Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ଆକ୍ରାନ୍ତ, ୫ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ହାର । ଦେଶରେ ୮୬ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୨କୁ ବୃଦ୍ଧି ପାଇଛି ।…

ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ପୂର୍ବରୁ କେବେ ହୋଇଥିଲେ ସିଏମ୍ ?

ପାଟନା: ବିହାର ବାଜି ଜିତିଛି ଏନଡିଏ । ୧୨୫ ଆସନରେ ବହୁମତ ହାସଲ କରିଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ମୁଖ୍ୟ ନୀତିଶ କୁମାର । ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ ନୀତିଶ । ସେ ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ନିର୍ବାଚନ…

ବିହାରରେ ଏନଡିଏ ସରକାର: ୧୨୫ ଆସନ ସହ ବହୁମତ ହାସଲ, ୧୧୦ ସିଟରେ ଅଟକିଲା ମହାମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପିର ସୁପର ସୋ । କ୍ଷମତା ଲଢ଼େଇରେ ପୁଣି ଏନଡିଏ ହାତରେ ବିହାର ଶାସନ ଡ଼ୋରି ଧରାଇଛନ୍ତି ବିହାର ଭୋଟର । ୧୨୫ ଆସନ ସହ ବହୁମତ ହାସଲ କରିଛି ଏନଡିଏ । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ଥିଲା ୧୨୨ । ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବରେ ଉଭା ହୋଇଛି ।…

ବିହାର ରେଜଲ୍ଟ; ତେଜସ୍ୱୀ ଯାଦବଙ୍କ ପାଇଁ ଖଳନାୟକ ସାଜିଲେ ଓବେସି

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ବିଜେପି ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ବିଫଳ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ସମସ୍ତ ୨୪୩ଟି ଆସନରେ ଫଳାଫଳ ଘୋଷଣା…

ଶ୍ରୀଦେବୀଙ୍କ ସହ ରୋମାନ୍ସ କରିବାକୁ ଡରୁଥିଲେ ସଲମାନ ଖାନ; ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ସହ ପ୍ରାୟ ସବୁ କଳାକାର ସ୍କ୍ରିନ୍ ରେ ଦେଖାଯିବାକୁ ଚାହାଁନ୍ତି। ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖିବା ସହ ବକ୍ସ ଅଫିସରେ ସିନେମା ହିଟ କରାଇବା ପାଇଁ ସଲମାନଙ୍କ ଅଭିନ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ହିଁ ଯଥେଷ୍ଟ । ତେବେ ବଲିଉଡର…

ବିହାର ନିର୍ବାଚନ ଫଳାଫଳରେ ଏବେ ବି ସସ୍ପେନ୍ସ ଜାରି :ଏନଡିଏ ୧୨୩, ମହାଗଠବନ୍ଧନ ୧୧୩

ପାଟନା: ବିହାର ନିର୍ବାଚନ ଫଳାପଳ ଭାରତ-ପାକିସ୍ତାନ ମ୍ୟାଚର ରୋମାଂଚକୁ ପଛରେ ପକାଇ ଦେଇଛି । ରାତି ୯ଟା ୩୦ରେ ପ୍ରାପ୍ତ ରିପୋର୍ଟ ଅନୁସାରେ ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୩ ରେ ଆଗେଇଛନ୍ତି । ଏନଡିଏ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୨୨ ସିଟରୁ ଆଗରେ ଥିଲେ ମଧ୍ୟ ଖୁସି ମନାଇ ପାରୁ ନାହିଁ ।…

ମିର୍ଜାପୁର-୩କୁ ଫେରିବ ବିବାଦୀୟ ଚରିତ୍ର ମୁନ୍ନା ତ୍ରିପାଠୀ !

ମୁମ୍ବାଇ: ଯୋଜନା ମୁତାବକ ସୁପରହିଟ୍ ହୋଇଛି ୱେବ୍ ସିରିଜ୍ ମିର୍ଜାପୁରର ଦୁଇଟି ସିଜିନ୍ । ପ୍ରଥମ ସିଜିନ୍‌ରେ ସରିଥିଲା ବିକ୍ରାନ୍ତ ମେସିଙ୍କ ଯାତ୍ରା । ସେହିଭଳି ଦ୍ୱିତୀୟ ସିଜିନରେ ମୁନ୍ନା ଓରଫ ଦିବ୍ୟେନ୍ତୁ ଶର୍ମାଙ୍କ ଚରିତ୍ରର ବି ମୃତ୍ୟୁ ଘଟିଥିଲା । ତେବେ ଲୋକଙ୍କ ଡିମାଣ୍ଡରେ…

ଲକ୍ଷ୍ମୀରେ ଶରଦଙ୍କ ଆଗରେ ଫିକା ପଡିଲେ ଅକ୍ଷୟ

ମୁମ୍ବାଇ: ସୋମବାର ରିଲିଜ୍ ହୋଇଥିଲା ବିବାଦୀୟ ତଥା ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ । ତେବେ ଆଶାନୁଯାୟୀ ଦର୍ଶକଙ୍କ ତରଫରୁ ଫିଲ୍ମକୁ ମିଳିନି ଏତେଟା ସକରାତ୍ମକ ପ୍ରତିକ୍ରିୟା । ଅକ୍ଷୟଙ୍କ ନିକଟରୁ ଦର୍ଶକ ଅନେକ କିଛି ଆଶା କରିଥିଲେ ବି ଶେଷରେ ସମସ୍ତେ ନିରାଶ ହୋଇଛନ୍ତି । ହେଲେ ଫିଲ୍ମରେ…

ବିହାର ନିର୍ବାଚନ: ସନ୍ଧ୍ୟା ହେଲା ଲଣ୍ଠନ ପୁଣି ଜଳିଲା

ପାଟନା: ବିହାର ନିର୍ବାଚନରେ ଘଡିକେ ଘୋଡା ଛୁଟୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଏବଂ ଏହା ପରେ ଏନଡିଏ ସରକାର ଗଢ଼ିବା ଟ୍ରେଣ୍ଡ ଧରିଥିଲା । ତେବେ ସନ୍ଧ୍ୟା ବେଳକୁ ପୁଣି ଲଣ୍ଠନ ଜଳିଛି । ଆରଜେଡି ନେତା ମଧ୍ୟ ବିଜୟୀ ନେଇ ଏବେ ମଧ୍ୟ ନିଶ୍ଚିତ ଅଛନ୍ତି । ଏନଡିଏ ୧୩୪ରୁ ୧୨୦କୁ ଖସି…

ଅର୍ଣ୍ଣବଙ୍କ ସମର୍ଥନରେ ବାହାରିଲେ ସୋନା ମହାପାତ୍ର

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମର୍ଥନରେ ବାହାରିଲେ ବଲିଉଡ ଗାୟିକା ସୋନା ମହାପାତ୍ର । ତାଙ୍କୁ ଜେଲରେ ରଖିବା ଘଟଣାକୁ ସେ ଜୋରଦାର ବିରୋଧ କରିଛନ୍ତି । All those people smacking their lips, justifying #ArnabGoswami being denied bail…