Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ । ରବିବାର ପୁଡୁଚେରୀର ବିଜୟକୁମାର ନାମକ…

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ

ପାଟନା: ବିହାରର ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି । ପରିସର ମଧ୍ୟରେ ଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ କୌଣସି ଟଙ୍କା ଜବତ ହୋଇ ନାହିଁ ବୋଲି କହିଛି । ପରିସର ବାହାରେ ଥିବା ଏକ…

ଭିସା ଓ ଭ୍ରମଣ କଟକଣାରେ ପର୍ଯ୍ୟାୟକ୍ରମେ କୋହଳ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତି ଯୋଗୁଁ ଭାରତ ସରକାର ୨୦୨୦ ଫେବୃୟାରୀଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆନ୍ତର୍ଜାତିକ ଯାତ୍ରୀମାନଙ୍କ ଯାତାୟତ ଉପରେ କଟକଣା ଜାରି କରିଥିଲେ । ଏହା ଫଳରେ ଭାରତ ଭିତରୁ ବାହାରକୁ ଏବଂ ବାହାରୁ ଭାରତକୁ ଯାତ୍ରୀମାନଙ୍କ ଯାତାୟତ ପ୍ରାୟତଃ ବନ୍ଦ ରହିଥିଲା ।…

ଫିକା ପଡିଲା ପ୍ରଥମ ଡେଟ୍; ପାର୍ଟନରର ଉଦାରତା ମାପିବାକୁ ୨୩ ଜଣ ସମ୍ପର୍କୀୟଙ୍କ ସହ ପହଞ୍ଚିଲେ ମହିଳା

ବେଜିଂ: ପ୍ରଥମ ଡେଟ୍ ସବୁବେଳେ କଠିନ ଅଟେ । ବିଶେଷକରି ଯେତେବେଳେ ଏହା ବ୍ଲାଇଣ୍ଡ ଡେଟ୍ ହୋଇଥାଏ। ଆପଣ କ’ଣ ଚାହାନ୍ତି ଆପଣଙ୍କୁ ଜଣା ନଥାଏ ଏହାସତ୍ତ୍ୱେ ମଧ୍ୟ ଆପଣ ଆଶା କରନ୍ତି ଯେପରି ଏହି ଡେଟ୍ ଟି ପରଫେକ୍ଟ ହେଉ। ପ୍ରଶ୍ନ ହେଉଛି, ଆପଣ ଆପଣଙ୍କର ଡେଟରେ ନିଜ ପାର୍ଟନରଙ୍କ ଚରିତ୍ର କେବେ…

[ଭିଡିଓ] ୟୁ-ଟ୍ୟୁବକୁ ପୁଣି ଫେରିଲେ ଧିନ୍‌ଚାକ୍ ପୂଜା

ନୂଆଦିଲ୍ଲୀ: କଳ୍ପନାଠାରୁ ଅଧିକ ଭୟାଭହ ସାବ୍ୟସ୍ତ ହୋଇଛି ବର୍ଷ ୨୦୨୦ । ତେବେ କରୋନା ମହାମାରୀ ପରେ ଏବେ ଆଉ ଏକ ମହାମାରୀ ସୋସିଆଲ ମିଡିଆରେ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଧିନ୍‌ଚାକ୍ ପୂଜାଙ୍କ ଭିଡିଓଟି ବହୁ ପୂର୍ବରୁ ରିଲିଜ୍ ହୋଇଥିଲେ ବି ଏବେ ଚର୍ଚ୍ଚାକୁ ଆସିଛି । ନୂଆ ଭିଡିଓର…

[ଭିଡିଓ] ବଜାରକୁ ଆସିବ ନନ୍‌ଭେଜ ଫ୍ଲେବର୍‌ର ଆଇସକ୍ରିମ୍ ‌!

ଭୁବନେଶ୍ୱର: ବର୍ଷ ୨୦୨୦ ଅନେକ ଅଜବଗଜବ ଖାଦ୍ୟ ସାମ୍ନାକୁ ଆଣିଥିଲା । ଚକୋଲେଟ୍ ଚିକେନଠାରୁ ଆରମ୍ଭ କରି ଆଇସକ୍ରିମ୍ ବରା ସାଙ୍ଗକୁ ରେଡ୍ ସସ୍ ପାସ୍ତା ଦୋଷା ବିଷୟରେ ବି ଲୋକେ ଜାଣିବାକୁ ତଥା ଚାଖିବାକୁ ପାଇଥିଲେ । ହେଲେ ଏବେ ଖବର ମିଳିଛି ଏକ ସଂସ୍ଥା କୁଆଡେ ମାଂସ ଫ୍ଲେବରର ଆଇସକ୍ରିମ୍ ବି…

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…

ଆସାମର କଳାକାର ମେଡିସିନ୍‌, ସିରିଞ୍ଜରେ ତିଆରି କଲେ ମାଆ ଦୁର୍ଗାଙ୍କ କଳାକୃତି

ଗୌହାଟୀ: ଆସାମର ଜଣେ କଳାକାର ୩୦ ହଜାର ଏକ୍ସପାୟର୍ଡ ମେଡିସିନ ଓ ସିରିଞ୍ଜ ମାଆ ଦୁର୍ଗାଙ୍କ ମନୋଲୋଭା କଳାକୃତି ପ୍ରସ୍ତୁତ କରିଛନ୍ତି । ଧୁବରୀ ଅଂଚଳର ଏହି କଳାକାରଙ୍କ ନାମ ହେଲା ସଞ୍ଜୀବ ବସକ । ସେ ଏହା ପୂର୍ବରୁ ଦିଆସିଲ କାଠିରେ ଓ ତାରରେ ମାଆଙ୍କ ମୂର୍ତି କରିଥିଲେ । ଲକଡାଉନ ସମୟରେ ଅନେକ…

୧ ଲକ୍ଷ ୭୨ ହଜାର ବର୍ଷ ପୁରୁଣା ନଦୀର ମିଳିଲା ସନ୍ଧାନ

ନୂଆଦିଲ୍ଲୀ: ମରୁଭୂମିରେ ହଜିଯାଇଥିବା ୧ ଲକ୍ଷ ବର୍ଷରୁ ଅଧିକ ପୁରୁଣା ନଦୀର ସନ୍ଧାନ ମିଳିଛି । ବିକାନୀର ନିକଟ ଥର ମରୁଭୂମିରେ ସୁପ୍ତ ହୋଇ ପଡିଥିିବା ଏହି ନଦୀକୁ ଖୋଜି ପାଇଛନ୍ତି ଅନ୍ତର୍ଜାତୀୟ ଗବେଷକ ଦଳ । ଗବେଷକଙ୍କ ସୂଚନା ଅନୁସାରେ ଏହି ନଦୀ ୧ଲକ୍ଷ ୭୨ ହଜାର ବର୍ଷ ପୁରୁଣା । ସେତେବେଳର…

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର ଫୋନ କରିବାରୁ ସେ ଉଠାଇ…