Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ ପରଦାକୁ ଫେରିବେ ସଲମାନଙ୍କ ପୂର୍ବତନ ପ୍ରେମିକା !

ମୁମ୍ବାଇ: ଅଭିନୟ ଦୁନିଆକୁ ଫେରିବାକୁ ଚିନ୍ତା କରୁଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ । ଦିନ ଥିଲା ସେ ବଲିଉଡରେ ରାଜ କରୁଥିଲେ । ଅଗଣିତ ଫ୍ୟାନଙ୍କ ମୁହଁରେ ଥିଲା ତାଙ୍କ ନାଁ । ହେଲେ ସେ କିଏ ଓ କାହିଁକି ଏତେ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ ? କମ୍‌ବ୍ୟାକ୍ କରିବା ପାଇଁ ବର୍ତ୍ତମାନର…

ଡେଡ୍‌ଲାଇନ୍ ଦେଲେ ସୁପ୍ରିମକୋର୍ଟ, ସେପ୍ଟେମ୍ବର ୩୦ ସୁଦ୍ଧା ବାବ୍ରୀ ମସଜିଦ ରାୟ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ବାବ୍ରୀ ମସଜିଦ ରାୟ । ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ଘଟଣାର ସ୍ୱତନ୍ତ୍ର ଶୁଣାଣି ସିବିଆଇ କୋର୍ଟରେ ଚାଲିଛି । ସେପ୍ଟମ୍ବର ୩୦ ସୁଦ୍ଧା ମାମଲାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ସିବିଆଇ…

ନିଜ ଜାଲରେ ଫଶିଲା ପାକିସ୍ତାନ, ଏଫଏଟିଏଫକୁ ଦେଇଥିବା ଆତଙ୍କବାଦୀ ତାଲିକାରେ ଦାଉଦଙ୍କ ନାମ

କରାଚୀ: ପାକିସ୍ତାନ ଆଜି ନିଜ ଜାଲରେ ନିଜେ ଫଶିଛି । ଏଫଏଟିଏଫକୁ ଦେଇଥିବା ୮୮ ଆତଙ୍କବାଦୀ ତାଲିକାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ରହିଛି । ଦୀର୍ଘ ଦିନ ଧରି ଦାଉଦ ନେଇ ମିଛ କହୁଥିଲା ପାକିସ୍ତାନ । ଏଫଏଟିଏଫ ପ୍ରଦାନ କରାଯାଇଥିବା ରିପୋର୍ଟରେ ସେ କରାଚୀ ହ୍ୱାଇଟ ହାଉସରେ ଥିବା…

ସୁଶାନ୍ତ ସିଂଙ୍କ ମୃତ୍ୟୁ ଦିନ କ’ଣ ହୋଇଥିଲା? ରହସ୍ୟ ଖୋଲିଲେ ତାଲା ଭାଙ୍ଗିଥିବା ବ୍ୟକ୍ତି

ମୁମ୍ବାଇ: ଦିନକୁ ଦିନ ଆହୁରି ଅଧିକ ବିବାଦୀୟ ହେଉଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ତାଙ୍କ ମୃତ୍ୟୁ ରହସ୍ୟ ଉପରେ ଏବେବି ସସ୍‌ପେନ୍ସ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସମସ୍ତଙ୍କ ତନ ତନ କରି ଜେରା କରୁଛି । ଏହାରି ଭିତରେ ସୁଶାନ୍ତ ମୃତ୍ୟୁ…

ଇଂଲଣ୍ଡରେ ୨କୋଟି ୫୫ ଲକ୍ଷରେ ନିଲାମ ହେଲା ମହତ୍ମା ଗାନ୍ଧୀଙ୍କ ଚଷମା

ଲଣ୍ଡନ:ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ଚଷମା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଆମେରିକାର ଜଣେ କଲେକ୍ଟର ଏହାକୁ କିଣିଛନ୍ତି । ଇଷ୍ଟ ବିଷ୍ଟଲ ନିଲାମ ହାଉସ ପକ୍ଷରୁ ଏହାକୁ ବିକ୍ରି କରାଯାଇଥିଲା । ଚଷମାର ଚାହିଦା ଥିଲେ ମଧ୍ୟ ଏତେ ଟଙ୍କାରେ ଯିବ ବୋଲି ସେମାନେ ଆଶା କରି ନ ଥିଲେ ।…

ଏୟାର ଆମ୍ବୁଲାନ୍ସରେ ଜର୍ମାନୀ ପହଂଚିଲେ ରୁଷ ବିପକ୍ଷ ଦଳର ନେତା ନାଭେଲନୀ

ମସ୍କୋ:ରୁଷ ବିରୋଧୀ ଦଳର ନେତା ଏଲେକ୍ସି ନାଭେଲନୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଜର୍ମାନୀ ନିଆଯାଇଛି । ନାଭେଲନୀ ୨ ଦିନ ତଳେ ବିମାନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଚା’ରେ ବିଷ ଦିଆ ଯାଇଥିବା ସନ୍ଦେହ କରାଯାଉଛି । ବର୍ତମାନ ସେ କୋମା ଷ୍ଟେଜରେ ଅଛନ୍ତି । ଜର୍ମାନୀ ପଠାଇବା ପାଇର୍…

ଚୀନର ସମ୍ପୃକ୍ତି ଯୋଗୁ ଭାରତୀୟ ରେଲୱେ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା ଚୀନକୁ ଆର୍ଥୀକ ଦୃଷ୍ଟି କୋଣରୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲଦାଖ ସୀମା ବିବାଦ ପରେ ଭାରତ ଗୋଟିଏ ପରେ ଝଟକା ଚୀନକୁ ଦେବାରେ ଲାଗିଛି । ଭାରତୀୟ ରେଲୱେ ଶନିବାର ୪୪ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଠିକାକୁ ରଦ୍ଦ କରିଛି । ଗତ ବର୍ଷ ଏଥିପାଇଁ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…

ଚର୍ଚ୍ଚାରେ “ସାଥ ନିଭାନା ସାଥିୟା”ର କୋକିଲାବେନଙ୍କ ଭିଡିଓ !

ମୁମ୍ବାଇ: ଟିଭିରେ ସିରିଜ୍ ଦେଖନ୍ତୁ ଅବା ନଦେଖନ୍ତୁ । ହେଲେ ଇଣ୍ଟରନେଟରେ ଆପଣଙ୍କୁ ମିଳିଯିବ ଏଣ୍ଟରଟେନମେଣ୍ଟର ଭରପୁର ଖୋରାକ । ନିକଟରେ ସିରିଜ୍ ସାଥି ନିଭାନା ସାଥିୟାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ପପୁଲାର କ୍ୟାରେକ୍ଟର କେକିଲାବେନ୍ ଓ ବୋହୂ ଗୋପୀଙ୍କୁ…

ଅନିଲ୍ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ରିଲାଏନ୍ସ କମ୍ୟୁନିକେସନର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଦେବାଳିଆ ଆଇନର ବ୍ୟକ୍ତିଗତ ଗାରେଣ୍ଟି ଧାରା ଅନ୍ତର୍ଗତ ୧୨୦୦ କୋଟି ଟଙ୍କା ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି)। ୨୦୧୬…