Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ଶକ୍ତ ଧକ୍କା, ସୁଶୀଲ ମୋଦିଙ୍କୁ କରୋନା

ପାଟନା: ବିହାର ନିର୍ବାଚନ ପ୍ରଚାରରେ ଗୁରୁବାର ବିଜେପିକୁ ଶକ୍ତ ଧକ୍କା ଲାଗିଛି । ବରିଷ୍ଠ ନେତା ସୁଶୀଲ ମୋଦି କରୋନା ଆକ୍ରାନ୍ତ ହୋଇଛନ୍ତି । ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରାଦାର ଚାଲିଛି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି । ଆଜି…

ଟ୍ୱିଟରକୁ କାହିଁକି ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲେହ-ଲଦାଖର ଅବସ୍ଥିତି ସମ୍ପର୍କରେ ମ୍ୟାପରେ ଭୁଲ୍ ଦର୍ଶାଇଛି ଟ୍ବିଟର। ଯାହା ପରେ ଟ୍ୱିଟରକୁ କଡ଼ା ଚେତାବନୀ ଦେଇଛି ଭାରତ। କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ କଡା…

ଅସନ୍ତୁଷ୍ଟ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ, ବାଦ୍ ପଡିବେ ପ୍ରମୁଖ ଖେଳାଳି !

ତାମିଲନାଡୁ: ଦିନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ସବୁଠୁ ଭରଷାଯୋଗ୍ୟ ଦଳ ଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ । ହେଲେ ଏବେ ସତେ ଯେପରି ସେ ଦିନ ଅତୀତ ହୋଇଯାଇଛି । ଚଳିତବର୍ଷ ଆଇପିଏଲ୍‌ରେ ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଫ୍ଲେମିଂ ସ୍ୱିକାର କରିବା ପରେ ଦଳର ମ୍ୟାନେଜମେଣ୍ଟ…

ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ସାମିଲ ହେଲେ ମୋଦି

ନୂଆଦିଲ୍ଲୀ: କରୋନା ଭିତରେ ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପାଂଚ ଦିନିଆ ଦୁର୍ଗା ପୂଜା । ଆଜି ମା ଜଗତଜନନୀଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି ।…

ପୋଲିସ ଅଫିସରଙ୍କୁ ନିଲମ୍ବିତ କଲା ଦାଢି !

ଉତ୍ତରପ୍ରଦେଶ: ଆଜିକାଲି ଦାଢି ରଖିବା ଫ୍ୟାସନ ପାଲଟିଛି । ଚାକିରିଆ ହୁଅନ୍ତୁ ଅବା କଲେଜ ପଢୁଆ ଯୁବକ । ଟ୍ରେଣ୍ଡ ସେଟର୍ ପାଲଟିଛି ଭଳିକିଭଳି ବିଅର୍ଡ ଷ୍ଟାଇଲ୍ । ହେଲେ ଦାଢି ରଖିବା କିନ୍ତୁ ଜଣେ ପୋଲିସ ଅଫିସରଙ୍କୁ ମହଙ୍ଗା ପଡିଛି । ଏପରିକି ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଛି ।…

ପାଲଘର ସାଧୁ ହତ୍ୟା ମାମଲା: ଆଉ ୨୪ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ପାଲଘର ସାଧୁଙ୍କ ହତ୍ୟା ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ । ସିଆଇଡି ଏମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୪ ଅଭିଯୁକ୍ତଙ୍କୁ ଦହାନୁ କୋର୍ଟରେ ସିଆଇଡି ହାଜର କରିଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୨୮ ଜଣ ଗିରଫ ହୋଇସାରିଲେଣି । ଏହି…

ଦିଲ୍ଲୀ ହିଂସା : ୩ଟି ଅଲଗା ମାମଲାରେ ତାହିରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଭାବେ ବିବେଚନା କରାଯାଉଥିବା ତାହିର ହୁସେନଙ୍କ ୩ଟି ଅଲଗା ଅଲଗା ମାମଲାର ଜାମିନକୁ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଆମ ଆଦମୀ ପାର୍ଟିର ଏହି ପୂର୍ବତନ ପାର୍ଷଦ ଅଂଚଳରେ ସବୁଠାରୁ ବେଶୀ ହିଂସା ହୋଇଥିଲା । ଅପରପକ୍ଷରେ ପ୍ରବର୍ତନ ନିର୍ଦ୍ଦେଶାଳୟ…

ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍

ଭୁବନେଶ୍ୱର: ଉପରୋକ୍ତ ହେଡ୍‌ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍‌ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ…

ରିମେକ୍ ହେବ ଅମିତାଭଙ୍କ ନମକ୍ ହଲାଲ୍‌, ହେଲେ ଷ୍ଟାରକାଷ୍ଟ କିଏ ?

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ଲାସିକାଲ୍ ଫିଲ୍ମଗୁଡିକର ରିମେକ ଲିଷ୍ଟରେ ପୂର୍ବରୁ ରହିଛି ଜଂଜିର, ଡନ୍ ଓ ଅଗ୍ନିପଥ । ଏହି ତିନୋଟି ଫିଲ୍ମର ରିମେକ ଭର୍ସନକୁ ଦର୍ଶକଙ୍କ ତରଫରୁ ମିଳିଥିଲା ମିଶ୍ରିତ ପ୍ରତିକ୍ରିୟା । ତେବେ ଆଗାମୀ ଦିନରେ ମେଗାଷ୍ଟାରଙ୍କର ଆଉ ଏକ କ୍ଲାସିକାଲ୍ ମୁଭି…

ଚୀନରେ ଆମେରିକା ଅଧିକାରୀମାନେ ଅଜଣା ରୋଗରେ ଆକ୍ରାନ୍ତ, ଡ୍ରାଗନ ଷଡଯନ୍ତ୍ର କରୁନି ତ!

ୱାଶିଂଟନ: ଚୀନରେ ରହୁଥିବା ଆମେରିକା ଅଧିକାରୀମାନେ ହଠାତ୍ ଅଜଣା ରୋଗରେ ପଡୁଛନ୍ତି । ଏଥିନେଇ ଚୀନ କିଛି ଷଡଯନ୍ତ୍ର କରୁଥିବା ଅନୁମାନ କରାଯାଉଛି । ଗୁଆଙ୍ଗଝୋରେ ବୈଦେଶିକ ବିଭାଗରେ କାର୍ଯ୍ୟରତ ଅଧିକାରୀ ଲେନଜୀ ଏବଂ ତାଙ୍କ ସ୍ତ୍ରୀ ଏହି ଅଜଣା ବ୍ୟାଧିରେ ଶୀକାର ହୋଇଛନ୍ତି । ଆଖି ଖୋଲି ନ…