Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅକ୍ଟୋବର ୬ପର୍ଯ୍ୟନ୍ତ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ; ଆସନ୍ତାକାଲି ଜାମିନ ଶୁଣାଣି

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲରେ ରହିବେ । ନ୍ୟାୟିକ ହେପାଜତ ଶେଷ ହେବାପରେ ଆଜି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଆସନ୍ତାକାଲି ଏହାକୁ ନେଇ ବମ୍ବେ ହାଇକୋର୍ଟରୁ ସେ ଏବଂ ତାଙ୍କ ଭାଇ ଶୋୟିକ୍ ଚକ୍ରବର୍ତ୍ତୀ ଜାମିନ ମାଗିଛନ୍ତି। ସେପ୍ଟେମ୍ବର ୯ରେ…

ଦିଲ୍ଲୀ ଦଙ୍ଗା ମାମଲା: କପିଲ ମିଶ୍ର କହିଲେ କୌଣସି ଭାଷଣ ଦେଇନାହିଁ

ନୂଆଦିଲ୍ଲୀ: ଫେବୃଆରୀ ୨୮ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ଘଟଣାରେ ବିଜେପି ନେତା କପିଲ ମିଶ୍ରଙ୍କୁ ଜୁଲାଇ ୨୮ ରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପଚରାଉଚରା କରିଥିଲା। ପଚରାଉଚରା ବେଳେ ମିଶ୍ର ମୌଜପୁର ଗସ୍ତରେ କୌଣସି ଭାଷଣ ଦେଇନଥିବା କହିଛନ୍ତି। ଗତ ସପ୍ତାହରେ କର୍କାର୍ଡୋମା…

ସରକାରଙ୍କୁ ତେରଛା ବାଣ ମାରିଲେ ଶଶୀ ଥରୁର, କହିଲେ- “NDA= No Data Available”

ନୂଆଦିଲ୍ଲୀ: ସଂସଦରେ ସରକାରଙ୍କ ଉତ୍ତରର ପ୍ରତିକ୍ରିୟା ରଖିଛନ୍ତି ଶଶୀ ଥରୁର । ଏକାଧିକ ବିଷୟକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ବିଷୟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ । ଆଜି…

କ୍ରମାଗତ ଭାବେ ଦେଶରେ ବଢୁଛି ସୁସ୍ଥତା ହାର: ୨୪ ଘଣ୍ଟାରେ ସର୍ବାଧିକ ୧ ଲକ୍ଷରୁ ଅଧିକ ଆରୋଗ୍ୟ ରେକର୍ଡ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମିତ ସୁସ୍ଥ ହାର ବଢି ଚାଲିଛି ।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ ହୋଇଥିବା ବେଳେ ଆଜି…

ନଭେମ୍ବର ୧ରୁ ୟୁଜି ଏବଂ ପିଜି ପ୍ରଥମ ବର୍ଷ ପାଠପଢା ଆରମ୍ଭ

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷା ବର୍ଷ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟଗ୍ରାଜୁଏଟ୍ (ପିଜି) ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କରାଯାଇଛି । ଏସମ୍ପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।…

ଆସିଲା ‘ନିଶବ୍ଦମ’ର ଟ୍ରେଲର: ଦମଦାର ଲୁକ୍ ରେ ବାହୁବଳୀ ଫେମ୍ ଅନୁଷ୍କା

ମୁମ୍ବାଇ: ଫ୍ଲୋରକୁ ଆସିଲା ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀଙ୍କ ‘ନିଶବ୍ଦମ୍’ର ଟ୍ରେଲର । ଏହା ଏକ ସସପେନ୍ହ ଥ୍ରୀଲର ମୁଭି । ଏଥିରେ ଅନୁଷ୍କାଙ୍କୁ ମୁକ ବଧୀର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁଷ୍କାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଥ୍ରୀ ଇଡିଏଟ୍ ଫେମ୍ ଆର୍ ମାଧବନ୍ ।…

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା…

EMI ସୁଝିବାକୁ SBI ଦେଲା ୨ ବର୍ଷ ରିହାତି

ନୂଆଦିଲ୍ଲୀ: ଆପଣ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ ଆଣିଛନ୍ତି କି । ଆପଣଙ୍କ ଦରମା କାଟ ହେଉଛି । ଲକଡଉନ୍‌ରେ ଆପଣଙ୍କ ବ୍ୟସାୟ ପ୍ରଭାବିତ ହୋଇଛି କି? ଯଦି ହଁ ତା’ହେଲେ ଏସ୍‌ବିଆଇ ଆପଣଙ୍କ ପାଇଁ ଆଣିଛି ଖୁସି ଖବର । ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଏସ୍‌ବିଆଇରୁ ଗୃହ ରୁଣ କିମ୍ବା ଅନ୍ୟାନ୍ୟ ରୁଣ…

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ…

ଦେଶରେ ୫୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ଦେଶରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ , ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୯ ଲକ୍ଷ ୭୫ ହଜାର ୮୬୧ ଆକ୍ଟିଭ୍ ମାମଲା…