Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି…

ମନ୍ଦିରରେ ଚଢ଼ାଗଲା ୩୦୦୦କେଜି ସେଓ!!

ଅହମ୍ମଦାବାଦ: ଅହମ୍ମଦାବାଦର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପାଇଁ ପ୍ରାୟ ୩୦୦୦ କିଲୋଗ୍ରାମ ସେଓ ପ୍ରଦର୍ଶିତ ହୋଇଛି। ଲାଲ, ସବୁଜ ଏବଂ ସୁବର୍ଣ୍ଣ ସେଓ ଗୁଡିକ ଦେବତାମାନଙ୍କ ସମ୍ମୁଖରେ ଏବଂ ମୂର୍ତ୍ତିଗୁଡ଼ିକର ଆସନକୁ ଯାଉଥିବା ପାହାଚରେ ଛୋଟ ତ୍ରିଭୁଜାକର…

ଉତ୍ତରପ୍ରଦେଶରେ ପୁଣି ଗଣବଳତ୍କାର ଆଉ ତାପରେ ପରେ ଆତ୍ମହତ୍ୟା

ଚିତ୍ରକୁଟ: ହାଥ୍ରାସ ମାମଲା ପରେ ମଙ୍ଗଳବାର ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଆସିଛି ଆଉ ଗୋଟିଏ ଗଣବଳତ୍କାର ଖବର । ଜଣେ ନାବାଳିକାକୁ ତିନି ଜଣ ପୁରୁଷ ଅପହରଣ କରି ଅନେକ ଘଣ୍ଟା ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହା ପରେ ଝିଅଟି ହାତ ଓ ଗୋଡରେ ବନ୍ଧା ହୋଇ ଏକ ନର୍ସରୀରେ ଛାଡି…

ଶୋଇଥିବା ବେଳେ ନାବାଳିକାଙ୍କ ଉପରେ ଫିଙ୍ଗିଲେ ଏସିଡ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଚାଞ୍ଚଲ୍ୟକର ଅଘଟଣ ଘଟିଛି । ସୂଚନାନୁଯାୟୀ ଗୋନଡା ଜିଲ୍ଲାରେ ୩ ଜଣ ଦଳିତ ନାବାଳିକା ଭଉଣୀଙ୍କ ଉପରେ କେହି ଏସିଡ୍ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକା ମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…

ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’କୁ ବୟକଟ୍ କରିବାକୁ KRKଙ୍କ ନିବେଦନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ । ଏହି ଫିଲ୍ମକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବିବାଦୀୟ ସେଲିବ୍ରିଟି କେଆର୍‌କେ । ସେ ଟ୍ୱିଟ୍ କରି ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ‘ଲକ୍ଷ୍ମୀ ବମ୍‌’…

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ…

ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସିକ୍ରେଟ ପାର୍ଟିକୁ ନେଇ ଚର୍ଚ୍ଚା ଜୋର ଧରୁଛି

ରିୟାଦ:ସାଉଦି ଆରବର ପ୍ରିନ୍ସ ମହମ୍ମଦ ସଲମାନ ପୁନର୍ବାର ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ନିଜ ଦେଶରେ ସର୍ବଦା କଠୋର ସଂସ୍କାରବାଦୀ ନୀତି ପ୍ରଣୟନ କରି ଆସୁଛନ୍ତି । ତେବେ ଦେଶ ବାହାରେ ନିଜେ ମଉଜ ମଜଲିସ କରୁଥିବା ଖବର ପ୍ରସାରିତ ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ୱାଲ ଷ୍ଟ୍ରିଟ…

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ କର୍ଣ୍ଣାଟକ ପରେ ଉତ୍ତରପ୍ରଦେଶ, ହରିୟାଣା,…

ଆଜିଠୁ ଖୋଲିବ ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ: ଆଜିଠୁ ଖୋଲିବ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ମହାମରୀ ଯୋଗୁଁ ଏହା ବନ୍ଦ ଥିଲା । ତେବେ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୫ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । କୋଭିଡ ଗାଇଡଲାଇନ୍ ଭିତରେ ମନ୍ଦିର ଖେଶଲିବାକୁ ପ୍ରଶାସନ…

ଭାଷଣ ଦେଲାବେଳେ କାହିଁକି କାନ୍ଦି ପକାଇଲେ କିମ୍ ଜଙ୍ଗ୍ ଉନ୍

ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍ ଉନ୍‌ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଶାସକ ଦଳର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ  ଏକ ବିଶାଳ ସାମରିକ ସମାବେଶକୁ ଉଦ୍‌ବୋଧନ ଦେଇ କିମ୍‌ ନିଜ ସରକାରଙ୍କ ବିଫଳତା ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା…