମଧ୍ୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଶନିବାର ଏକ ଲାଇଭ୍ ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍‌ୟାହୁ କରୋନା ଟିକା ଗ୍ରହଣ କରିଛନ୍ତି। ଏହା ସହ ସେ ଇସ୍ରାଏଲର ପ୍ରଥମ ତଥା ବିଶ୍ବର ମନୋନୀତ ନେତାମାନଙ୍କୁ ଯୋଗ ଦେଇଛନ୍ତି, ଯେଉଁମାନେ କରୋନା ଟିକା ଗ୍ରହଣ…

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମନ୍ତବ୍ୟ ପରେ ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଏବଂ ତାଙ୍କ କିଡନୀ କେବଳ…

ଅଚାନକ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ରବିବାର ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜ ସାହିବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପୂର୍ବରୁ କିଛି ସ୍ଥିର ହୋଇ ନଥିଲା । ସାଧାରଣ ଲୋକଙ୍କ ଭଳି ହଠାତ ଗୁରୁଦ୍ୱାରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି…