Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାନଦୀ ଜଳ ବିବାଦ ମାମଲା, ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ । ଦୁଇ ପକ୍ଷ କମନ…

ଡାଇନୋସରର ଜୀବାଶ୍ମକୁ ବଲ ଭାବି ଖେଳୁଥିଲେ ପିଲାମାନେ, ଆସନ୍ତୁ ଜାଣିବା ତାପରେ କଣ ହେଲା

ମଂଡଲା:ମଧ୍ୟପ୍ରଦେଶର ମଂଡଲା ଅଂଚଳରେ ଡାଇନୋସରଙ୍କ ଜୀବାଶ୍ମ ମିଳିଛି । ଯାହା କି ୬.୫ କୋଟି ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ରିପୋର୍ଟ ମୁତାବକ ଶିକ୍ଷକ ପ୍ରଶାନ୍ତ ଶ୍ରୀବାସ୍ତବ ପ୍ରାତଃ ଭ୍ରମଣରେ ବାହାରିଥିଲେ । ଏହି ଅବସରରେ ସେ ଦେଖିବାକୁ ପାଇଲେ କେତେଜଣ ପିଲା ପଥରର ଏକ ଗୋଲାକାର ବସ୍ତୁ…

ଆଇଆଇଟି ଛାତ୍ରଛାତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର; ଦେଶ ତୁମକୁ ‘ଇଜି ଅଫ୍ ଡୁଇଂ ବିଜ୍‌ନେସ୍‌ ଦେବ’,ତୁମେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ପରେ ବିଶ୍ୱ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ -୧୯ ବିଶ୍ୱକୁ ଆଉ ଗୋଟିଏ କଥା ଶିଖାଇଛି ଯେ ଜଗତୀକରଣ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏଥି ସହିତ ଆତ୍ମନିର୍ଭରଶୀଳତା ମଧ୍ୟ…

ଭୂକମ୍ପରେ ଥରିଲା କାଶ୍ମୀର ଘାଟି

ଜମ୍ମୁକାଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ଆଜି ଭୋରୁ ଜମ୍ମୁ-କାଶ୍ମୀରର ପହଲଗାମ୍ ଅଂଚଳରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଶନିବାର ଭୋର ସମୟ ୪ଟା ୨୯ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି। ନ୍ୟାସନାଲ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବିଜୟ ମୁହାଁ ବାଇଡେନ୍ !

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଦିନ ବିତିଲାଣି । ତଥାପି ଚିତ୍ର ଅସ୍ପଷ୍ଟ । ବର୍ତ୍ତମାନ ସୁଦ୍ଧା ଗଣତି ଅନୁସାରେ ବିଜୟ ମୁହାଁ ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ବାଇଡେନ୍ ଆଗୁଆ ରହିଛନ୍ତି । ବାଇଡେନ୍ ୨୬୪ ଓ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ…

ଦେଶରେ ୮୪ ଲକ୍ଷ କରୋନା ପଜିଟିଭ୍, ମହାମାରୀରେ ଲକ୍ଷେ ୨୫ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି ଦୈନିକ କରୋନା କେସ । ୫୦ ହଜାରରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୩୫୭ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୦୮୧କୁ ବୃଦ୍ଧି ପାଇଛି । ସେହିପରି ଦୈନିକ ମୃତ୍ୟୁସଂଖ୍ୟାରେ ବି ବୃଦ୍ଧି…

ଏକଜିଟ୍ ପୋଲ : ବିହାରରେ ରାଜ କରିବେ ତେଜସ୍ୱୀ

ପାଟନା : ବିହାର ନିର୍ବାଚନ ସରିବା ସହିତ ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଛି । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଛରେ ପକାଇ ତେଜସ୍ୱୀ ବାଜି ମାରି ନେଇଥିବା ପ୍ରାଯ ଅଧିକାଂଶ…

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ, ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ସରିବ ବିହାର ବିଧାନସଭା ନିର୍ବାଚନ ଭୋଟିଂ । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ ଆସନରେ ଭୋଟ ଗ୍ରହଣ ଚାଲିଛି । ଏହାସହ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ…

ଦିଲ୍ଲୀ ହିଂସା: ଉମର ଖାଲିଦ ବିରୋଧରେ ୟୁଏପିଏ କାନୁନ ଅନୁସାରେ ମୋକଦ୍ଦମା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଷଡଯନ୍ତ୍ରରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଏବେ ଫସିଛନ୍ତି । ଦିଲ୍ଲୀ ସରକାର ଓ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ଏବେ ତାଙ୍କ ବିରୋଧରେ ୟୁଏପିଏ କାନୁନ ଅନୁସାରେ ମୋକଦ୍ଦମା ଚାଲିବ । ପୋଲିସ ଖୁବ୍ ଶୀଘ୍ର ଖଲିଦ ଓ ଶର୍ଜିଲ ଇମାମଙ୍କ…

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ…