Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୱେବ୍ ସିରିଜ୍ ଦେଲା ପ୍ରତୀକଙ୍କୁ ବଲିଉଡ୍ ଟିକଟ !

ମୁମ୍ବାଇ: ପ୍ରତିଭାବାନ ଅଭିନେତା ପ୍ରତୀକ ଗାନ୍ଧୀ । ସ୍କାମ୍ 1992: ଦ ହର୍ଷଦ୍ ମେହତା ଷ୍ଟୋରୀ ଭଳି ୱେବ୍ ସିରିଜରେ ତାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଖାଲି ଅଭିନୟ ନୁହେଁ ବରଂ ଏହି ୱେବ୍ ସିରିଜ୍ ଜରିଆରେ ପ୍ରତୀକ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଶେଷରେ…

ସ୍ତ୍ରୀ ପଠାଉଥିଲା ସ୍ୱାମୀକୁ ନଣନ୍ଦର ଅଶ୍ଳୀଳ ଫଟୋ !

ମଧ୍ୟପ୍ରଦେଶ: ଇନ୍ଦୋର ସହରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ମହିଳା ନିଜ ସ୍ୱାମୀକୁ ବ୍ଲାକ୍‌ମେଲ୍ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରିନଥିଲେ । ଆଉ ଏଥିପାଇଁ ଅନ୍ୟ କାହାରି ନୁହେଁ ବରଂ ସ୍ୱାମୀର ଭଉଣୀ ଅର୍ଥାତ ନିଜ ନଣନ୍ଦର ଅଶ୍ଳୀଳ ଫଟୋ ସେ ନିଜ ସ୍ୱାମୀର ମୋବାଇଲକୁ…

ଅଲ-କାଏଦା ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ନେତା !

ପଶ୍ଚିମବଙ୍ଗ: ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ରିପୋର୍ଟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ପଶ୍ଚିମବଙ୍ଗରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା । ଏଥିପାଇଁ ପଶ୍ଚିମବଙ୍ଗରୁ ସଦସ୍ୟ ସୃଷ୍ଟି କରିବା ସହ ସ୍ଲିପର୍ ସେଲକୁ ସକ୍ରିୟ କରିବାକୁ ଅଲ୍‌-କାଏଦା…

୨୦୨୧ର ତୃତୀୟ ତ୍ରୟ ମାସିକ ସୁଦ୍ଧା ଅଷ୍ଟ୍ରେଲୀୟମାନଙ୍କ ପାଇଁ ଉପଲବ୍ଧ ହୋଇପାରେ କରୋନା ଟିକା

ମେଲବୋର୍ନ: ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟମନ୍ତ୍ରୀ ଗ୍ରେଗ ହଣ୍ଟ ଶୁକ୍ରବାର ଦିନ କହିଛନ୍ତି ଯେ କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ -୧୯ ପାଇଁ ସମ୍ଭାବ୍ୟ ଟିକା ୨୦୨୧ର ତୃତୀୟ ତ୍ରୟ ମାସିକ ସୁଦ୍ଧା ଅଷ୍ଟ୍ରେଲୀୟମାନଙ୍କ ପାଇଁ ଉପଲବ୍ଧ ହୋଇପାରେ। ସେ କହିଛନ୍ତି ଯେ ଟିକା ବିକାଶ…

ହଲିଉଡ ପ୍ରୋଜେକ୍ଟରେ ମାଲାମାଲ୍ ପ୍ରିୟଙ୍କା ଚୋପ୍ରା !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରାଙ୍କ ପାଦ ଆଉ ତଳେ ଲାଗୁନି । କାହିଁକି ନା ତାଙ୍କ ପାଖରେ ରହିଛି ଏକ ସେ ବଢକର ଏକ ହଲିଉଡ ପ୍ରୋଜେକ୍ଟ । ଏପରି ସ୍ଥିତିରେ ବଲିଉଡ ଫିଲ୍ମ ପାଇଁ ସେ ଆଉ ଏତେଟା ଚିନ୍ତିତ ନାହାନ୍ତି । ଗୋଟପଟେ ସ୍ୱାମୀ ନିକ ଜୋନାସଙ୍କ ହୋମ୍ ପ୍ରଡକ୍ସନ ତ ସେପଟେ ପ୍ରିୟଙ୍କାଙ୍କ…

ପିଏମ୍‌ ଇମ୍ରାନ୍‌ ଖାନ୍‌ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମରିୟମ୍‌ ନୱାଜ

ନୂଆଦିଲ୍ଲୀ: ପାକିସ୍ତାନର ରାଜନୀତି ଏହି ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ପାକିସ୍ତାନ ସବୁ ଦିଗରୁ ଘେରି ରହିଥିବା ଦେଖାଯାଉଛି। ବାସ୍ତବରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ପୁଣିଥରେ ଇମ୍ରାନ ଖାନଙ୍କ ବିରୋଧରେ ନୂଆ ଅଭିଯୋଗ…

ଗ୍ଲୋବାଲ ଟାଇମ୍ସରେ ଭାରତକୁ ସମାଲୋଚନା, ଚୀନ ଏଲଇଡି ବିନା ଭାରତର ଦୀପାବଳୀ ଅନ୍ଧକାରମୟ ହୋଇଯିବ

ନୂଆଦିଲ୍ଲୀ: ଚୀନର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ପୁନର୍ବାର ଭାରତକୁ ସମାଲୋଚନା କରିଛି । ଏପରିକି ଚୀନ ଏଲଇଡି ଲାଇଟ ବିନା ଭାରତର ପ୍ରକାଶ ପର୍ବ ଦୀପାବଳୀ ଅନ୍ଧକାରମୟ ହୋଇଯିବ ବୋଲି କହିଛି । ବିଭିନ୍ନ ମହଲରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଭାରତୀୟବାସୀ ବହୁ ପରିମାଣର ଏଲଇଡି ଲାଇଟ…

ଚୀନ୍‌ରେ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ପାକିସ୍ତାନୀ ଫିଲ୍ମ ‘ପର୍‌ବାଜ୍‌ ହୈ…

ବେଜିଂ: ଚାଇନାରେ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସାମରିକ କାର୍ଯ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଚତୁର୍ଥ ପିଢିର ଯୁଦ୍ଧ ବିମାନ JF-17 ର ଫ୍ରାନ୍ସରେ ନିର୍ମିତ ମିରାଜ୍ ୨୦୦୦ ସହିତ ତୁଳନା କରାଯାଇଛି। ରିପୋର୍ଟ ଅନୁଯାୟୀ…

୨ଟି ଆୟୁର୍ବେଦ ପ୍ରତିଷ୍ଠାନ ଉଦ୍‌ଘାଟନ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଗୁଜୁରାଟ ଏବଂ ରାଜସ୍ଥାନରେ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଜାମ୍‌ନଗରରେ ଅବସ୍ଥିତ ଆଇଟିଆର୍‌ଏ ଏବଂ ଜୟପୁରର ଏନ୍‌ଆଇଏ ଆୟୁର୍ବେଦ ପ୍ରତିଷ୍ଠାନର ଉଦ୍‌ଘାଟନ କରିଛନ୍ତି ପିଏମ୍‌…

ମହାଗଠବନ୍ଧନ ସରକାର ଆବଶ୍ୟକ ସଂଖ୍ୟା ପାଇଁ ବାହୁବଳୀ ଅନନ୍ତ ସିଂ, ରୀତଲାଲଙ୍କୁ ଦାୟିତ୍ୱ ଦେଲେ ତେଜସ୍ୱୀ

ପାଟନା: ବିହାର ନିର୍ବାଚରେ ମହାଗଠବନ୍ଧନ ସରକାର ଗଠନ ପାଇଁ ସଂଖ୍ୟା ପାଇ ନ ଥିଲେ ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ବି ଏଥିପାଇଁ ଉଦ୍ୟମ ଜାରି କରିଛନ୍ତି । ଶୁକ୍ରବାର ସେ ଜେଲରେ ବନ୍ଦ ଥିବା ବାହୁବଳୀ ନେତା ଅନନ୍ତ ସିଂ ଓ ଅପରାଧ ପୃଷ୍ଠଭୂମି ଛାଡି ପ୍ରଥମ ଥର ନିର୍ବାଚନ ଜିତିଥିବା…