Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାଲିଗଲେ ୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଥିରୁଭେନଗଡାମ

ଚେନ୍ନାଇ: ଡାକ୍ତରଙ୍କ ଗାରିମା ରଖିଥିବା ଜଣେ ଦରଦୀ ସେବକ ଆଜି ଚାଲିଗଲେ । ସେ ହେଉଛନ୍ତି ତାମିଲନାଡୁର ଭି.ଥିରୁଭେନଗଡାମ । ସେ ୫ ଟଙ୍କା ଡାକ୍ତର ଭାବେ ବେଶ୍ ପରିଚିତ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଏଥିନେଇ ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳିଯାଇଛି । ସେ ଏକ କ୍ଲିନିକ…

୩୬୫ କେସର ସମାଧାନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା କୁକୁର ରକିର ମୃତ୍ୟୁ, ଲୁହରେ ଭରିଗଲା ଅନେକଙ୍କ ଆଖି

ମୁମ୍ବାଇ: ମହାରାଷ୍ଟ୍ର ପୋଲିସକୁ ସୋମବାର ଶକ୍ତ ଧକ୍କା ଲାଗିଛି । ଏହାର କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୩୬୫ କେସ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଇନ୍ଦା କୁକୁର ରକିର ଆଜି ପରଲୋକ ହୋଇଯାଇଛି । ରକିର ମୃତ୍ୟୁ ଅନେକ ଆଖି ଛଳଛଳ କରି ଦେଇଛି । ସେ ଥିଲା…

ବୟକଟ ଚୀନ: ଗଣେଶ ପୂଜା ଅବସରରେ ଡ୍ରାଗନର ୪୦ହଜାର କୋଟରି ବ୍ୟବସାୟ ବନ୍ଦ ହେବ

ନୂଆଦିଲ୍ଲୀ: କରୋନା ଯୋଗୁ ଗଣେଶ ପୂଜା ପାଳନ ଉପରେ କଟକଣା ଲଗା ଯାଇଥିଲେ ମଧ୍ୟ ଭାରତର ବୟକଟ ଚୀନ ନୀତି ଯୋଗୁ ଏଥର ଡ୍ରାଗନର ୪୦ ହଜାର କୋଟି ବ୍ୟବସାୟ ଉପରେ ଅଙ୍କୁଶ ଲାଗିବ । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଚୀନ ସାମଗ୍ରୀ ବହିଷ୍କାର ନିର୍ଦ୍ଦେଶନାମା ଜାରି…

ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା, ଗୁଳି ବିନିମୟରେ ତିନି ଜଣ ସହିଦ

ଜମ୍ମୁ କଶ୍ମୀର ବାରମୂଳା ଜିଲ୍ଲାରେ ଆତଙ୍କବାଦୀ ହମଲା । ଦୁଇ ଜଣ ସିଆରପିଏଫ୍ ଓ ଜଣେ ପୋଲିସ ସହିଦ ହୋଇଛନ୍ତି । ସେମାନା ଭିତରେ ଅଛନ୍ତି ସିଆରପିଏଫ୍ ୧୧୯ ବାଟାଲିୟନର ଦୁଇ ଯବାନ ଓ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ । ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ପାର୍ଟି ଉପରେ…

ଫେସବୁକରେ ଗ୍ରହଣୀୟ ନୁହେଁ ହିଂସା ଓ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ; ଫେସବୁକ ମୁଖପାତ୍ର

ନୂଆଦିଲ୍ଲୀ: ମଜାମସ୍ତି ତଥା ସମୟ ଅତିବାହିତ ପାଇଁ ବ୍ୟବହାର କରାଯାଉଥିବା ସୋସିଆଲ ପ୍ଲାଟଫର୍ମ ଏବେ ଅନେକଙ୍କ ପାଇଁ ସାଜୁଛି ରଣଭୂମି। ପରସ୍ପରକୁ ଲୋକମାନେ ଏଥିରେ ଘୃଣିତ ମନ୍ତବ୍ୟ ଦେଉଥିବା ବେଳେ ଅନେକ ସମୟରେ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି। ଅନେକ ସମୟରେ…

ଅଗଷ୍ଟ ଶେଷ ସୁଦ୍ଧା ଆସିବ ପ୍ରଥମ ପର୍ଯ୍ୟାୟ ଋଷ ଟୀକା: ରିପୋର୍ଟ

ମସ୍କୋ: ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ଏହାର ପ୍ରଥମ ବ୍ୟାଚ୍ ପ୍ରସ୍ତୁତ କରାଯାଇଛି ବୋଲି ଜାତୀୟ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୧ ରେ ମସ୍କୋର ଗାମେଲିଆ ପ୍ରତିଷ୍ଠାନ ଦ୍ୱାରା ବିଶ୍ୱର ପ୍ରଥମ କରୋନା ଟୀକା ବିକଶିତ କରାଯାଇଥିବା ଋଷ ଦାବି…

ଦୈନିକ ସଂକ୍ରମଣରେ ଆମେରିକାକୁ ଟପୁଛି ଭାରତ: ମୃତ୍ୟୁ ସଂଖ୍ୟା ଡେଇଁଲା ୫୦ ହଜାର

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୨୬,୪୭,୬୬୪ରେ ପହଞ୍ଚିଛିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା, ବ୍ରାଜିଲ୍‌ ପରେ ବିଶ୍ବରେ ସବୁଠୁ ଅଧିକ କୋଭିଡ ପ୍ରଭାବିତ ରାଷ୍ଟ୍ର ହେଉଛି…

ଭାରତରେ ସବୁଠୁ କମ୍ କରୋନା ମୃତ୍ୟୁହାର, ୧୫୬ ଦିନରେ ୫୦ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯୪୧ ମୁଣ୍ଡ ନେଇଛି କରୋନା । ମୃତ୍ୟୁସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ସାରା ବିଶ୍ୱ ତୁଳନାରେ ଭାରତରେ କିନ୍ତୁ ମୃତ୍ୟୁହାର କମ୍ ରହିଛି । ୧୮ ଜୁନରେ ଦେଶରେ କରୋନା ମୃତ୍ୟୁହାର ଥିଲା ୩.୩୩ ପ୍ରତିଶତ ।…

ଆସୁଛି ଆଣ୍ଟି କରୋନା ନାଜାଲ ସ୍ପ୍ରେ: ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି

ଓ୍ଵାଶିଂଟନ୍‌: କରୋନାର ପ୍ରତିହିତ ନିମନ୍ତେ ଆମେରିକାର ଗବେଶକମାନେ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା ଏହି କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ ବୋଲି ଦାବି କରିଛନ୍ତି ଆମେରିକାର ଗବେଷକ । ଯାହା ଫଳରେ ଏହି ଭାଇରସ୍ ଶରୀର ଭିତରକୁ ଆଉ ପ୍ରବେଶ କରି ପାରିବ ନାହିଁ । ଏହି…

ପାର୍ଲାମେଣ୍ଟ ଉପଭବନ ବିଲଡିଂରେ ନିଆଁ

ନୂଆଦିଲ୍ଲୀ: ସଂସଦ ଉପଭବନ ବିଲଡିଂରେ ଅଗ୍ନିକାଣ୍ଡ । ଷଷ୍ଠ ମହଲାରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପାଞ୍ଚଟି ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ଲାଗିଛନ୍ତି । ନିଆଁ ଲିଭା କାମରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ତକର୍ମଚାରୀ । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ…