Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିପରି ଜାଣିବେ ଆପଣଙ୍କ ଆଧାର ନଂ ଅସଲି କି ନକଲି…

ଭୁବନେଶ୍ୱର: କେବେ ଭାବିଛନ୍ତି ଆପଣ ଗ୍ରହଣ କରୁଥିବା ଆଧାର ଆଇଡି ଅସଲି କି ନକଲି। ଏକଥାକୁ ନେଇ ଆପଣ ମାନେ ଚିନ୍ତିତ କି? ତେବେ ଜାଣନ୍ତୁ ଏହାକୁ ଯାଞ୍ଚ କରିବାର କି ଉପାୟ ରହିଛି .. ସରକାରୀ ଆଧାର ୱେବସାଇଟ୍ (https://resident.uidai.gov.in/offlineaadhaar) କୁ ଯାଆନ୍ତୁ ଏବଂ…

ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଅଭିଯୋଗ ଆଣିଲେ ମନୀଷ ପୋଲ, କହିଲେ- ଲୋକେ ନିଜ ବାକ ସ୍ୱାଧୀନତାର ଅପବ୍ୟବହାର କରୁଛନ୍ତି

ମୁମ୍ବାଇ: ଗତ ତିନି ମାସ ମଧ୍ୟରେ ବଲିଉଡରେ ନିଆଯାଇଥିବା ବିଭିନ୍ନ ଅଭିଯୋଗ ନେଇ ଅଭିନେତା ତଥା ଟିଭି ଶୋ ହୋଷ୍ଟ ମନୀଷ ପୋଲ ନିଜର ମତ ରଖିଥିଲେ। ନେପୋଟିଜିମ ଠାରୁ ଆରମ୍ଭ କରି ଡ୍ରଗ୍ ସେବନ ପର୍ଯ୍ୟନ୍ତ, ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ପରେ ବଲିଉଡରେ ନିଆଁ ଲାଗିଛି। କେତେକ…

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ ।…

‘ମୋଗଲ ଆମ ଆଦର୍ଶ କେବେ ହୋଇପାରିବେ ନାହିଁ’- ଯୋଗୀ ଆଦିତ୍ୟନାଥ

ଆଗ୍ରା: ଉତ୍ତରପ୍ରଦେଶର ତାଜମହଲ ସହରରେ ନିର୍ମାଣ କରାଯାଉଥିବା ଏକ ମୋଗଲ ସଂଗ୍ରହାଳୟ, ମରାଠା ଆଦର୍ଶ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମୋଗଲ କିପରି ଆମର ହିରୋ ହୋଇପାରିବେ?…

ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କୁ ମିଳିବ ଚୀନର କରୋନା ଟିକା!

ବେଜିଂ: ଆସନ୍ତା ନଭେମ୍ବର ସୁଦ୍ଧା ଚୀନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସର୍ବସାଧାରଣ ଲାଗି ଉପଲବ୍ଧ ହେବ ବୋଲି ସରକାର ଦାବି କରିଛନ୍ତି । ଏସମ୍ପର୍କରେ ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେସନ୍ (ସିଡିସି)ର ମୁଖ୍ୟ ଗୁଜେନ୍ ୟୁ କହିଛନ୍ତି ଯେ ଏବେ ସୁଦ୍ଧା ଚୀନରେ ୪ଟି…

ମମତାଙ୍କ ବଡ଼ ଘୋଷଣା: ବ୍ରାହ୍ମଣ ପୁରୋହିତଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଗୃହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରାହ୍ମଣ ପୁରୋହିତମାନଙ୍କ ପାଇଁ ମାସିକ ଭତ୍ତା,ମାଗଣା ଗୃହ ଘୋଷଣା କରିଛନ୍ତି । ୨୦୨୧ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମମତା "ଆପତ୍ତିଜନକ ରାଜନୀତି" କରୁଥିବା ଅଭିଯୋଗର ସମ୍ମୁଖୀନ ହେବାପରେ ଏହି ଘୋଷଣା କରିଛନ୍ତି।…

ସଂସଦରେ ସମ୍ବଲପୁରୀ ମାସ୍କ ବିତରଣ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ସାଂସଦରେ ସାମ୍ବଲପୁରୀ ମାସ୍କ ବିତରଣ କରି ସାଂସଦମାନଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି। ଏନେଇ କଂଗ୍ରେସ ସାଂସଦ ସୁପ୍ରିୟା ସୁଲେ ଟୁଇଟ୍ କରି ସୁରେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି... Thank you @sureshkpujari Ji…

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ୨ ଯବାନ ଆହତ

ପୁଲୱାମା: କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର ୨ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାକାପୋରାର ମାରୱାଲ…

ଦେଶରେ ୫୦ ଲକ୍ଷ ପାଖାପାଖି ପହଞ୍ଚିଲା କରୋନା ମାମଲା; ୮୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ଗତକାଲି ୪ ହଜାରରୁ ଉର୍ଦ୍ଧ୍ବ…

ସଲମାନଙ୍କ ବିଗ୍ ବସ୍-୧୪ କୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛି ମଜାଳିଆ ପୋଷ୍ଟ, ଦେଖନ୍ତୁ

ମୁମ୍ବାଇ: ଆସନ୍ତା ଅକ୍ଟୋବର ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିୟାଲିଟି ସୋ ବିଗ୍ ବସ୍-୧୪ । ଚଳିତ ଥର ମଧ୍ୟ ସଲମାନ ଖାନ ଏହାକୁ ହୋଷ୍ଟ କରୁଛନ୍ତି । ତେବେ ସଲମାଙ୍କ ଏହି ସୋ ଆରମ୍ଭ ହେବାକୁ ଥିବା ବେଳେ ଇଣ୍ଟରନେଟ ବ୍ୟବହାରକାରୀ ମାନେ ଶାନ୍ତ କିପରି ରହିପାରିବେ ?…