Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ନୌସେନାରେ ସାମିଲ ହେବ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇବେ । ପ୍ରୋଜେକ୍ଟ…

ଜିତିଲେ ସଞ୍ଜୟ ଦତ୍ତ, ହାରିଲା କ୍ୟାନସର

ମୁମ୍ବାଇ: ଦଶହରାରେ ଫ୍ୟାନଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ହାରିଲା କ୍ୟାନସର, ଜିତିଲେ ସଞ୍ଜୁ ବାବା । ମାରାତ୍ମକ କର୍କଟ ରୋଗ ସହ ଲଢ଼ି ସେ ସୁସ୍ଥ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ଏହି ଖୁସି ଖବର ଦେଇଛନ୍ତି ସଞ୍ଜୟ ଦତ୍ତ । ଏହି ଖବର ତାଙ୍କର ଲକ୍ଷ ଲକ୍ଷ…

ମହାରାଷ୍ଟ୍ରରେ ସିବିଆଇକୁ ନୋ ଏଣ୍ଟ୍ରି, ପ୍ରବେଶ ପୂର୍ବରୁ ଅନୁମତି ଆବଶ୍ୟକ

ମୁମ୍ବାଇ: ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାସ୍ତାରେ ମହାରାଷ୍ଟ୍ର । କୌଣସି ନୂଆ ମାମଲାର ତଦନ୍ତ ପାଇଁ ମହାରାଷ୍ଟ୍ର ଆସିଲେ ଏଣିକି ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଦ୍ଧବ ଠାକରେଙ୍କ ସରକାର । ସିବିଆଇକୁ ତଦନ୍ତ ପାଇଁ…

ବାଣୀ କାପୁରଙ୍କୁ ଧରି ଗାଁ ଚଣ୍ଡିଗଡରେ ପହଂଚିଲେ ଅଭିନେତା ଆୟୁଷ୍ମାନ୍ !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ଆୟୁଷ୍ମାନ ଖୁରାନା । ବଜେଟ୍ କମ୍ ହେଲେ ବି ତାଙ୍କ ଫିଲ୍ମ ସବୁବେଳେ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଥାଏ । ଏପରିକି ଫିଲ୍ମ ନିର୍ମାତାମାନେ ବି ତାଙ୍କୁ ଗ୍ୟାରେଣ୍ଟିର ସହ ସାଇନ୍ କରାଇଥାନ୍ତି । ଆଗାମୀ ଦିନରେ ଏହି ଅଭିନେତା ଏକ ନୂଆ ପ୍ରୋଜେକ୍ଟରେ ନଜର…

ନାସାର ଓସିରିସ୍‌-ରେକ୍ସ ଆଷ୍ଟରୟେଡ ବେନକୁ ଛୁଇଁଲା, ଜାପାନ ପରେ ଆମେରିକାକୁ ବଡ ସଫଳତା

ନ୍ୟୁୟର୍କ: ଆମେରିକା ସ୍ପେଶ ଏଜେନ୍ସି ବୁଧବାର ଆଉ ଏକ ସଫଳତା ହାସଲ କରିଛି । ଜାପାନର ପରେ ଦ୍ୱିତୀୟ ଦେଶ ଭାବେ ନାସାର ମହାକାଶଯାନ ଓସିରିସ୍‌-ରେକ୍ସ ମହାକାଶରେ ଆଷ୍ଟରୟେଡ ବେନୁକୁ ଛୁଇଁବାରେ ସଫଳ ହୋଇଛି । ଏଥିରୁ ନମୁନା ମଧ୍ୟ ସଂଗ୍ରହ କରିଛି ଓସିରିସ୍‌-ରେକ୍ସ । ନାସାର ଏହି ମହାକାଶଯାନ…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଆସନ୍ତୁ ଜାଣିବା ବିହାର ନିର୍ବାଚନ ପ୍ରଚାର ବେଳେ ହଠାତ୍ କାହିଁକି ସାର୍ଟ ଚିରି ପକାଇଲେ କଂଗ୍ରେସ ପ୍ରାର୍ଥୀ

ସମସ୍ତୀପୁର: ବିହାର ନିର୍ବାଚନର ପ୍ରଚାର ଜୋର ଧରିବାରେ ଲାଗିଛି । ବିଭିନ୍ନ ଦଳ ମତଦାତାଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ବୁଧବାର ରୋସଡା ବିଧାନସଭା ଅଂଚଳର କଂଗ୍ରେସ ପ୍ରାର୍ଥୀ ନାଗେନ୍ଦ୍ର କୁମାର ବିକଳ ପ୍ରଚାର ବେଳେ ହଠାତ୍ ତାଙ୍କ ସାର୍ଟ ଚିରି ପ୍ରତିଜ୍ଞା…

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

ପାକିସ୍ତାନ ଭିଜା ପାଇଁ ଆଫଗାନିସ୍ତାନରେ ଦଳଚକଟା, ୧୫ ମୃତ

ନାଙ୍ଗରହାର: ଆଫଗାନିସ୍ତାନର ନାଙ୍ଗରହାର ଅଂଚଳରେ ପାକିସ୍ତାନ ଯିବା ପାଇଁ ଭିଜା ପ୍ରଦାନ କରାଯାଉଥିଲା । ଏଥିପାଇଁ ଏକ ଷ୍ଟାଡିୟମର ଆୟୋଜନ କରାଯାଇଥିଲା ସୁଦ୍ଧା ଏତେ ମାତ୍ରାରେ ଭୀଡ ହୋଇଥିଲା ଯେ, ଦଳଚକଟାରେ ୧୫ ଲୋକ ମୃତ୍ୟୁବରଣ କରିଛନ୍ତି । ଗଭର୍ଣ୍ଣର ଅତାଉଲ୍ଲାହ ଖୋୟାଗନୀ ଏହି ଦୁଃଖଦ ଘଟଣା…

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ…