Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୫୦ ସୁଦ୍ଧା ଭାରତର ୩୦ ସହରରେ ଦେଖାଦେବ ଜଳ ସଙ୍କଟ

ନୂଆଦିଲ୍ଲୀ: ଆଗାମୀ କିଛି ଦଶନ୍ଧି ବେଳକୁ ଭାରତର ୩୦ ସହରରେ ଜଳ ସଙ୍କଟ ଦେଖାଯିବ ବୋଲି ୱାଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ)ର ଏକ ରିପୋର୍ଟରୁ ସୂଚନା ମିଳିଛି । ଡବ୍ଲ୍ୟୁଡବ୍ଲ୍ୟୁଏଫ ୱାଟର୍ ରିସ୍କ ଫିଲ୍ଟର ରିପୋର୍ଟ ଅନୁଯାୟୀ, ଜୟପୁର, ଇନ୍ଦୋର, ଅମୃତସର, ପୁଣେ, ଶ୍ରୀନଗର,…

‘ଲୋକସଭା ଓ ରାଜ୍ୟସଭା ମିଶିଲେ ବି କଂଗ୍ରେସରେ ନାହାନ୍ତି ୧୦୦ ସାଂସଦ’

ପାଟନା: ବିହାରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ଚାଲିଛି ଜୋରଦାର ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଇଦାନରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ଡେସ୍ପାସିଟୋ’କୁ ପଛରେ ପକାଇଲା ନର୍ସରୀ ରାଇମ୍ସ “ବେବି ସାର୍କ” !

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ନୂଆ ମାଇଲଖୁଣ୍ଟ ସ୍ଥାପନ କଲା ନର୍ସରୀ ରାଇମ୍ସ ବେବି ସାର୍କ । ଦକ୍ଷିଣ କୋରିଆ କମ୍ପାନୀ ପିଙ୍କଫୋଙ୍ଗ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଗୀତଟି ୟୁଟ୍ୟୁବରେ ସବୁଠୁ ଅଧିକ ଦେଖାଯାଇଥିବା ଭିଡିଓ ଭାବେ ରେକର୍ଡ କରିଛି । ତାଜା ସ୍ଥିତିରେ…

ସୁଶାନ୍ତ ସିଂଙ୍କ ଦୁଇ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଏବେ ବି ରହସ୍ୟ ହୋଇ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଆଣିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇ ପୋଲିସ ବମ୍ବେ…

ଲକ୍‌ଡାଉନ୍ ଫିଟାଇଲା ଅଭିଷେକଙ୍କ ଭାଗ୍ୟ

ମୁମ୍ବାଇ: ସତରେ ଯେମିତି ଜୁନିଅର ବଚ୍ଚନଙ୍କୁ ନିଃଶ୍ୱାସ ମାରିବାକୁ ଆଉ ସମୟ ନାହିଁ । ସେ ଫିଲ୍ମ ହେଉ କି ୱେବ୍ ସିରିଜ୍ । ହାତକୁ ଯାହା ପ୍ରୋଜେକ୍ଟ ଆସୁଛି, ସବୁ ସାଇନ୍ କରୁଛନ୍ତି । ଏପରିକି କରୋନା ଲକ୍‌ଡାଉନ୍ ସମୟରେ ବି ତାଙ୍କୁ ଏକାଧିକ ଫିଲ୍ମ ଅଫର୍ ହୋଇଥିଲା । ଯାହାକୁ ସେ ଖସୀଖୁସୀ…

‌ନିଜ ଝିଅକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ମହିଳାଙ୍କୁ ମିଳିଲା ୭୨୩ ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ଜଣେ ମହିଳାଙ୍କୁ ନିଜ ଝିଅ ଏବଂ ସାବତ ଝିଅକୁ ଯୌନ ଶୋଷଣ ଅଭିଯୋଗରେ ୭୦୦ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥି ସହିତ, ଅଭିଯୁକ୍ତ ଲିସା ଲେସର୍‌ଙ୍କ ସ୍ୱାମୀ ମାଇକେଲ ଲେସର୍‌ଙ୍କୁ ଏହି ମାମଲାରେ ୪୩୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୪୧…

କାମ ଦେଉଛି CureVacର କରୋନା ଟିକା, ଖୁବଶୀଘ୍ର ଆସିପାରେ ବଜାରକୁ

ୟୁରୋପ: ଚାରିଆଡେ ମାରାତ୍ମକ ଭାଇରାସ କରୋନାକୁ ନେଇ ହା ହା କାର । ଏହାର ମୁକାବିଲା ପାଇଁ ପ୍ରାୟ ସବୁ ଦେଶ ଟିକା ତିଆରି କିରବାରେ ଲାଗି ପଡିଛନ୍ତି । ଏହାରି ଭିତରେ ଜର୍ମାନ ବାୟୋଟେକ କମ୍ପନୀ କିଓରଭାକ(CureVac)ର CVnCoV ନାମକ କରୋନା ଟିକା ମଣିଷ ଶରୀରରେ ଫଳପ୍ରଦ ହେଉଥିବା କମ୍ପାନୀ ଦାବି…

ନିର୍ମାଣ ହେବ ଫିଲ୍ମ ଧର୍ମପୁତ୍ରର ରିମେକ୍ ଭର୍ସନ୍ !

ମୁମ୍ବାଇ: ୟଶରାଜ ଫିଲ୍ମସ ନିର୍ମାଣ କରିବ ଏକ ହିନ୍ଦୀ କ୍ଲାସିକାଲ୍ ମୁଭିର ରିମେକ୍ ଭର୍ସନ୍ । ଏହି ପ୍ରସ୍ତାବିତ ଫିଲ୍ମରେ ଦୁଇ ଚର୍ଚ୍ଚିତ ଚେହେରା ଲିଡ୍ ପେୟାର ଭାବେ ନଜର ଆସିବେ । ଫିଲ୍ମ ମେକର ଆଦିତ୍ୟ ଚୋପ୍ରା ଏହି ଫିଲ୍ମ ଜରିଆରେ ସମାଜିକ ବିଦ୍ୱେଷକୁ ଭୁଲାଇ ଭାଇଚାରା ସୃଷ୍ଟି କରିବାକୁ…

ଏକ ମିନିଟ୍‌ରେ ୩୪ଟି ପୁଲ୍‌ଅପ୍‌ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମ ଭର୍ଜିନିଆରେ ଅବସ୍ଥିତ ଫିଟନେସ୍ ପ୍ରଶିକ୍ଷକ ରୁପା ହୁଲେଟ୍ ଏକ ଏକ ମିନିଟରେ ୩୪ ଟି ପୁଲ୍‌ଅପ୍‌ସ ମାରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାଁକୁ ସାମିଲ୍ କରିଛନ୍ତି। ରୁପା କହିଛନ୍ତି ଯେ ସେ ଲକ୍‌ଡାଉନ୍‌ ସମୟରେ ଟାଇମପାସ୍‌ ପାଇଁ ଅନେକ ଫିଟ୍‌ନେସ…

ରାତି ଅଧରେ ଚୀନ୍‌ ଆକାଶରୁ ହେଲା ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡ୍ରଗ୍ସର ଅପବ୍ୟବହାର ପ୍ରାୟତଃ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, କିନ୍ତୁ ଚାଇନାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଡ୍ରଗ୍ସ ଗ୍ରହଣ କରିବା ଅନେକ ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି। ବାସ୍ତବରେ ଚାଇନାର ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। କାରଣ ଏହି ଯୁବକ…