Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବନ୍ଦ ହେବ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ !

ୱାଶିଂଟନ: ଡୋନାଲ୍ଟ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଗୋଟିଏ ପରେ ଗୋଟିଏ ଅଡୁଆ । ଆମେରିକାରେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ଜୋ ବାଇଡେନ୍‌ଙ୍କୁ ହାଇସ ସ୍ପିକର ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଟ୍ରମ୍ପ କେବଳ ଯେ ରାଷ୍ଟ୍ରପତି ପଦରୁ…

ଏଥର ଗୋଆରେ ହେବନି ସନ୍‌ବର୍ନ ଇଡିଏମ୍‌ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ: ଡିସେମ୍ବର ମାସରେ ଗୋଆରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ସନ୍‌ବର୍ନ ଇଲେକ୍ଟ୍ରୋନିକ୍ ଡ୍ୟାନ୍ସ ମ୍ୟୁଜିକ୍ ଫେଷ୍ଟିଭାଲର ଆୟୋଜକମାନଙ୍କୁ ଦିଆଯାଇଥିବା ଅନୁମତିକୁ ଗୋଆ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ…

ୟଶବର୍ଦ୍ଧନ କୁମାର ସିହ୍ନା ହେଲେ ଦେଶର ନୂତନ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ: ୟଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର ହୋଇଛନ୍ତି। ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ସେ ଶପଥ ଗ୍ରହଣ କରିଥିଲେ। ଗତ ଦୁଇ ମାସ ଧରି ମୁଖ୍ୟ ସୂଚନା କମିଶନର ପଦ ଖାଲି ପଡ଼ିଥିଲା। ଏହାପୂର୍ବରୁ, ୨୬ ଅଗଷ୍ଟରେ…

କିନ୍ନରଙ୍କ ସମର୍ଥନରେ ଅକ୍ଷୟ କୁମାରଙ୍କ ମର୍ମସ୍ପର୍ଶୀ ଭିଡିଓ !

ମୁମ୍ବାଇ: ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍‌ରୁ ଲକ୍ଷ୍ମୀ ହୋଇଥିଲେ ବି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର୍‌ଠାରୁ ଆରମ୍ଭ କରି ଏହାର ଗୀତ ବି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛି । ଆସନ୍ତା ସୋମବାର ଅକ୍ଷୟଙ୍କ କମେଡି ଓ ହରର୍ ମୁଭି ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ…

ISRO ପକ୍ଷରୁ PSLV-C49 ର ସଫଳ ଉତ୍‌କ୍ଷେପଣ

ଆନ୍ଧ୍ରପ୍ରଦେଶ: ଆଜି ପୁଣି ଏକ ମାଇଲଖୁଂଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିଶଧବନ ଲଂଚ ପ୍ୟାଡରୁ ଏହାର ଉତ୍‌କ୍ଷେପଣ କରାଯାଇଛି । ଉତ୍‌କ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ…

ବୈଜ୍ଞାନିକଙ୍କ ଦାବି; କରୋନାକୁ ହରାଇବ ଲାମା ଆଣ୍ଟିବଡ଼ି

ନୂଆଦିଲ୍ଲୀ: କରୋନା ଭୂତାଣୁ ଭଳି ମାରାତ୍ମକ ମହାମାରୀରୁ ରକ୍ଷା କରିବା ପାଇଁ ସାରା ବିଶ୍ୱରୁ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ ଟିକା ବାହାର କରିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ଯଦିଓ ଏପର୍ଯ୍ୟନ୍ତ କୌଣସି ଦେଶ ସଫଳ ସନ୍ଧାନ ନ କରିଥିଲେ ମଧ୍ୟ ଏହି ସମୟ ମଧ୍ୟରେ, ଅଧ୍ୟୟନରୁ ଜଣାପଡିଛି…

ନୂପୁର ଓ ନୋରାଙ୍କ ସହ ରୋମାନ୍ସ କରିବେ ଟାଇଗର ସ୍ରଫ୍ !

ମୁମ୍ବାଇ: ଗତମାସ କନଫର୍ମ ହୋଇଥିଲା । ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଗଣପତ୍‌ରେ ନଜର ଆସିବେ ଟାଇଗର୍ ସ୍ରଫ୍ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କୁ ମୁମ୍ବାଇର ଜଣେ ବକ୍ସର୍ ଭାବେ ଦେଖିବାକୁ ମିଳିବ । ଏବେ ଖବର ଆସିଛି ଫିଲ୍ମର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବାକୁ…

ସାଉଦିଆରବ ଏବଂ ପାକିସ୍ତାନର ବନ୍ଧୁତାକୁ ନେଇ ବଢିଲା ଅଡୁଆ; ସାଉଦିକୁ ୨ ବିଲିୟନ୍‌ ଡଲାର୍‌ ଋଣ ଫେରସ୍ତ କରିବ…

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ କାଶ୍ମୀରକୁ ନେଇ ସୃଷ୍ଟି ‌ହୋଇଥିବା ମତଭେଦ ଏବେ ଆହୁରି ଗମ୍ଭୀର ହେଲା ଭଳି ମନେ ହେଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କାଶ୍ମୀରକୁ ନେଇ ସାଉଦି ଆରବକୁ ଚ୍ୟାଲେଞ୍ଜ କରିଛନ୍ତି। କୁରେଶୀଙ୍କ ମନ୍ତବ୍ୟରେ ରାଗିଯାଇ…

ଦୀପାବଳୀ ଉପଲକ୍ଷେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତବାସୀଙ୍କୁ ବାର୍ତ୍ତା; ଏଥର ଦୀପାବଳୀ କରୋନା ବିରୁଦ୍ଧରେ ବିଜୟ…

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭର୍ଚୁଆଲ ଦିୱାଲୀ ବାର୍ତ୍ତାରେ କହିଛନ୍ତି ଯେ ଭଗବାନ ରାମ ଏବଂ ପତ୍ନୀ ସୀତା ରାବଣକୁ ପରାସ୍ତ କରି ଫେରିବା ପରେ ଲକ୍ଷ ଲକ୍ଷ ଦୀପ ଜଳାଇ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ସେହିଭଳି ଏଥର ଦିୱାଲୀ ମଧ୍ୟ ଆମେ କରୋନା ବିରୁଦ୍ଧରେ…

ଅଜୟଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଅମିତାଭ !

ମୁମ୍ବାଇ: ଖୁବଶୀଘ୍ର ଏକାଠି ଅଭିନୟ କରିବାରେ ନଜର ଆସିବେ ମେଗାଷ୍ଟାର ଅମିତାଭ ଓ ଅଜୟ ଦେବଗନ । ଫିଲ୍ମର ଟାଇଟଲ ରହିଛି "ମେ ଡେ" । ଏହି ଫିଲ୍ମ ଜରିଆରେ ପ୍ରାୟ ୭ବର୍ଷ ପରେ ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଶେଷଥର ପାଇଁ ଦୁଇ ଅଭିନେତାଙ୍କୁ ଫିଲ୍ମ ସତ୍ୟାଗ୍ରହରେ ଦେଖିବାକୁ ମିଳିଥିଲା ।…