Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାନାଡାରେ ଭୟଙ୍କର ହେଉଛି କରୋନା ସ୍ଥିତି

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ କାନାଡାରେ କରୋନା ସ୍ଥିତି ଭୟଙ୍କର ହେଉଛି ବୋଲି ବୁଧବାର ଦିନ କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ ଦେଶବାସୀଙ୍କୁ…

ଶେର୍ଲିନ ଚୋପ୍ରାଙ୍କ ବଡ଼ ବୟାନ; ଡ୍ରଗ୍ସ କବଳରେ ଷ୍ଟାର କ୍ରିକେଟରଙ୍କ ପତ୍ନୀ !

ମୁମ୍ବାଇ: ବଲିଉଡର ଏକ ଅଣଦେଖା ଫର୍ଦ୍ଦକୁ ସାମ୍ନାକୁ ଆଣିବାରେ ସଫଳ ହୋଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗତ ଏକ ମାସ ହେବ ଚର୍ଚ୍ଚାରେ ରହି ଆସିଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବଲିଉଡରେ ଡ୍ରଗ୍ସ ନେଉଥିବା ଅନେକ ଆଗଧାଡ଼ିର ତାରକାଙ୍କ ନାମ ନେଇଛନ୍ତି। ଅନ୍ୟପଟେ ମଡେଲ ତଥା…

ଦିଲ୍ଲୀ ଦଙ୍ଗା ମାମଲା: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ଥିଲେ ସାମିଲ!!

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା କାରଣ ଦର୍ଶାଇ ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦଙ୍କ ନାମ ମଧ୍ୟ ରହିଛି । ସେପ୍ଟେମ୍ବର ୧୭ ରେ ଦାଖଲ ହୋଇଥିବା ୧୭୦୦୦ ପୃଷ୍ଠାର ଚାର୍ଜସିଟରେ ଜଣେ…

କେନ୍ଦ୍ରୀୟ ଖାଦ୍ୟଶସ୍ୟ ଆବଣ୍ଟନରେ ରାଜ୍ୟ ସରକାର ଦୁର୍ନୀତି କରୁଥିବା ଅଭିଯୋଗ ଆଣିଲେ ସାଂସଦ

ଭୁବନେଶ୍ୱର: କେନ୍ଦ୍ରୀୟ ଆବଣ୍ଟିତ ଖାଦ୍ୟଶସ୍ୟ ଏବଂ ଡାଲି ବଣ୍ଟନକୁ ଓଡିଶା ରାଜ୍ୟ ସରକାର ଠିକ ଭାବରେ ପରିଚାଳନା କରୁନଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ । ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ରାମ ଭିଲାସ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଅଭିଯୋଗ କରିଛନ୍ତି ଯେ ପ୍ରକୃତ ହିତାଧିକାରୀ ଓ…

ଡ୍ରଗ୍ସ ଲିଙ୍କ: ବଲିଉଡ ପରେ ଏବେ ଏନ୍‌ସିବି ସ୍କାନରରେ ଟେଲି କଳାକାର

ମୁମ୍ବାଇ: ବଲିଉଡ ପରେ ଏବେ ପାଳି ଟେଲିଭିଜନ ଦୁନିଆର । ଏନ୍‌ସିବି ସ୍କାନରେ ଟେଲି କଳାକର । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ପୁରାପୁରି ଆକ୍ସନ ମୋଡରେ ରହିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏବେ ସୁଦ୍ଧା ବଲିଉଡ୍ ସେଲିବ୍ରିଟିଙ୍କ ନାଁ…

ପୂର୍ବତନ ପୋଲିସ ଡିଜିଙ୍କ ରବିନ୍ ହୁଡ ଅନ୍ଦାଜ… ଭିଡିଓ ଭାଇରାଲ

ପାଟନା: ଗୁପ୍ତେଶ୍ୱର ପାଣ୍ଡେରୁ ରବିନ୍ ହୁଡ୍ ପାଣ୍ଡେ । ଷ୍ଟାଇଲ, ଲୁକ୍ ଆକ୍ସନ ଆଉ ଠାଣି ପୁରାପୁରି ଫିଲ୍ମି । ବିହାରର ଦବଙ୍ଗ ପୋଲିସ ଅଫିସର ପୂର୍ବତନ ପୋଲିସ ଡିଜି ଗୁପ୍ତେଶ୍ୱର ପାଣ୍ଡେ । କିଛି ଦିନ ହେବ ପୋଲିସ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ତା’ପରେ ଆସିଛି ପାଣ୍ଡେଙ୍କ ରବିନ୍ ହୁଡ…

ରାଫେଲ୍ ଫ୍ଲାଇଟର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ!

ନୂଆଦିଲ୍ଲୀ: ଲଢୁଆ ବିମାନ ରାଫେଲର ପ୍ରଥମ ମହିଳା ପାଇଲଟ ହୋଇପାରନ୍ତି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ । ବନାରସରେ ବାସ କରୁଥିବା ଶିବାଙ୍ଗୀ ଗତ ଏକ ମାସ ଧରି ଅମ୍ବାଲାରେ ରାଫେଲ୍ କନଭର୍ସନ ଟ୍ରେନିଂ ନେଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଗୋଲ୍ଡେନ୍ ଏରୋ ସ୍କ୍ୱାର୍ଡନରେ ସାମିଲ କରାଯିବ…

ବଲିଉଡର ଡ୍ରଗ୍ସ ଲିଙ୍କ: NCB ସ୍କାନରରେ ଚାରି ଜଣ ହିରୋ, କିଏ ସେମାନେ ?

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ । ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଭଲି ଗ୍ଲାମର କୁଇନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବି-ଟାଉନ ସୁନ୍ଦରୀଙ୍କୁ ସମନ କରିଛି କାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ହିରୋଇନଙ୍କ…

ଆସିଲେନି ରାକୁଲ, NCBରେ ହାଜର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ଏନସିବି ରାଡାରରେ ରହିଛନ୍ତି ବଲିଉଡର ଅନେକ ବଡ ବଡ ନାୟିକା । ଏହି ମାମଲାରେ ଆଜି ଏନସିବି ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରାକୁଲ ପ୍ରିତ ସିଂଙ୍କୁ ହାଜର ହେବାକୁ କହିଥିଲା ।…

୫୭ ଲକ୍ଷ ଟପିଲା ଦେଶରେ କରୋନା କେସ, ଲକ୍ଷେ ମୁହାଁ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬ ହଜାର ୫୦୮ ନୂଆ କରୋନା ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ପାର କରିଛି । ସଂକ୍ରମିତ ହେଲେଣି ମୋଟ୍ ୫୭…