Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୋ ବିଡେନଙ୍କ ସର୍ତ୍ତ: ଟ୍ରମ୍ପ କରୋନା ସଂକ୍ରମିତ ଥିଲେ ଡିବେଟକୁ ଯିବେନି

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ତିନି ଦିନ ଚିକିତ୍ସା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ନେଇ ଦ୍ୱିତୀୟ ଡିବେଟ୍ । ତା ପୂର୍ବରୁ ଟ୍ରମ୍ପଙ୍କ ଆଗରେ ସର୍ତ୍ତ ରଖିଛନ୍ତି…

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା…

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO

ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କରୋନା ନେଇ ଆତଙ୍କ ଖେଲିଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିବା ଦୌଡରେ…

ଦିନକରେ ଦେଶରେ ୭୨ ହଜାର ନୂଆ ଆକ୍ରାନ୍ତ, ୯୮୬ ମୃତ

ନୂଆଦିଲ୍ଲୀ: ଦେଶରେ ୬୭ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୭୨ ହଜାର ୪୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୯୮୬ ଆକ୍ରାନ୍ତଙ୍କୁ ମାରି ଦେଇଛି । ଦେଶରେ…

ରିୟାଙ୍କୁ ବେଲ୍ ନା ପୁଣି ଜେଲ୍ ! ଆଜି ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ କି ନାହିଁ ? ନା ଜେଲରେ ରହିବେ ? ଆଜି ଜାମିନ ଆବେଦନର ରାୟ ଦେବେ ବମ୍ବେ ହାଇକୋର୍ଟ । ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ବି…

ପୁଣି ଆରମ୍ଭ ହେଲା ରାଜାମୌଲୀଙ୍କ ‘RRR‌’ର ସୁଟିଂ

ହାଇଦ୍ରାବାଦ: ପୁଣି ସେଟ୍‌କୁ ଫେରିଲେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସଦସ୍ୟ । ଆରମ୍ଭ ହେଲା ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁଟିଂ । କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ସୁଟିଂ ବନ୍ଦ ରହିଥିଲା। ଏବେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ…

ହାଥରସ ଘଟଣାରେ ବଡ ଟ୍ୱିଷ୍ଟ, ଅଭିଯୁକ୍ତ ସହ ଥିଲା ପୀଡିତାଙ୍କ ପରିବାରର ସମ୍ପର୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଘଟଣାରେ ସାମ୍ନାକୁ ଆସିଛି ବଡ ଟ୍ୱିଷ୍ଟ । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତ ବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ ଶହେରୁ ଅଧିକ ଥର ଫୋନରେ କଥାବାର୍ତା…

ହାଥରସ କେସ୍: ଆଜି ରିପୋର୍ଟ ଦେବନି SIT, ମିଳିଲା ଆଉ ୧୦ ଦିନ ସମୟ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ୧୦ଦିନ ସମୟ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏସଆଇଟିକୁ ସମୟ ଦେଇଛନ୍ତି । ହାଥରସ…

ଏନ୍‌କାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ସୋପିଆନ ଜିଲ୍ଲାର ସୁଗନ ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନ୍‌କାଉଂଟର ମଙ୍ଗଳବାରରୁ ଜାରି ରହିଥିଲା । ଆତଙ୍କବାଦୀମାନେ ସୁଗନ ଅଂଚଳରେ ଲୁଚି ରହିଥିବା ଖବର ପାଇ…

ଦୁର୍ଗା ପୂଜା ପୂର୍ବରୁ ଆସିଲା ଗାଇଡାଲାଇନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ…