Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କମୁଛି କରୋନା କେସ୍: ଦିନକରେ ଦେଶରେ ୬୩ ହଜାର ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ ହଜାର ତଳେ ରହୁଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୩୭୧ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ କୁ ବୃଦ୍ଧି ପାଇଛି । ଦେଶରେ…

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ଭୁବନେଶ୍ୱର: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷାଫଳ । ଛାତ୍ରଛାତ୍ରୀ ww.ntaneet.nic.in କିମ୍ୱା nta.ac.inରୁ ରେଜଲ୍ଟ ଜାଣି ପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ଗୁଟୁଖା ପାଇଁ ଗିରଫ ହେବେ ଅଭିନେତା ସଚ୍ଚିନ ଜୋଶୀ !

ତେଲେଙ୍ଗାନା: ବେପାରରୁ ବେପାରୀ । ଅଭିନୟରୁ ଅଭିନେତା ।  ଏହି ଦୁଇଟି ଦିଗରେ ବେଶ ଭଲ ଭାବେ ଭାରସାମ୍ୟ ରକ୍ଷା କରିଆସୁଥିଲେ ଅଭିନେତା ସଚ୍ଚିନ ଜୋଶୀ । ତେବେ କରୋନା କଟକଣାରେ ତାଙ୍କ ସନ୍ତୁଳନ ଟିକେ ଦୋହଲିଯାଇଛି ଭଳି ମନେ ହେଉଛି । ଆଉ ସେଥିପାଇଁ ପୋଲିସ ତାଙ୍କ ବିରୋଧରେ ଆଣିଛି ବେଆଇନ ଗୁଟୁଖା…

ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ମାମଲା : ଜେଲ୍ ଗଲେ ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ମୁମ୍ବାଇ: କର୍ତବ୍ୟରତ ପୋଲିସ କର୍ମଚାରୀ ଉପରକୁ ଆକ୍ରମଣ କରିବା ମାମଲାରେ ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ କୋର୍ଟ ଦଣ୍ଡାଦେଶ କରିଛନ୍ତି । ଯଶୋମତୀଙ୍କୁ ୩ ମାସ ଜେଲ୍ ଓ ୧୫ ହଜାର ଟଙ୍କା ଜରିମାନା ବାବଦରେ ଦେବାକୁ ପଡିବ । ୮ ବର୍ଷ ତଳର ଏହି ପୁରୁଣା…

କୋଭିଡ-୧୯ ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା…

ପବ୍‌ଜିରୁ ବନ୍ଧୁତା, ପରେ ଗଣଦୁଷ୍କର୍ମ ଓ ଶେଷରେ ବ୍ଲାକମେଲିଂ !

ମଧ୍ୟପ୍ରଦେଶ: ନାବାଳକଙ୍କ ଅମାନୁଷିକ କାଣ୍ଡ । ନାବାଳିକାକୁ କରିଥିଲେ ଟାର୍ଗେଟ୍ । ବୁଧବାର ଭୋପାଳ ସହରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଥିଲା । କାହିଁକି ନା ଗଣଦୁଷ୍କର୍ମର କାର୍ପଟଦାର ସାଜିଥିଲେ ତିନିଜଣ ନାବାଳକ । ଅନ୍ୟପଟେ ପୀଡିତା ବି ମାତ୍ର…

ଡେନମାର୍କରେ କରୋନା ଯୋଗୁ ଯିବ ୧୦ ଲକ୍ଷ ନେଉଳଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସ ଡେନମାର୍କରେ କମିବାରେ ନାମ ନେଉ ନାହିଁ । ଏହା ଧିରେ ଧିରେ ମଣିଷରୁୁ ପଶୁଙ୍କୁ ମଧ୍ୟ ବ୍ୟାପିବାରେ ଲାଗିଛି । ଡେନମାର୍କରେ ନେଉଳଙ୍କ ମଧ୍ୟରେ କରୋନା ବ୍ୟାପିବା ଯୋଗୁ ସରକାର ଚିନ୍ତାରେ ପଡିଛନ୍ତି । ଏହା ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ସ୍ଥାନୀୟ ସରକାର କଠୋର…

ଧାରା ୩୭୦ ପୁନଃସ୍ଥାପନ ପାଇଁ ତିଆରି ହେଲା ନୂଆ ମେଂଟ

ନୂଆଦିଲ୍ଲୀ: କଶ୍ମୀରରେ ଧାରା ୩୭୦ ପୁନଃସ୍ଥାପନ ପାଇଁ ଅଧିକାଂଶ ସ୍ଥାନୀୟ ପାର୍ଟି ଏକଜୁଟ ହୋଇଛନ୍ତି । ସେମାନେ ମିଳିତ ଭାବେ ମେଂଟ ଗଠନ କରିବା ସହ ଏହାର ନାମ ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନ ରଖିଛନ୍ତି । ଏଥିରେ ନ୍ୟାସନାଲ କନଫେରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା, ପିପୁଲ୍ସ…

ଭାରତ ବିରୋଧରେ ଯିବା ପାଇଁ ନେପାଳର ଓଲି, ପ୍ରଚଣ୍ଡ ଚୀନଠାରୁ ନେଇଥିଲେ ୯୦୦ କୋଟି ଟଙ୍କାର ଲାଂଚ

କାଠମାଣ୍ଡୁ: ନେପାଳ ହଠାତ୍ କାହିଁକି ଭାରତ ବିରୋଧୀ ହୋଇପଡିଲା ସେ ନେଇ ବୁଦ୍ଧିଜୀବୀମାନେ କାରଣ ପାଉ ନ ଥିଲେ । ଧିରେ ଧିରେ ଏହି ଷଡଯନ୍ତ୍ରରୁ ପରଦା ଉଠିବାରେ ଲାଗିଛି । ନେପାଳୀ ନ୍ୟୁଜ୍ ସାଇଟ୍ ମାଇ ରିପବ୍ଲିକ୍ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭଟ୍ଟ ରାଇ କହିଛନ୍ତି ପିଏମ୍ କେପି ଶର୍ମା…

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ କେବଳ ୨୫୦ ଲୋକଙ୍କୁ ଦୈନନ୍ଦିନ ମନ୍ଦିର ଭିତରକୁ ଯିବାକୁ…