Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ସରି ବାବୁ’କୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । କେତେବେଳେ ତାଙ୍କର ସୁଶାନ୍ତଙ୍କ ସହ ସମ୍ପର୍କୁ ନେଇ ପ୍ରଶ୍ନ ଉଠୁଛି ତ କେତେବେଳେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସଂପୃକ୍ତିକୁ ନେଇ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ…

ଅକ୍ଟୋବରରେ ନୂଆ ଏୟାର ଡିଫେନ୍ସ କମାଣ୍ଡର ଘୋଷଣା କରିପାରେ ପ୍ରତିରକ୍ଷା ମନ୍ତ୍ରଣାଳୟ !

ନୂଆଦିଲ୍ଲୀ: ଚୀନ୍ ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଡିପାର୍ଟମେଣ୍ଟ ଅଫ୍ ମିଲିଟ୍ରି ଅଫାୟର୍ସ ପକ୍ଷରୁ ସଶସ୍ତ୍ର ବଳକୁ ପୁନର୍ଗଠନ କରିବା ପ୍ରକିୟା ଜୋରଦାର୍ ଆରମ୍ଭ ହୋଇଛି । ଯେଉଁଥିପାଇଁ ପ୍ରୟାଗରାଜରେ…

ଭାରତ ଉପରେ ଖପ୍ପା ଦାଉଦ ଇବ୍ରାହିମର ପ୍ରେମିକା !

ପାକିସ୍ତାନ: ବାରମ୍ବାର ବୟାନ ବଦଳାଉଥିଲେ ବି ଦାଉଦ କରାଚୀରେ ରହୁଥିବା ନେଇ ସ୍ୱୀକାର କରିଛି ପାକିସ୍ତାନ । ଦାଉଦ ଚର୍ଚ୍ଚାକୁ ଆସିବା ପରେ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି । ତେବେ ଦାଉଦର ପ୍ରେମିକା ଭାବେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ।…

ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ମଞ୍ଜରେକରଙ୍କୁ ୩୫ କୋଟିର ବଟି ଦେବାକୁ ଧମକ, ଯୁବକ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଂଜରେକଙ୍କୁ ଗ୍ୟାଙ୍ଗଷ୍ଟରମାନେ ବଟି ଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ ଧମକ ମିଳିଛି । ଏନେଇ ମହେଶ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ…

ମହରମରେ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କୋଭିଡି କଟକଣା ଭିତରେ ମହରମରେ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଛି ରେଡ୍ ସିଗ୍‌ନାଲ । ମହରମ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ…

ଫୋନ୍ କଲେ ଅଧା ରିଙ୍ଗରେ ରିସିଭ କରିବେ ଧୋନୀ !

ରାଂଚି: ବିଶ୍ୱର ଏକମାତ୍ର କ୍ରିକେଟ ଅଧିନାୟକ ଧୋନୀ । ଯିଏ ହାସଲ କରିଥିଲେ ସମସ୍ତ ଆଇସିସି ବିଶ୍ୱକପ୍ ଟ୍ରଫି । ବ୍ୟକ୍ତିଗତ ହେଉ କି କ୍ରିକେଟ୍ ପଡିଆ, ସବୁବେଳେ ଲୋ-ପ୍ରୋଫାଇଲରେ ରହିବାକୁ ସେ ପସନ୍ଦ କରନ୍ତି । ଅନେକ କ୍ରିକେଟର୍ ଖୋଦ ନିଜ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି । ହେଲେ…

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।…

ଟିକଟକର ସିଇଓ କେଭିନ୍ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଇନିଜ ଆପ୍ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେବିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ଆଧିକାରୀକ ଭାବେ ସୂଚନା ଦିଆଯାଇଛି । ଟିକଟକର ସିଇଓ ଏକ ପତ୍ରରେ ଲେଖିଛନ୍ତି ଯେ “ମୁଁ ବହୁତ ଦୁଃଖର ସହ ଆପଣମାନଙ୍କୁ କହୁଛି…

ସେପ୍ଟେମ୍ବର ୧ରୁ ଓଲା-ଉବର ଚାଳକଙ୍କ ଧର୍ମଘଟ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି  ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିବ । ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ।…

ଅଟୋରେ ଚମ୍ପଟ୍ ପ୍ରେମିକା, ପ୍ରେମିକ ପାଇଁ ନାକେଦମ୍ ଅଟୋବାଲା !

ମହାରାଷ୍ଟ୍ର: ପ୍ରେମରେ ମସଗୁଲ ଥିଲେ ପ୍ରେମୀଯୁଗଳ । ହେଲେ ଅଟୋବାଲା ସହ ଚମ୍ପଟ ମାରିଥିଲା ପ୍ରେମିକା । ପ୍ରେମିକା ପାଇଁ ସର୍ବସ୍ୱାନ୍ତ ପ୍ରେମିକ ଶେଷରେ ନେଇଥିଲା ଏକ ଚରମ ନିଷ୍ପତ୍ତି । ହେଲେ ପ୍ରେମିକା ନୁହେଁ ବରଂ ପ୍ରେମିକର ପ୍ରତିଶୋଧର ଶିକାର ହୋଇଥିଲେ ଅଜଣା ଅଟୋବାଲା । ଆସିଫ୍ ଓରଫ…