Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା କାଳରେ ବୈଦେଶିକ ପୁଞ୍ଜି ନିବେଶରୁ ୨୦ ବିଲିୟନ ଡ଼ଲାର ପାଇଛି ଭାରତ: ସଚିବ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ହୋଇଥିବା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର  କହିଛନ୍ତି । ବ୍ରିଟେନର ଏକ ସିଆଇଆଇ ଇଭେଣ୍ଟରେ ଏକ ଭର୍ଚୁଆଲ୍ ଠିକଣାରେ ବୈଦେଶିକ ସଚିବ ଭାରତ ଦ୍ୱାରା…

ୟେଲୋ ଜର୍ସିରେ CSK ଟାଇଗର, ଧୋନୀ, ୱାଟସନ୍‌ଙ୍କ ପାୱାର ପ୍ୟାକ୍‌ଡ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ପାୱାରଫୁଲ ଟିମ୍ । ହଳିଦିଆ ଜର୍ସିରେ ଚେନ୍ନାଇ ଟାଇଗର । ଆଇପିଏଲ୍ ମହାଲଢ଼େଇ ପୂର୍ବରୁ ରିଲିଜ ହୋଇଛି ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି । ହଳଦିଆ ଜର୍ସିରେ ପାୱାର ପ୍ୟାକ୍‌ଡ ପରଫରମାନ୍ସ । କଲର ଉଠାଇ, ଚଷମା ହଲାଇ ଆଇପିଏଲ୍ ପାଇଁ ପୁରା ରେଡି ଟିମ୍ ଚେନ୍ନାଇ ।…

ଦିଶାଙ୍କୁ ହତ୍ୟା କରାଯାଇଛି, ପ୍ରମାଣ ମୋ ପାଖରେ ଅଛି : ନିତିଶ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୩ ମାସ ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ବୁଧବାର ବିଜେପିର ନେତା ନିତିଶ ରାଣେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ଏକ ଚ୍ୟାନେଲକୁ ସାକ୍ଷତକାର ଦେଇ କହିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର ଦିଶା…

୮୧ ହଜାର ଡଲାରରେ ନିଲାମ ହେଲା ଆବ୍ରାହାମ ଲିଙ୍କନଙ୍କ କେଶ

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ କେଶ ଏବଂ ରକ୍ତର ଦାଗଯୁକ୍ତ ଏକ ଟେଲିଗ୍ରାମକୁ ନିଲାମ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ୮୧ ହଜାର ଡଲାରରୁ ଅଧିକ ମୂଲ୍ୟରେ ଏହା ନିଲାମ ହୋଇଥିବା ବୋଷ୍ଟନ ଆରଆର କମ୍ପାନୀ ପକ୍ଷରୁ କୁହାଯାଇଛି । ଫୋର୍ଡସ ଥିଏଟରରେ ଜନ ୱିଲକିସ୍…

ମୋଦୀଙ୍କ ମନ୍ତ୍ର: ଔଷଧ ନଆସିବା ଯାଏଁ, ଅବହେଳା କରିବାନି

ନୂଆଦିଲ୍ଲୀ: ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ମନ୍ତ୍ର । ଆଉ ଆଜି ବି ସମାନ କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଔଷଧ ନଆସିବା ଯାଏଁ ଅବହେଳା କରିବା ନାହିଁ । କରୋନାରୁ ବଂଚିବାକୁ ହେଲେ ଆମକୁ ୬ ଫୁଟର ଦୂରତା ଓ ସଫା ସ୍ୱଚ୍ଛତା ବଜାୟ ରଖିବା । ଆମ ବୈଜ୍ଞାନିକମାନେ…

କରୋନା ଟିକା ଉତ୍ପାଦନରେ ଭାରତର ସହଯୋଗ ଲୋଡା: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ତିଆରି ନେଇ ଭାରତ ଉପରେ ଆଶା ରଖିଛନ୍ତି ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ୍ । ଆସନ୍ତା ବର୍ଷ ତ୍ରୈମାସିକ ବେଳକୁ ଅନେକ କରୋନା ଟିକା ଅନ୍ତିମ ପର୍ଯ୍ୟାୟରେ ଥିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଭ୍ୟାକସିନ୍ ଉତ୍ପାଦନରେ ସାରା…

କଙ୍ଗନାଙ୍କ ଡିମାଣ୍ଡ: ମୋ ଘର ଭାଙ୍ଗିଲ, ୨ କୋଟି ଦିଅ

ମୁମ୍ବାଇ: ବେଆଇନ୍ ଭାବେ ମୋ ଘର ଭାଙ୍ଗିଲ, ୨ କୋଟି ଟଙ୍କା ଦିଅ । ବିଏମ୍‌ସି ଆଗରେ ଏଭଳି ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମ୍‌ସିଠାରୁ କ୍ଷତିପୂରଣ ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଜର୍ଜ ଫ୍ଲଏଡ଼ ଘଟଣାର ଭାରତୀୟ ସଂସ୍କରଣ: ଅଳ୍ପକେ ବଞ୍ଚିଲେ ପୀଡିତ

କୋଚି: କେରଳ ରାଜ୍ୟରୁ ଜଣେ କଂଗ୍ରେସ କର୍ମୀ ଉପରେ ପୋଲିସ କର୍ମୀଙ୍କ ବର୍ବରତାର ଚିତ୍ର  ସାମ୍ନାକୁ ଆସିଛି । ପୀଡିତ ଆଣ୍ଟୋନିଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାରର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସମାଲୋଚନାକାରୀ ଏହି ଘଟଣାକୁ  ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ଦୁର୍ଭାଗ୍ୟଜନକ…

କିପରି ଜାଣିବେ ଆପଣଙ୍କ ଆଧାର ନଂ ଅସଲି କି ନକଲି…

ଭୁବନେଶ୍ୱର: କେବେ ଭାବିଛନ୍ତି ଆପଣ ଗ୍ରହଣ କରୁଥିବା ଆଧାର ଆଇଡି ଅସଲି କି ନକଲି। ଏକଥାକୁ ନେଇ ଆପଣ ମାନେ ଚିନ୍ତିତ କି? ତେବେ ଜାଣନ୍ତୁ ଏହାକୁ ଯାଞ୍ଚ କରିବାର କି ଉପାୟ ରହିଛି .. ସରକାରୀ ଆଧାର ୱେବସାଇଟ୍ (https://resident.uidai.gov.in/offlineaadhaar) କୁ ଯାଆନ୍ତୁ ଏବଂ…

ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଅଭିଯୋଗ ଆଣିଲେ ମନୀଷ ପୋଲ, କହିଲେ- ଲୋକେ ନିଜ ବାକ ସ୍ୱାଧୀନତାର ଅପବ୍ୟବହାର କରୁଛନ୍ତି

ମୁମ୍ବାଇ: ଗତ ତିନି ମାସ ମଧ୍ୟରେ ବଲିଉଡରେ ନିଆଯାଇଥିବା ବିଭିନ୍ନ ଅଭିଯୋଗ ନେଇ ଅଭିନେତା ତଥା ଟିଭି ଶୋ ହୋଷ୍ଟ ମନୀଷ ପୋଲ ନିଜର ମତ ରଖିଥିଲେ। ନେପୋଟିଜିମ ଠାରୁ ଆରମ୍ଭ କରି ଡ୍ରଗ୍ ସେବନ ପର୍ଯ୍ୟନ୍ତ, ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ପରେ ବଲିଉଡରେ ନିଆଁ ଲାଗିଛି। କେତେକ…