Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ । ରିପୋର୍ଟ ଅନୁୂଯାୟୀ…

ଏକାଠି ଆସୁଛନ୍ତି ରଣଦୀପ ହୁଡ୍ଡା ଓ ଇଲିଆନା ଡି’ କ୍ରୁଜ !

ମୁମ୍ବାଇ: ଆଗାମୀ ଦିନରେ ଖୁବଶୀଘ୍ର ଫ୍ଲୋରକୁ ଆସିବ ଫିଲ୍ମ "ଅନ୍‌ଫେୟାର୍ ଆଣ୍ଡ ଲଭଲି" । ଫିଲ୍ମର ଟାଇଟଲ୍ ଭଳି ଏହାର କାହାଣୀ ବି ଟିକେ ହଟ୍‌କେ ରହିଛି । ମୁଖ୍ୟ ଭୂମିକାରେ ରଣଦୀପ ଓ ଇଲିଆନା ଥିବାବେଳେ ସୋନୀ ପିକ୍‌ଚର୍ସ ବ୍ୟାନର ତଳେ ଏହା ନିର୍ମିତ ହେବ । କମେଡି ଓ ଗୋରା ରଙ୍ଗର ଚେହେରାକୁ…

୨୩ ତାରିଖରେ ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି, ୧୨ ଦିନରେ ୧୨ ରାଲି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ଏବେ ଚଳଚଞ୍ଚଳ । ଜୋରଦାର ହେଲାଣି ପ୍ରଚାର । ବିଜେପି ପାଇଁ ବିହାରରେ ୧୨ଟି ରାଲି କରିବେ ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୩ ତାରିଖରୁ ପ୍ରଚାର ମୈଦନାକୁ ଓହ୍ଲାଇବେ ମୋଦି । ପ୍ରଥମ ପ୍ରଚାର ରାଲି ସାସାରାମରେ…

କରୋନାରେ ଆଖି ବୁଜିଲେ ବିହାର ସରକାରରେ ଜଣେ ମନ୍ତ୍ରୀ

ପାଟନା: କରୋନାରେ ଆଖି ବୁଜିଲେ ବିହାର ସରକାରଙ୍କ ଜଣେ ମନ୍ତ୍ରୀ । ଜେଡିୟୁର ବରିଷ୍ଠ ନେତା ତଥା ପଞ୍ଜାୟତିରାଜ ମନ୍ତ୍ରୀ କପିଲ ଦେଓ କାମତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ତଳେ କପିଲ ଦେଓ କାମତ କରୋନା…

ଜିଡିପିକୁ ନେଇ ମୋଦି ସରକାରକୁ ଟାର୍ଗେଟ କଲେ ରାହୁଲ; କହିଲେ ପାକିସ୍ତାନ ଓ ଆଫଗାନିସ୍ତାନ ବି..

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଓ ଜିଡିପି ଗ୍ରୋଥରେ ହ୍ରାସକୁ ନେଇ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ (ଆଇଏମଏଫ୍‌)ର ରିପୋର୍ଟ ଚିନ୍ତା ବଢାଇଛି । ଯାହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି କହିଛନ୍ତି ଯେ…

ଦିବ୍ୟାଙ୍ଗ ଛାତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ଛାତ୍ରୀଙ୍କୁ ପିଠିରେ ବୋହି ପାହାଡ ଚଢିଲେ ଶିକ୍ଷକ

ଏଥେନ୍ସ: ଶିକ୍ଷକ ହେବ ତ ଏମିତି। ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଛାତ୍ରୀଙ୍କୁ ପିଠିରେ ବୋହି ପାହଡ ଚଢିଲେ ସାର୍‌। ଗ୍ରୀସ୍‌ର ଆଥଲେଟ୍ ମାରିଓସ୍‌ ଜିଆନାକୋ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଏକ ନିଆରା କାର୍ଯ୍ୟ କରିଛନ୍ତି। ଯାହା…

କୋରୋନା କାଳରେ ଓଡ଼ିଶାକୁ କେତେ କେନ୍ଦ୍ରୀୟ ସହାୟତା ? ହିସାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ୩ କୋଟି ୧୭ ଲକ୍ଷ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଦିଆଯାଇଛି । ପିଏମ୍ କିଷାନ ଯୋଜନାରେ ୨୦.୩ ଲକ୍ଷ…

ଭାରତର ନାନ୍ ଓ ଚନା ମସାଲାକୁ ତାଇୱାନ୍ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୋଟିଏ ପଟ‌େ ଚୀନ୍ ସହ ତାଇୱାନ୍‌ର ବିବାଦ ଚାଲିଥିବାବେଳେ ତାଇୱାନ୍‌ର ଭାରତ ପ୍ରତି ଅହେତୁକ ପ୍ରେମ ଦେଖିବାକୁ ମିଳିଛି। ବର୍ତ୍ତମାନ ପୁଣି ଥରେ ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ୍‌ ୱେନ୍‌ଙ୍କୁ ଭାରତୀୟ ସଂସ୍କୃତି ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଛି। ତାଇୱାନ୍‌ର…

କରୋନା ରୋଗୀଙ୍କ ଉପରେ କାମ ଦେଉନି ରେମଡେସିଭିର୍

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ହେଉ ନାହିଁ ରେମଡେସିଭ୍ । କୋରାନ ଆକ୍ରାନ୍ତଙ୍କ ଉପରେ ରେମଡେସିଭିର‌ର ସ୍ୱଳ୍ପ କିମ୍ବା ଶୂନ୍ୟ ପ୍ରଭାବ ରହିଛି । ଏହି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାସହ WHO କହିଛି, କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ରଖିବା ଅର୍ଥାତ…

ବଲିଉଡ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ

ମୁମ୍ବାଇ: ଭେଟେରାନ୍ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଫିସିଆଲ୍ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି କୁମାର ସାନୁଙ୍କ ଟିମ୍ । ତାଙ୍କ ଟିମ୍ ଲେଖିଛନ୍ତି, ସାନୁ ଦା କରୋନା ପଜିଟିଭ୍ ବାହାରିଛନ୍ତି । ଆରୋଗ୍ୟ କାମନା ପାଇଁ…