Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୌନ ବନେଗା କରୋଡପତି ସିଜିନ-୧୨ର ଆରମ୍ଭ ହେଲା ସୁଟିଂ

ମୁମ୍ବାଇ: ଲୋକପ୍ରିୟ ଟିଭି କୁଇଜ ସୋ ‘କୌନ ବନେଗା କରୋଡପତି’ର ସୁଟିଂ ଆରମ୍ଭ ହୋଇଛି । ସୋମବାର ଏହାର ସୁଟିଂ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନର ଫଟୋକୁ ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟ୍ କରିଛନ୍ତି । ଚଳିତ ବର୍ଷ ଏହା ୨୦ ବର୍ଷ ପୂରଣ କରିବାକୁ ଯାଉଛି । ଏହାକୁ ନେଇ ଅମିତାଭ ନିଜ ଷ୍ଟାଇଲରେ…

କରୋନା ନେଲା ବରିଷ୍ଠ ସମାଜବାଦୀ ପାର୍ଟି ନେତା ‘ଏସ ଆର ଏସ ଯାଦବ’ଙ୍କ ଜୀବନ

ଲ‍କ୍ଷ୍ନୌ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ବିଧାନ ପରିଷଦ ସଦସ୍ୟ ଏସଆରଏସ ଯାଦବ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ୮୭ ବର୍ଷିୟ ଯାଦବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସୋମବାର ରାତିରେ ସ୍ଥାନୀୟ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ…

ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚାଲୁ କରିବାକୁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ପୁଣି ଥରେ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁନର୍ବାର ଶ୍ରମିକ ସ୍ପେଶାଲ୍ ଟ୍ରେନ୍…

WHO ମୁଖ୍ୟଙ୍କ ଚେତାବନୀ, ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହୁ ବିଶ୍ୱ

ଜେନିଭା: କରୋନା କବଳେ ଏବେ ସାରା ବିଶ୍ୱ । ଆମେରିକା, ବ୍ରିଟେନ୍, ରୁଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ହାତ ଟେକି ଦେଇଛନ୍ତି । ଔଷଧ ନାହିଁ କି ଟିକା ବାହାରିନି । ମହାମାରୀରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକୁଛି ସାରା ବିଶ୍ୱ । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏଭଳି ସ୍ଥିତିରେ…

୨୪ ଘଣ୍ଟାରେ ୧୧ ଶହରୁ ଅଧିକ ମୁଣ୍ଡ ନେଇଛି କରୋନା; ମୋଟ ସଂଖ୍ୟା ଟପିଲା ୭୨ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।…

ଲଦାଖ ପାଙ୍ଗୋଙ୍ଗ ସୁ ନିକଟରେ ପୁଣି ଚୀନ-ଭାରତ ସେନା ମୁହାଁମୁହିଁ

ଜମ୍ମୁ କଶ୍ମୀର: ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନି । ଗତକାଲି ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବା ଓ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ଚୀନ୍ ସେନା । କୁହାଯାଉଛି ଚୀନ୍ ଓ ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ସୁ ନିକଟବର୍ତ୍ତୀ ସୋନପାଓ ପାହାଡ଼ରେ…

୫୫୦୦ ଟଙ୍କା ଶସ୍ତା ହେଲା ସୁନା: ୧୦ ଗ୍ରାମର ମୂଲ୍ୟ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଗତ ୩ ଦିନ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୮୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ, ଯଦି ଆମେ ଗତ ୧ ମାସର ତଥ୍ୟକୁ ଦେଖିବା ତେବେ ସୁନା ମୂଲ୍ୟ ପ୍ରାୟ ୫୫୦୦ ଟଙ୍କା ହ୍ରାସ ପାଇଛି। ମୂଲ୍ୟ ହ୍ରାସ ସତ୍ତ୍ବେ ଡିଲରମାନେ…

[ଭାଇରାଲ ଭିଡିଓ] ମଦ ମାଫିଆଙ୍କ ମାଡରେ ଲହୁଲୁହାଣ ପୋଲିସ !

ବିହାର: ଦିନ ଦ୍ୱିପହରେ ପୋଲିସକୁ ଖୋଲାଖୋଲି ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିଆରେ ଭଇରାଲ୍ ହୋଇଥିବା ଏହି ଭିଡିଓଟି ବିହାର ପାଟନାରୁ ଆସିଛି । ଯେଉଁଠି ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ଜଣେ ପୋଲିସ କର୍ମଚାରୀ । ପୋଲିସ କର୍ମୀଙ୍କ ଦୋଷ କେବଳ ଏତିକି ଥିଲା ବେଆଇନ ମଦ କାରବାରକୁ ନେଇ…

ଭାରତରେ ପ୍ରବେଶ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଶକରଗଡରେ ପ୍ରସ୍ତୁତ : ଗୋଇନ୍ଦା ରିପୋର୍ଟ

ଲେହ:ସାମ୍ବା କଠୁଆ ସେକ୍ଟର ସମ୍ମୁଖରେ ଥିବା ଶକରଗଡରେ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଗୋଇନ୍ଦା ବିଭାଗ ସତର୍କ କରାଇଛି । ଫଳରେ ସୀମାରେ ଆଲର୍ଟ ଜାରି କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆତଙ୍କବାଦୀଙ୍କୁ ଭାରତୀୟ ନକ୍‌ା…

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍…