Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି କରୋନା ସଂକ୍ରମଣ; ୨୪ ଘଣ୍ଟାରେ ଦେଶରେ ୬୯ହଜାରରୁ ଅଧିକ ଆକ୍ରାନ୍ତ ଓ ୯୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୫୫…

ରାଜୀବ କୁମାର ନୂଆ ନିର୍ବାଚନ କମିସନର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ବତନ ଅର୍ଥ ସଚିବ ତଥା ରାଷ୍ଟ୍ରାୟତ ଚୟନ ବୋର୍ଡର ଅଧ୍ୟକ୍ଷ ରାଜୀବ କୁମାର ହେଲେ ନୂଆ ନିର୍ବାଚନ କମିସନର । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ନର୍ବାଚନ କମିଶନର ଅଶୋକ ଲାଭାସାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି…

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

[ଭିଡିଓ] ଚର୍ଚ୍ଚାରେ ଗଣପତି ବାପ୍ପାଙ୍କ ବିଶାଳକାୟ ପ୍ରତିଛବି !

ମହାରାଷ୍ଟ୍ର: ରାତି ପାହିଲେ ଆସିବେ ଗଜାନନ । ହେଲେ କରୋନା ଚଡକରେ ଫିକା ପଡିବ ଗଣେଶ ପୂଜା ଉତ୍ସବ । ବାହାରେ ବଜାରେ ହେବନି ଜାକଜମକରେ ପୂଜାର୍ଚ୍ଚନା । ହେଲେ କରୋନା କଟକଣା ପାଇଁ ପ୍ରତି ଘରେ ପୂଜିତ ହେବେ ପ୍ରଭୁ ଗଜାନନ । ଏପରି ସ୍ଥିତିରେ ମହାରାଷ୍ଟ୍ର ସୋଲାପୁରର ଯୁବାବର୍ଗ ଗଣପତିଙ୍କ ପାଇଁ…

ଏକେ-୪୭ ବିକି ପେଟ ପୋଷୁଛନ୍ତି ଆତଙ୍କବାଦୀ ବୋହୂ !

ଭୁବନେଶ୍ୱର: କରୋନା ସମୟରେ ସମଗ୍ର ବିଶ୍ୱ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ଅଭାବ ଅସୁବିଧାରେ ପଡିଛନ୍ତି । ଏପରି ସ୍ଥିତିରେ ଜଣେ ମହିଳା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ବନ୍ଧୁକ ବିକି ପେଟ ପୋଷିବା ଖବର ସାମ୍ନାକୁ ଆସିଛି । କଠିନ…

ଆଇପିଏଲ୍ ପାଇଁ ୟୁଏଇ ଅଭିମୁଖେ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍‌

ଚେନ୍ନାଇ: ମହେନ୍ଦ୍ର ସିଂ ନେତୃତ୍ୱଧୀନ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍ ଆଇପିଏଲ୍ ୨୦୨୦ ପାଇଁ ୟୁଏଇ ଅଭିମୁଖେ ଯାତ୍ରା କରିଛି । ଯାତ୍ରା ପୂର୍ବରୁ କ୍ୟାପଟେନ ଝୋନି, ଷ୍ଟାର ପ୍ଲେୟାର ସୁରେଶ ରୈନା, ରବୀନ୍ଦ୍ର ଜାଡେଜା ଓ ଅନ୍ୟମାନେ ଫଟୋ ଚେନ୍ନାଇ ସୁପରକିଙ୍ଗସ୍‌ର ଅଫିସିଆଲ ଟ୍ୱିଟରରେ ପୋଷ୍ଟ…

[ଭାଇରାଲ୍ ଭିଡିଓ] ଲୁଟ୍ ଉଦ୍ୟମ ପରେ ଗିରଫ, ଫଇସଲା ଅନ୍ ଦ ସ୍ପଟ୍ !

ମଧ୍ୟପ୍ରଦେଶ: ମହଙ୍ଗା ପଡିଲା ଛୁରୀ ଦେଖାଇ ଗାଡି ଲୁଟ୍ ଉଦ୍ୟମ । ପୋଲିସ ହାତରେ ଧରାପଡି ଜନତାଙ୍କ ଆଗରେ ଖୁଲମ୍‌ଖୋଲା ଉଠ୍‌ବସ୍ । କିଛି ଏପରି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ଇନ୍ଦୋରରର ଦ୍ୱାରିକାପୁରୀ ଅଂଚଳ । ଗୁରୁବାର ସଂଧ୍ୟାରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଗାଡି ଲୁଟିବାକୁ…

ଆସନ୍ତୁ ଜାଣିବା କାହାକୁ କୁହାଯାଉଛି ମହାରାଷ୍ଟ୍ରର ବିଜୁଳି କନ୍ୟା

ବିଡେ:ମହାରାଷ୍ଟ୍ରର ବିଡେ ଜିଲାର ଉଷା ଜଗଦଲେ ଏବେ ଚର୍ଚ୍ଚାରେ । ତାଙ୍କୁ ସମ୍ପୃକ୍ତ ଅଂଚଳରେ ୱାଇର ଓମେନ ଓ ବିଜୁଳି କନ୍ୟା ବୋଲି ଡାକୁଛନ୍ତି । ଯଦି କୌଣସି ସ୍ଥାନରେ ବିଜୁଳି ସମସ୍ୟା ଦେଖା ଦେଲେ ସେ ସଙ୍ଗେ ସଙ୍ଗେ ସେଠାରେ ପଂହଚି ବିନା ସିଡିରେ ଖୁଟିଂରେ ଚଢ଼ି ଯାଉଛନ୍ତି । ଅଳ୍ପ ସମୟ ମଧ୍ୟରେ…

ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର : ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ୫ ଜଣ କ୍ରୀଡାବିତଙ୍କୁ କ୍‌ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଖେଳରତ୍ନ ପୁରସ୍କାର ମିଳିବ । ଅନ୍ୟ…

୪ ଭଙ୍ଗା କାଠ ଚୌକିର ମୂଲ୍ୟ ୨୨ କୋଟି !

ପ୍ୟାରିସ: ବିଶ୍ୱାସ ନ ହେଲେ ବି ସତ । ୪ଟି ଭଙ୍ଗା କାଠ ଚୌକି ୨୨ କୋଟି ଟଙ୍କାରେ ନିଲାମ ହୋଇଛି । ଫ୍ରାନ୍ସରେ ଏହି ଅବିଶ୍ୱସନୀୟ ଘଟଣା ଘଟିଛି । ୧୭୭୮ ମସିହାରେ ଫ୍ରାନ୍ସର ରାଜା ଲୋଇସ,ତାଙ୍କ ସାନ ଭାଇ ଚାର୍ଲ୍ସ ଓ ସାନ ଭଉଣୀଙ୍କ ପାଇଁ ଏହି ଚୌକି ତିଆରି କରିଥିଲେ । ପ୍ୟାରିସ କାରିଗରମାନେ…