Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାତି ଅଧରେ ଚୀନ୍‌ ଆକାଶରୁ ହେଲା ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡ୍ରଗ୍ସର ଅପବ୍ୟବହାର ପ୍ରାୟତଃ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, କିନ୍ତୁ ଚାଇନାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଡ୍ରଗ୍ସ ଗ୍ରହଣ କରିବା ଅନେକ ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି। ବାସ୍ତବରେ ଚାଇନାର ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। କାରଣ ଏହି ଯୁବକ…

ଫ୍ରାନ୍ସ ରାଷ୍ଟ୍ରପତି ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ ହତ୍ୟା ଧମକ

ପ୍ୟାରିସ୍:ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଇମାନୁଏଲ ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ  ହତ୍ୟା ଧମକ ଦିଆଯାଇଛି । ଗତ ମାସରେ ନିଜ ଛାତ୍ରଙ୍କୁ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି । ଫ୍ରାନ୍ସ…

ନ୍ୟୁଜିଲାଣ୍ଡ୍‌ର ମନ୍ତ୍ରୀ ପଦରେ ପ୍ରଥମ ଭାରତୀୟ ମୂଳ ନାଗରିକ ଭାବେ ଯୋଗ ଦେଲେ ପ୍ରିୟଙ୍କା

ମେଲବୋର୍ଣ୍ଣ: ପ୍ରିୟଙ୍କା ରାଧାକ୍ରିଷ୍ଣନ୍ ସୋମବାର ନ୍ୟୁଜିଲ୍ୟାଣ୍ଡର ମନ୍ତ୍ରୀ ହୋଇଛନ୍ତି, ସେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ଭାରତୀୟ ମୂଳ ନାଗରିକ। ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡନ୍ ପ୍ରିୟଙ୍କାଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳରେ ପାଞ୍ଚଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ୍‌…

ଦେଶରେ ଖସୁଛି: ୨୪ ଘଣ୍ଟାରେ ୩୮ ହଜାର କରୋନା ଆକ୍ରାନ୍ତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି । ଲକ୍ଷେ ୨୩ ହଜାର ମୃତ୍ୟୁ ସେହିପରି ଗତ ୨୪ ଘଣ୍ଟାରେ…

ବନ୍ଦେ ଭାରତ ମିଶନ: ଭାରତରୁ ଉହାନ୍‌ ଯାଇଥିବା ବିମାନରେ ୧୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଚାଇନାର ଉହାନ୍‌ ଅଭିମୁଖେ ଯାଇଥିବା ଏକ ବିମାନରେ ୧୯ ଜଣ ଯାତ୍ରୀଙ୍କ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍‌ନାକୁ ଆସିଛି। ଏହି ବିମାନ ବନ୍ଦେ ଭାରତ ମିଶନ ଅଧୀନରେ ନୂଆଦିଲ୍ଲୀରୁ ଉହାନ୍‌କୁ ଯାଇଥିଲା। ଅନ୍ୟପକ୍ଷରେ ସୋମବାର ଚୀନ୍‌କୁ ଭାରତ ଏଭଳି ଆହୁରି ଚାରିଟି…

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ଓ୍ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଭାରତ ଭଳି ହୋଇ ନଥାଏ । ଅର୍ଥାତ ଆମେରିବାସୀ ସିଧାସଳଖ ନିଜର ଶାସନ ମୁଖ୍ୟଙ୍କୁ ବାଛି ନଥାଆନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ଦ୍ୱାରା କ୍ଷମତାସୀନ ହୋଇଥାନ୍ତି ପୋଟସ୍ ବା ପ୍ରେସିଡେଣ୍ଟ୍ ଅଫ୍ ଦି…

ଶାହାରୁଖଙ୍କ ଜନ୍ମଦିନରେ ଝଲସିଲା ଦୁବାଇର ବୁର୍ଜ ଖଲିଫା

ଦୁବାଇ: ନଭେମ୍ବର ୨ରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର ଥିଲା ଜନ୍ମଦିନ। ତାଙ୍କ ସମ୍ମାନର୍ଥେ ଶାହାରୁଖଙ୍କ ଫଟୋ ସହ ଝଲସିଲା ଦୁବାଇର ଆଇକନିକ ବୁର୍ଜ ଖଲିଫା। ଏହି ସ୍ମରଣୀୟ ମୁହୂର୍ତ୍ତରୁ ଏକ ଫଟୋ ସେୟାର କରି ଶାହାରୁଖ ଲେଖିଛନ୍ତି, “ଦୁନିଆର ସବୁଠୁ ବଡ ଏବଂ ଉଚ୍ଚ ପରଦାରେ ନିଜକୁ ଦେଖି…

ଅଷ୍ଟ୍ରିଆରେ ଆତଙ୍କୀ ହମଲା: ୬ଟି ସ୍ଥାନରେ ଆଖିବୁଜା ଗୁଳିମାଡ଼

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…

ଆଜି ସାଣ୍ତ୍‌ଉଇଚ୍‌ ଦିବସ

ପ୍ରତିବର୍ଷ ନଭେମ୍ବର‌ ୩ ତାରିଖରେ ପାଳିତ ହୁଏ ‘ସାଣ୍ତ୍‌ଉଇଚ୍‌ ଦିବସ’। ସାରା ବିଶ୍ୱ‌ରେ ଏହା ଏକ ଲୋକପ୍ରିୟ ଖାଦ୍ୟ। ଏହାକୁ ପ୍ରସ୍ତୁତ କରିବା ସହଜ ଓ ଏହା ଶୀଘ୍ର ହଜମ ହୁଏ। ଏଥିରେ କ୍ୟାଲେରୀର ପରିମାଣ ବହୁତ କମ୍‌ ରହିଥାଏ। ଇଂଲଣ୍ତ୍‌ ଅନ୍ତର୍ଗତ ସାଣ୍ତ୍‌ଉଇଚ୍‌ର ଚତୁର୍ଥ ଅର୍ଲ‌୍‌ ଜନ୍‌…

ବିହାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧,୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ । ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ୧ ହଜାର ୪୬୩ ପ୍ରାର୍ଥୀ । ମୋଟ୍ ୨ କୋଟି ୮୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର…