Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପର୍‌ଭେଜ୍‌ ମୁଶାରଫ୍‌ଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିବା ବିଚାରପତିଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଜଜ୍ ୱାକର ସେଠ୍‌ଙ୍କର ଶୁକ୍ରବାର ଦିନ କରୋନା ଯୋଗୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଇସଲାମାବାଦର ଏକ ଘରୋଇ ଡାକ୍ତରଖାନାରେ ପେଶୱାର ହାଇକୋର୍ଟର…

ଜାତିସଂଘ ମିଶନରେ ଭାରତ ତୁଳନାରେ ଅଧିକ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି ଚୀନ୍‌

ନୂଆଦିଲ୍ଲୀ: ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଭାରତ ତୁଳନାରେ ଚୀନ୍ ତାର ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି। ମିଳିତ ଜାତିସଂଘ (ଜାତିସଂଘ) ରେ ଚୀନ୍ ଭାରତୀୟ ସୈନିକଙ୍କ ତୁଳନାରେ ଏହାର ସ‌ୈନିକଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଚାହୁଁଛି। ବର୍ତ୍ତମାନ ଭାରତରୁ ୫,୪୨୪…

ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ । ସୀମାରେ ଯବାନଙ୍କ ସହ ଆଲୋକର ପର୍ବରେ ସାମିଲ ହେବେ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସୀମାର ଲଙ୍ଗେଓ୍ୱାଲାରେ ଯବାନଙ୍କ ଦୀପାବଳି ଉତ୍ସବରେ ସେ ସାମିଲ ହେବେ । ସେଠାରେ ପହଞ୍ଚି ସାରିଛନ୍ତି…

କାହିଁକି ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଏ?

ପ୍ରତିବର୍ଷ ୧୪ ନଭେମ୍ବରକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୮୮୯ ମସିହା ୧୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିଲେ। ନେହେରୁ ପିଲାମାନଙ୍କୁ ଏତେ ଭଲ ପାଉଥିଲେ ଯେ ପିଲାମାନେ ତାଙ୍କୁ ମାମୁଁ ନେହେରୁ ବୋଲି କହୁଥିଲେ। ଏହି କାରଣରୁ…

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବକୁ ନେଇ ସାରାଦେଶରେ ଉତ୍ସବମୁଖର ପରିବେଶ । କରୋନା କଟକଣା ଚଳିତବର୍ଷ ଦୀପାବଳି ଉତ୍ସବକୁ ସାମାନ୍ୟ ଫିକା କରି ଦେଇଛି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଦୀପାବଳି ସ୍ୱଚ୍ଛତାର ବି ଉତ୍ସବ ।…

ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମ ପ୍ରଭାରୀ ଦାଯିତ୍ୱ

ଭୁବନେଶ୍ୱର: ମଣିପୁର ଉପନିର୍ବାଚନରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜଯନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାଯିତ୍ୱ ମିଳିଛି । ସେହିପରି ସମ୍ବିତ ପାତ୍ରଙ୍କୁ  ମଣିପୁର ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡିଶା ଦାଯିତ୍ୱ ମିଳିଛି । ସେହିପରି ବିଜୟପାଲ ସିଂଙ୍କୁ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

[ଭିଡିଓ] କୁକୁର ପ୍ରେମରେ ରାଷ୍ଟ୍ରପତି, ସ୍ଥାପନ କଲେ ସୁନାର ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: କୌଣସି ମହାନ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ହେବା କିଛି ନୂଆ ଘଟଣା ନୁହେଁ । ହେଲେ ଏକ କୁକୁରର ପ୍ରତିମୂର୍ତ୍ତୀ ସ୍ଥାପନା ନିଶ୍ଚିତ ଭାବେ ଅବିଶ୍ୱସନୀୟ ଘଟଣା । ଆଉ ତା ପୁଣି ପଥର କି ସିମେଣ୍ଟର ନୁହେଁ । ବରଂ ସୁନାରେ ପ୍ରସ୍ତୁତ ହୋଇଛି ୬ ମିଟର ଲମ୍ବାର କୁକୁର…

ସୀମା ଉତେଜନା: ଭାରତର ପାଲଟା ଜବାବରେ ୮ ପାକିସ୍ତାନୀ ସେନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀପାବଳିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଶୁକ୍ରବାର ଷଡଯନ୍ତ୍ର ରଚିଛି । ଉରିଠାରୁ ଗୁରେଜ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳି ଓ ମୋର୍ଟାର ମାଡରେ ଭାରତର ୩ ଯବାନ ଏବଂ ୨ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ଅନେକ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଲକି ଅଲ୍ଲିଙ୍କ ଭିଡିଓ !

ମୁମ୍ବାଇ: ଇଣ୍ଡି-ପପ୍ ଗାୟକ ଲକି ଅଲ୍ଲି । ଭିନ୍ନ ଧାରାରେ ବୋହୁଥିବା ଏହି ଗାୟକଙ୍କୁ ବଲିଉଡ ସିଙ୍ଗର୍ କହିଲେ ଭୁଲ ହେବ । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ଅନେକ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ । ତାଙ୍କ ନିଆରା ତଥା ଅନନ୍ୟ ସ୍ୱର ସହ ଆଜି ପର୍ଯ୍ୟନ୍ତ କେହି ବି ସମକକ୍ଷ…